Browsing Category

ରାଜନୀତି

କେନ୍ଦ୍ରୀୟ ନେତୃତ୍ୱ ଙ୍କ ଫୋକସରେ କେନ୍ଦୁଝର, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଆହ୍ଵାନ

ଚମ୍ପୁଆ : ଵିକଶିତ ଭାରତର ସୂର୍ଯ୍ୟୋଦୟ ଓଡ଼ିଶାରୁ ଆରମ୍ଭ ହେବା ନେଇ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହେବାକୁ ଯାଉଛି । ଏଥିପାଇଁ ସେ ସମଗ୍ର ଓଡ଼ିଶା ସହ କେନ୍ଦୁଝର ଜିଲ୍ଲାକୁ ଫୋକସରେ ରଖିଛନ୍ତି । ତଦନୁଯାୟୀ ଜିଲ୍ଲାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା,
Read More...

ବିକାଶର ବିନ୍ଧାଣୀ ନବୀନଙ୍କ ପାଇଁ ଭୋଟ ଭିକ୍ଷା କଲେ-ପାଣ୍ଡିଆନ

ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିରୋଧୀଙ୍କୁ ପାଣ୍ଡିଆନଙ୍କ କଟାକ୍ଷ ଚମ୍ପୁଆ : ଆଜି ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଚମ୍ପୁଆ ବିଧାନସଭା କ୍ଷେତ୍ର ଚମ୍ପୁଆ ଏନ୍ଏସିରେ ଆୟୋଜିତ ଏକ ଜନସମୁଦ୍ର ସଭାକୁ ସମ୍ଵୋଧନ କରି ଓଡ଼ିଶା ବିକାଶର ମୁଖ୍ୟ ବିନ୍ଧାଣୀ,ଦେଶର ଏକ ନମ୍ଵର ମୁଖ୍ୟମନ୍ତ୍ରୀ ନବୀନ
Read More...

ନାମାଙ୍କନ ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ସନାତନ ମହାକୁଡ

ଚମ୍ପୁଆ :  କେନ୍ଦୁଝର ଜିଲ୍ଲା ଚମ୍ପୁଆ ବହୁ ଚର୍ଚ୍ଚିତ ବିଧାନ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସନାତନ ମହାକୁଡ। ଦଳୀୟ ସମର୍ଥକଙ୍କ ସହ ଏକ ବିରାଟ ପଟୁଆର ରେ ମା ଜଗତ ଜନନୀ ସେବା ଟ୍ରଷ୍ଟ କାର୍ଯ୍ୟାଳୟ ଠାରୁ ବାହାରି  ଚମ୍ପୁଆ ଉପ ଜିଲ୍ଲାପାଳ ତଥା ରିଟର୍ନିଂ
Read More...

୨୫ ବିଧାନସଭା ଆସନରେ ହେବ ଉପନିର୍ବାଚନ !

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୫ଟି ବିଧାନସଭା ଆସନ ପାଇଁ କେବେ ଉପନିର୍ବାଚନ କରାଯିବ ସେ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ତାରିଖ ଘୋଷଣା କରାଯାଇନଥିବାବେଳେ ଏ ନେଇ ଖୁବ୍ ଶୀଘ୍ର ବିଚାରବିମର୍ଶ ପାଇଁ ଆୟୋଗ ବୌଠକ କରିବେ ବୋଲି ଜଣା ଜଣାପଡ଼ିଛି ।
Read More...

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ

ବେଙ୍ଗାଲୁରୁ : କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳ ନେତା ବାସବରାଜ ବୋମ୍ମଇ ଆଜି ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ଏକ ନିରାଡମ୍ବର ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଥାୱରଚନ୍ଦ ଗହଲୋତ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆଜି ସେ ଏକାକି
Read More...

ଥମୁନି ପେଗାସସ୍ ଝଡ : ଚାଲିପାରୁନି ପାର୍ଲଆମେଂଟ

ନୂଆଦିଲ୍ଲୀ: ଇସାଏଲ୍‌ର ସ୍ପାଇୱେଲ୍ ପେଗାସସ୍ ଦ୍ୱାରା ଗୁଇନ୍ଦାଗିରି କରାଯିବା ମାମଲାକୁ ନେଇ ବିରୋଦ୍ଧି ଦଳର ହଟଗୋଳ ଯୋଗୁଁ କ୍ରମାଗତ ୭ଦିନ ପାଇଁ ପାର୍ଲାମେଂଟର ମୌସୁମୀ ଅଧିବେଶନ ଅଚଳ ହୋଇପଡିଛି । ଆଜି ଉଭୟ ଲୋକସଭାରେ ବିରୋଧି ଦଳର ହଟଗୋଳ ଏବଂ ନାରାବାଜୀ ଯୋଗୁଁ ଉଭୟ ଲୋକସଭା ଓ
Read More...

ଟ୍ରାକ୍ଟର ଚଳାଇ ପାର୍ଲାମେଣ୍ଟ୍‌କୁ ଗଲେ ରାହୁଲ୍‌

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନି କୃଷି ଆଇନ ବିରୋଧରେ ପ୍ରତିବାଦ ତଥା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଆଜି ଗୋଟାଏ ଟ୍ରାକ୍ଟର ଚଳାଇ ପାର୍ଲାମେଣ୍ଟ୍‌କୁ ଯାଇଥିଲେ । ଏହି ବିବାଦୀୟ କୃଷି ଆଇନ ତୁରନ୍ତ ପ୍ରତ୍ୟାହାର କରି ନିଆଯାଉ ବୋଲି ଶ୍ରୀ ଗାନ୍ଧୀ ଦାବି
Read More...

ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବି.ଏସ୍ ୟେଦ୍ୟୁରପ୍ପା ଆଜି ଇସ୍ତପା ଦେଇଛନ୍ତି । ସେ ରାଜଭବନରେ ରାଜ୍ୟପାଳ ଥୱାରଚାନ୍ଦ ଗେହଲଟ୍‌ଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଚଳିତ ପାଳିରେ
Read More...

ଟିଏମସି ସାଂସଦ ଶାନ୍ତନୁ ସେନ ନିଲମ୍ବିତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗାସସ୍‌, ଚାଷୀ ଆନ୍ଦୋଳନ, ତୈଳ ଦର ବୃଦ୍ଧିକୁ ନେଇ ପାର୍ଲାମେଂଟର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ବିରୋଧି ଦଳର ତୃମୁଳ ହଟ୍ଟଗୋଳ ଯୋଗୁଁ କ୍ରମାଗତ ଚତୃର୍ଥ ଦିନ ପାଇଁ ଅଧିବେଶନ ଅଚଳ ହୋଇପଡିଛି । ଆଜି ଗୃହର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବା
Read More...

କଂଗ୍ରେସ ସଂସଦୀୟ ଦଳ ନେତାପଦରୁ ହଟିବେ ଅଧୀର ରଞ୍ଜନ ଚୌଧୁରୀ !

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କ୍ଷମତାସିହ୍ନ ତୃଣମୂଳ କଂଗ୍ରେସର ସମର୍ଥନ ପାଇଁ କଂଗ୍ରେସ ଲୋକସଭାରେ କଂଗ୍ରେସ ସଂସଦିୟ ଦଳ ନେତାପଦରୁ ଶ୍ରୀ ଅଧୀର ରଞ୍ଜନ ଚୌଧୁରୀଙ୍କୁ ହଟାଇବା ପାଇଁ ଗୁରୁତ୍ୱର ସହକାରେ ଚିନ୍ତା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି । ପଶ୍ଚିମବଙ୍ଗ ବିଧାନସଭା
Read More...