Browsing Category

ଲାଇଫ୍ ଷ୍ଟାଇଲ୍

ଓଜନ ହ୍ରାସ ପାଇଁ ଉପଯୁକ୍ତ ଡ଼ାଏଟ ପ୍ଲାନ

ଆପଣ ଖାଇ ପିଇ ମଧ୍ୟ ନିଜର ଓଜନ ହ୍ରାସ କରିପାରିବେ। କ’ଣ ଏହା ଜାଣି ଆଶ୍ଚର୍ୟ୍ୟ ଲାଗିଲା କି ? ଆଜ୍ଞା ହଁ । ଏହା ପୂର୍ବରୁ କେବେ ଶୁଣି ନଥିବେ ଯେ ଖାଇ ପିଇ କିପରି ନିଜର ଓଜନ ହ୍ରାସ କରିପାରିବେ।ଏହି ଡ଼ାଏଟରେ ଆପଣ କାବ୍ରୋହାଇଡ଼୍ରେଟ, ଭରପୂର ପ୍ରୋଟିନ ଓ ଫ୍ୟାଟ ଯୁକ୍ତ ଖାଦ୍ୟ ମଧ୍ୟ
Read More...

ଚା’ସହ ସେବନ କରୁଛନ୍ତି କି ପ୍ରୋଟିନ ଯୁକ୍ତ ଖାଦ୍ୟ ? ସାବଧାନ…….

ଚା’ ପିଇବା ବହୁ ଲୋକଙ୍କ ନିତିଦିନିଆ ଅଭ୍ୟାସ। ମାତ୍ର ବହୁ ଲୋକେ ଚା’ ପିଇବା ସମୟରେ ଏପରି କିଛି ଖାଦ୍ୟ ଖାଇଥାଆନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଏହା ସଭିଏଁ ହୁଏତ ଜାଣି ନଥିବେ ଚା’ ସହ କେଉଁ ଖାଦ୍ୟଦ୍ରବ୍ୟ ଖାଇବା ଉଚିତ ଓ ଅନୁଚିତ, ଏହି କାରଣରୁ ବହୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ
Read More...

କିଭଳି ବୃଦ୍ଧି କରିବେ ରୋଗ ପ୍ରତିରୋଧକ ଶକ୍ତି?

କରୋନା ବିଶ୍ୱର ପ୍ରାୟ ସମସ୍ତ ଦେଶରେ ନିଜର କାୟା ବିସ୍ତାର କରି ସାରିଛି। ଏବେ ସୁଦ୍ଧା ପ୍ରାୟ ୬ଲକ୍ଷରୁ ଅଧିକ ଲୋକେ ଏଥିରେ ମୃତ୍ୟୁବରଣ କରିସାରିଛନ୍ତି।ମାତ୍ର ଏହି ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ଉପାୟ ମାଧ୍ୟମରେ ଲୋକଙ୍କୁ ସଚେନ କରାଯାଉଛି। ଏହାସହ ରୋଗ ପ୍ରତିରୋଧକ ଶକ୍ତି
Read More...

ତ୍ୱଚା ପାଇଁ ବରଦାନ ଗେଣ୍ଡୁଫୁଲ ଫେସ୍ ପ୍ୟାକ୍

ବହୁ ସମୟରେ ଧୂଳିମାଟି କାରଣରୁ ତ୍ୱଚାରେ ଏକ ଆସ୍ତରଣ ଜମିବା ପରି ଅନୁଭବ ହୋଇଥାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଗେଣ୍ଡୁଫୁଲରେ ପ୍ରସ୍ତୁତ ଫେସ ପ୍ୟାକ ବେଶ ଲାଭଦାୟକ। ଗେଣ୍ଡୁଫୁଲରେ ଆଣ୍ଟି ବ୍ୟାକ୍ଟେରିଅଲ ଓ ଆଣ୍ଟି ଇଫ୍ଲେମେଟରୀ ଗୁଣ ରହିଛି। ଯାହା ତ୍ୱଚାକୁ ସୁନ୍ଦର କରିବାରେ
Read More...

ଟକିଲା ଦିବସ

ପ୍ରତିବର୍ଷ ଜୁଲାଇ ୨୪ ତାରିଖରେ ଟକିଲା ଦିବସ ଭାବେ ପାଳନ କରାଯାଏ । ନିଶାଯୁକ୍ତ ପାନୀୟ ଟକିଲା ସାରା ବିଶ୍ୱରେ ଲୋକପ୍ରିୟ । କେବଳ ମେକ୍ସିକୋର ଟକିଲା ସହର ଆଖପାଖରେ ଦେଖାଯାଉଥିବା ଏକ ପ୍ରକାରର ଘିଁକୁଆରି ଗଛ (ବ୍ଲୁ ଆଗାଭେ) ରୁ ଏହି ପାନୀୟ ପ୍ରସ୍ତୁତ କରାଯାଏ । ଏହି ଗଛ ଥରେ ଲଗାଇଲେ
Read More...

ଫେସ୍‍ସିଲ୍ଡ ବ୍ୟବହାର କରିବା ପୂର୍ବରୁ ଜାଣି ରଖନ୍ତୁ ଏହାକୁ ସଫା କରିବାର ସଠିକ୍‍ ଉପାୟ, ନଚେତ୍‍….

ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆମେ ଫେସ୍‍ ସିଲ୍ଡ ବ୍ୟବହାର କରୁଛେ। ଡାକ୍ତରମାନେ ମଧ୍ୟ ଏହାକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି। ତେବେ ଫେସ୍‍ ସିଲ୍ଡ ବ୍ୟବହାର କରିବା ପୂର୍ବରୁ ଏହାର ବ୍ୟବହାର ଓ ଖାସ୍‍ କରି ଏହାକୁ ପରିଷ୍କାର କରିବାର
Read More...

ଗୋଲାପ ସରବତ ଖିରୀ

ଆବଶ୍ୟକ ସାମଗ୍ରୀକ୍ଷୀର – ୨କପକ୍ରିମ – ୧କପଗୋଲାପ ଜଳ – ୨ଚାମଚଗୋଲାପ ସରବତ – ଆବଶ୍ୟକ ପରିମାଣରେଚିନି – ୨ଚାମଚପିସ୍ତା – ଆବଶ୍ୟକ ପରିମାଣରେକର୍ଣ୍ଣଫ୍ଲୋର – ଅଳ୍ପକମଳା ରସ – ଅଳ୍ପପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ସେଥିରେ କ୍ଷୀର, କ୍ରିମ, କର୍ଣ୍ଣଫ୍ଲୋର
Read More...

ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏସବୁ ଫୁଲ

ସାଧାରଣତଃ ଫୁଲକୁ ଆମେ ପୂଜାର୍ଚ୍ଚନା କିମ୍ବା ସାଜସଜ୍ଜାରେ ବ୍ୟବହାର କରିଥାଉ। ହେଲେ ଏପରି କିଛି ଫୁଲ ଅଛି ଯାହା ଅନେକ ଔଷଧୀୟ ଗୁଣରେ ମଧ୍ୟ ଭରପୁର। ଏହାର ସଠିକ୍ ବ୍ୟବହାର ଦ୍ବାରା ଶରୀରର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ
Read More...

ହିତକାରୀ ସେଓ

ସେଓରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ। ଏହାର ସ୍ବାଦ ମିଠା ହୋଇଥିବାରୁ ଅଧିକାଂଶ ଲୋକ ଏହା ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ଲୋକେ ସବୁଜ ସେଓ ପରିବର୍ତ୍ତେ ଲାଲ ସେଓ ଖାଇବାକୁ ଅଧିକ ପସନ୍ଦ କରନ୍ତି। ବିଶେଷଜ୍ଞଙ୍କ ମତରେ ଲାଲ ସେଓ ପରିବର୍ତ୍ତେ ସବୁଜ ସେଓ ଶରୀର ପାଇଁ ଅଧିକ
Read More...

ସୂର୍ଯ୍ୟପରାଗ ପରେ କରନ୍ତୁ ଏହି କାର୍ଯ୍ୟ

ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗ ଲାଗିବା ସମୟରେ କେତେକ କାର୍ଯ୍ୟ କରିବା ପାଇଁ ବାରଣ କରାଯାଏ। ସେହିପରି ସୂର୍ଯ୍ୟପରାଗ ଶେଷ ପରେ ମଧ୍ୟ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ପାଇଁ ଜ୍ୟୋତିଷମାନେ ପରାମର୍ଶ ​‌ଦିଅନ୍ତି। ଯାହା ଦ୍ବାରା ଘରୁ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ ବୋଲି ବିଶ୍ବାସ
Read More...