Browsing Category

ବିଦେଶ

ଭାରତର ଜିଡ଼ିପି ଅଭିବୃଦ୍ଧି ୭.୫%ରୁ ୧୨.୫% ମଧ୍ୟରେ ହେବା ସମ୍ଭାବନା: ବିଶ୍ୱବ୍ୟାଙ୍କ ରିପୋର୍ଟ

ୱାଶିଂଟନ: କୋଭିଡ-୧୯ ମହାମାରୀ ପ୍ରଭାବ ଏବଂ ଗତ ଏକବର୍ଷ ଧରି ଦେଶବ୍ୟାପୀ ଲକ୍‍ଡାଉନ ଜନିତ ପରିସ୍ଥିତିରୁ ଭାରତୀୟ ଅର୍ଥନୀତିର ସୁଧାର ଚମତ୍କାର ଢଙ୍ଗରେ ହୋଇଛି, କିନ୍ତୁ ଏହା ଉପରୁ ବିପଦ ଏବେ ମଧ୍ୟ ଟଳିନାହିଁ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବିଶ୍ୱ ବ୍ୟାଙ୍କର ସଦ୍ୟତମ
Read More...

ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ

ଢାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତର ଶନିବାର ୨ୟ ଦିନ। ଏହି ଅବସରରେ ମୋଦୀ ଜଶୋଶ୍ଵେରୀ କାଳୀ ମନ୍ଦିରରେ ଦର୍ଶନ କରିବା ସହିତ ମା’ କାଳୀଙ୍କୁ ସୁନାରୁପା ମୁକୁଟ ଅର୍ପଣ କରିଥିଲେ। ସମଗ୍ର ବିଶ୍ଵକୁ କରୋନା ମହାମାରୀରୁ ମୁକ୍ତ ହେବା ଲାଗି ପ୍ରଧାନମନ୍ତ୍ରୀ ମନ୍ଦିରରେ
Read More...

ଢାକାରେ ପହଞ୍ଚିଲେ ମୋଦୀ

ଢାକା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଯାଇ ବାଂଲାଦେଶରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କୁ ସ୍ୱାଗତ କରିଥିଲେ। ଢାକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ବାଂଲାଦେଶର
Read More...

ଚୀନ ଟିକା ନେବା ପରେ ଇମ୍ରାନଙ୍କୁ କରୋନା

ଇସଲାମାବାଦ: ଚୀନ୍ ପ୍ରସ୍ତୁତ କରୋନା ଟିକା ନେବାର ୪୮ଘଣ୍ଟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ସଂକ୍ରମିତ ହୋଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସହାୟକ ଫୈଜଲ ସୁଲତାନଙ୍କ ସୂଚନାନୁଯାୟୀ, ସଂକ୍ରମିତ ଚିହ୍ନଟ ହେବା ପରେ ଇମ୍ରାନ ସମ୍ପ୍ରତି ନିଜ ବାସଭବନରେ
Read More...

ଗୁଳିମାଡରେ ୮ମୃତ

ୱାଶିଂଟନ୍ : ଆମେରିକାରେ ଆଖିବୁଜା ଗୁଳିମାଡ ଆମେରିକାର ଆଟଲାଂଟାରେ ଭୟାନକ ଗୁଳିମାଡ ହୋଇଛି । ଅଟଲାଂଟା ସ୍ଥିତ ଜର୍ଜିଆର ୩ଟିସ୍ପା ଭିତରେ ପଶି ଜଣେ ଦୁର୍ବୃତ ଏହି ଗୁଳିମାଡ କରିଥିବା ସୂଚନା ମିଳିଛି । ଏଥିରେ ୪ଜଣ ମହିଳା ସମେତ ୮ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଗୁଳିମାଡର କରଣ ଅସ୍ପଷ୍ଟ
Read More...

ଏଷ୍ଟ୍ରାଜେନେକା ଉପରେ କଟକଣା

ବର୍ଲିନ: ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା କୋଭିଡ ଟିକା ଯୋଗୁ ରକ୍ତ ଜମାଟ ବାନ୍ଧୁଥିବା ଭଳି ପାର୍ଶ୍ଵପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଏହା ଉପରେ ଏବେ ଗୋଟିଏ ପରେ ଗୋଟିଏ ଦେଶ କଟକଣା ଲଗାଉଛନ୍ତି। ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ ଏହି ଟିକାର ବ୍ୟବହାର ଉପରେ
Read More...

ପାକିସ୍ତାନରେ ହିନ୍ଦୁ ପରିବାରର ୫ ଜଣଙ୍କୁ ହତ୍ୟା

ପାକିସ୍ତାନ: ପାକିସ୍ତାନରେ ଶୁକ୍ରବାର ଦିନ ଗୋଟିଏ ୫ ଜଣିଆ ହିନ୍ଦୁ ପରିବାର ସଦସ୍ୟମାନଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ଘଟିଛି । ସେମାନଙ୍କର ତଂଟି କଟାଯାଇ ହତ୍ୟା କରାଯାଇଥିବା ଜଣାପଡିଛି । ‘ଦି ନିଉଜ୍ ଇଂଟର୍ନ୍ୟାସ୍ନାଲ୍’ ରିପୋର୍ଟ ଅନୁସାରେ, ରହିମ୍ ୟାର ଖାଁ ସହର ଠାରୁ ୧୫
Read More...

ଲଦାଖରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଆଜି ଭୋର ୫ଟା୧୧ରେ ଲଦାଖରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ଼ କରାଯାଇଛି।  ଏଯାବତ ଭୂକମ୍ପରେ କୌଣସି ମୃତାହତ କିମ୍ବା ଧନସମ୍ପତ୍ତି ନଷ୍ଟ ହୋଇଥିବା ନେଇ ସୂଚନା ମିଳିନାହିଁ।ସେହିପରି ଗତ ମାସରେ ମଧ୍ୟ
Read More...

ଚୀନ୍‍: ଦୁଇ ସନ୍ତାନ ନୀତି ଉଲ୍ଲଂଘନ କରି ୭ ସନ୍ତାନ ଜନ୍ମ ଦେଲେ ଦମ୍ପତି

ବେଜିଂ: ଚୀନର ଏକ ଦମ୍ପତି ଦୁଇ ସନ୍ତାନ ନୀତିର ଉଲ୍ଲଂଘନ କରି ୭ଟି ସନ୍ତାନ ଜନ୍ମ କରିବା ଭାରି ପଡ଼ିଛି। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିଛି। ମିଳିଥିବା ସୂଚନା ମୁତାବକ ୭ଟି ସନ୍ତାନ ଜନ୍ମ କରିଥିବାରୁ ଉକ୍ତ ଦମ୍ପତିଙ୍କୁ ୧ ଲକ୍ଷ ୫୫ ହଜାର ଡଲାର ଅର୍ଥାତ୍‍ ୧ କୋଟିରୁ
Read More...

ଭାରତ ଫେରିବେ ନିରବ ମୋଦୀ !

ଲଣ୍ଡନ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରୁ ବହୁକୋଟି ଟଙ୍କାର ଋଣ ଠକି ଇଂଲଣ୍ଡ ପଳାଇଥିବା ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦୀ ଖୁବ୍‌ଶୀଘ୍ର ଭାରତକୁ ପ୍ରତ୍ୟର୍ପିତ ହେବାକୁ ଯାଉଛନ୍ତି। ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ସମ୍ପର୍କରେ ସ୍ଥାନୀୟ ଅଦାଲତ ନିର୍ଦେଶ ଦେଇଛନ୍ତି। ଗୁରୁବାର
Read More...