Browsing Category

ବିଦେଶ

ଭାରତ ଫେରିବ ନିରବ ମୋଦୀ

ଲଣ୍ଡନ: ୧୩୫୦ କୋଟି ଟଙ୍କାର ବ୍ୟାଙ୍କ ଠକେଇରେ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଭାରତ ପ୍ରତ୍ୟାର୍ପଣ କରିବା ଲାଗି ଲଣ୍ଡନର ଫେଡେରାଲ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭାରତକୁ ପ୍ରତ୍ୟାର୍ପଣ ପାଇଁ ସିବିଆଇ ଓ ଇଡିର ଆବେଦନ ଉପରେ ଶୁଣାଣୀକରି ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି ।
Read More...

ପାକିସ୍ତାନ ସାଂସଦଙ୍କ ବିବାହ: ବର ୫୦କୁ କନିଆଁ ୧୫

ଲାହୋର,୨୩ା୨: ପାକିସ୍ତାନୀ ସାଂସଦ ମୌଲାନା ସଲାଉଦ୍ଦିନ ଆୟୁବିଙ୍କ ବାହାଘରକୁ ନେଇ ଦେଶରେ ଯେତିକି ଚର୍ଚ୍ଚା ସେହି ପରିମାଣରେ ବିବାଦ ସୃଷ୍ଟି ହୋଇଛି। ଏହାର କାରଣ ହେଉଛି, ସାଂସଦଙ୍କ ବୟସ ୫୦ ହୋଇଥିବାବେଳେ କନିଆଁଙ୍କ ବୟସ ମାତ୍ର ୧୫ ଓ ସେ ଜଣେ ହାଇସ୍କୁଲ ଛାତ୍ରୀ। କନିଆଁ ପାକିସ୍ତାନର
Read More...

ଇତିହାସ ରଚିବ ଆମେରିକା, ଦେଶରୁ ବନ୍ଦ ହେବ ମୃତ୍ୟୁଦଣ୍ଡ

ଆମେରିକା: ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ତାଙ୍କ ଦେଶରେ କୌଣସି ଅପରାଧିଙ୍କୁ ମୃତ୍ୟୁଦଣ୍ଡ ଦେବାର ଥିବା ପ୍ରାବଧାନକୁ ବନ୍ଦ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାଇଡେନ୍ ରାଷ୍ଟ୍ରପତି ହେବା ପୂର୍ବରୁ ନିର୍ବର୍ାଚନ ସମୟରେ ଦେଶର ଲୋକମାନଙ୍କୁ ଏଭଳି ପ୍ରତିଶୃତି ଦେଇଥିଲେ ।
Read More...

ପାକିସ୍ତାନ ଉପରେ ଇରାନ୍‌ର ସର୍ଜିକାଲ୍‌ ଷ୍ଟ୍ରାଇକ୍‌

ତେହରାନ: ଆମେରିକା ଓ ଭାରତ ପରେ ପାକିସ୍ତାନ ଉପ​‌ରେ ସର୍ଜିକାଲ୍‌ ଷ୍ଟ୍ରାଇକ୍ କରିଛି ଇରାନ। ବୁଧବାର ପାକିସ୍ତାନ ସୀମା ଅତିକ୍ରମ କରି ଇରାନ ସେନା ‘ରିଭୋଲୁସ୍‌ନାରୀ ଗାର୍ଡ’ ବହୁ ଆତଙ୍କବାଦୀଙ୍କୁ ହତ୍ୟା କରିବା ସହ ନିଜର ଦୁଇ ସୈନିକଙ୍କୁ ମୁକ୍ତ କରିନେଇଛି। ଇରାନ ସେନାର ମୁକାବିଲା ପାଇଁ
Read More...

ମିଆଁମାର ସାମରିକ ବିଦ୍ରୋହ: ସେନାମୁଖ୍ୟ ଏବେ ଶାସନ ମୁଖ୍ୟ

ୱାସିଂଟ: ମିଆଁମାର ସେନା ଦେଶରେ ସାମରିକ ବିଦ୍ରାହ କରି ଶାସନ କ୍ଷମତାକୁ ନିଜ ଦଖଲକୁ ନେବା ଘଟଣା ହିଁ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପାଇଁ ନୂତନ ଅନ୍ତର୍ଭାତୀୟ ଆହ୍ୱାନ ଭାବେ ଉଭା ହୋଇଛି । ବାଇଡେନ୍ ପ୍ରଶାସନ ଇସାରା କରିଥିବା ବେଳେ ମିଆଁମାର ସେନା ତାହାକୁ ପ୍ରତ୍ୟାଖ୍ୟାନ
Read More...

ବ୍ୟାଙ୍କ୍‌ ଏସ୍‌ଏମ୍‌ଏସ୍‌ ଜଣାଏ ପୁଅ ଜୀବିତ

ନିଜ ଦୁନିଆରେ ମସଗୁଲ୍ ଥିବା ଆମ ଭଳି ସ୍ବାର୍ଥୀ ମଣିଷ ଅନ୍ୟର କଷ୍ଟକୁ ବୁଝିନଥାଉ। ଜୀବନ ସଂଗ୍ରାମରେ କିଏ, କ’ଣ କରୁଛି, ଜାଣିଲେ ସାଧାରଣ ଲୋକ ଆଖିରେ ମଧ୍ୟ ଲୁହ ଆସିଯିବ। ୨୦୧୯ ଅକ୍ଟୋବରର ଏଇ ଘଟଣାଟି, ଜମ୍ମୁର ଜଣେ ସାମ୍ବାଦିକଙ୍କ ଦୃଷ୍ଟିକୁ ଖବରଟି ଆସିବା ପରେ ସେ ନ୍ୟୁଜ୍ ପୋର୍ଟାଲ୍‌ରେ
Read More...

ମ୍ୟାଁମାର ସେନାର ବିଦ୍ରୋହ

ୟାଙ୍ଗୁନ୍‌: ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଅଙ୍ଗ୍‌ ସାନ୍‌ ସୁ କି’ଙ୍କ ସରକାର ବିରୋଧରେ ମ୍ୟାଁମାର୍‌ ସେନା ବିଦ୍ରୋହ କରିଛି। ସୁ କି’ଙ୍କୁ ସେନା ପଦଚ୍ୟୁତ କରିବା ସହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି। ସୁ କି ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଅଟକ ରଖାଯାଇଛି। ସେନାର କମାଣ୍ଡର
Read More...

କିମ୍‌ଙ୍କ ସ୍ତ୍ରୀ ଗାଏବ୍‌

ନୂଆଦିଲ୍ଲୀ: ଗାଏବ ହୋଇଯାଇଛନ୍ତି ଉତ୍ତର କୋରିଆ ଶାସକ କିମ‌-ଜଙ୍ଗ-ଉନ୍ ଙ୍କ ସ୍ତ୍ରୀ । ରି-ସୋଲ-ଜୁ ବର୍ଷେରୁ ଅଧିକ ଦିନ ହେବ ନଜର ଆସୁନାହାନ୍ତି। ୨୦୨୦ ଜାନୁଆରୀ ୨୫ ତାରିଖରେ ରି-ସୋଲ-ଜୁଙ୍କୁ ସ୍ୱାମୀ କିମଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ପାଳନ କରୁଥିବା ଅବସରେ ଦେଖିବାକୁ ମିଳିଥିଲା।
Read More...

ବ୍ରିଟେନରେ ଜୁଲାଇ ୧୭ ଯାଏଁ ଲକ୍ଡାଉନ୍

ଲଣ୍ଡନ: ବ୍ରିଟେନ୍ ମହାମାରୀ କରୋନାର ନୂଆ ଷ୍ଟେ୍ରନ୍ର ଦ୍ୱିତୀୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବ୍ରିଟେନ୍ ସରକାର ଆସନ୍ତା ଜୁଲାଇ ମାସ ୧୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରିଛନ୍ତି । ସେହିପରି ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ୧୦ଦିନିଆ
Read More...

‘ହୁ’କୁ ଫେରିଲା ଆମେରିକା

ୱାଶିଂଟନ୍: ଆମେରିକା ୪୬ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ରାଷ୍ଟ୍ରପତି ଜୋ ବାଇଡେନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ରେ ନିଜ ଦେଶକୁ ପୁନର୍ବାର ଅନ୍ତଭୁକ୍ତ କରିଛନ୍ତି । ଏ ସମ୍ପର୍କରେ ବାଇଡେନ୍ ଜାତିସଂଘ ମହାସଚିବ ଏଂଟୋନିଓ ଗୁଟେରସ୍ଙ୍କୁ ପତ୍ରଲେଖି ଅବଗତ
Read More...