Browsing Category

ରାଜନୀତି

ରାତି ପର୍ଯ୍ୟନ୍ତ ଚାଲିପାରେ ବିହାର ଭୋଟ୍ ଗଣତି

ପାଟନା : ବିହାର ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ ଆଗୁଆ ଥିବା ସତ୍ତ୍ବେ ଚୂଡ଼ାନ୍ତ ଫଳାଫଳ କଣ ହେବ ତାହା ଏବେଠାରୁ କହିବା ମୁସ୍କିଲ, କାରଣ ବିହାରରେ ଭୋଟ ପଡ଼ିଥିବା ପ୍ରାୟ ୪ କୋଟି ୧୦ ଲକ୍ଷ ଭୋଟ ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ଭୋଟ ଗଣତି ହୋଇଛି । ଏଣୁ ଆଗକୁ ଆହୁରି
Read More...

ବାଲେଶ୍ୱରରେ ପଞ୍ଚମ ରାଉଣ୍ଡ ଗଣତି ଶେଷ

ବାଲେଶ୍ୱର: ବାଲେଶ୍ୱରରେ ପଞ୍ଚମ ରାଉଣ୍ଡ ଗଣତି ଶେଷ ହୋଇଥିବାର ସୂଚନା ମିଳିଛି। ଏହି ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୫୩୫ ଭୋଟରେ ଆଗୁଆ ରହିଛନ୍ତି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ମୋଟ୍ ୩୨୦୬ ଭୋଟରେ ଆଗୁଆ ରହିଛନ୍ତି। ପଞ୍ଚମ ରାଉଣ୍ଡରେ ବିଜେଡିକୁ
Read More...

ବାଲେଶ୍ବରରେ ଦ୍ବିତୀୟ ରାଉଣ୍ଡରେ ବି ବିଜେଡି ଆଗୁଆ

ବାଲେଶ୍ୱର: ବାଲେଶ୍ୱରରେ ଦ୍ବିତୀୟ ରାଉଣ୍ଡ ଗଣତି ଶେଷ ହୋଇଥିବାର ସୂଚନା ମିଳିଛି। ଏହି ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୪୩୯ ଭୋଟରେ ଆଗୁଆ ରହିଛନ୍ତି।  ପ୍ରଥମ ରାଉଣ୍ଡରେ ସେ ୬୧୫ ଭୋଟରେ ଆଗୁଆ ଥିବ‌ା ବେଳେ ଏହି ସଂଖ୍ୟା ଦ୍ବିତୀୟ ପର୍ଯ୍ୟାୟରେ ସାମାନ୍ୟ କମିଛି। ବାଲେଶ୍ବରରେ
Read More...

ବିଜେଡି ପ୍ରାର୍ଥୀ ୩୩୧୦ ଭୋଟରେ ଆଗୁଆ

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଦ୍ବିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭୮୬୭ଟି ଭୋଟ୍ ମିଳିଥିବା ବେଳେ
Read More...

ପହଞ୍ଚିଲେ ଚେଲ୍ଲା କୁମାର : ଆଜି କଂଗ୍ରେସର କ୍ଷେତି ବଞ୍ଚାଓ ଯାତ୍ରା

ଭୁବନେଶ୍ୱର : ପିସିସି ପକ୍ଷରୁ ଆଜି କ୍ଷେତି ବଞ୍ଚାଓ ଯାତ୍ରା ଅବସରରେ ଏକ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ। କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରୁ ଏକ ଟ୍ରାକ୍ଟର ରାଲି ବାହାରି କଟକ ଜିଲ୍ଲା ଅନ୍ତର୍ଗତ ପ୍ରତାପନଗରୀ ନିକଟସ୍ଥ ଧାକୁଲେଇ ମନ୍ଦିର, ୪୨ ମୌଜା ଓ ପ୍ରେସଛକ ଦେଇ ଶକ୍ତିନଗରସ୍ଥ କଟକ
Read More...

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପଙ୍କ ଗଣତି ବନ୍ଦ ଆବେଦନ ଖାରଜ

ୱାଶିଂଟନ(ଡିସି): ଆମେରିକାରେ ଏ ପର୍ଯ୍ୟନ୍ତ ହାର-ଜିତ୍‌ର ଫଇସଲା ହୋଇ ପାରି ନାହିଁ। ଭାରତୀୟ ସମୟ ଶୁକ୍ରବାର ସଂଧ୍ୟା ୫ଟା୪୫ ଅନୁଯାୟୀ ୱାଶିଂଟନ ଡିସିର ୩ ଇଲେକ୍ଟର୍ସଙ୍କୁ ମିଶାଇଲେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନଙ୍କୁ ବହୁମତ ୨୭୦ରୁ ଅଧିକ ୧୯ଟି ଅର୍ଥାତ୍‌ ୨୮୯ଟି ଆସନ ମିଳିପାରେ।
Read More...

ବିହାର ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଜାରି

ପାଟନା : ବିହାର ବିଧାନସଭାର ଅନ୍ତିମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୫ଟି ଜିଲାର ୭୮ଟି ବିଧାନସଭା ଆସନ ପାଇଁ ଶନିବାର ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ବିଜେପି ୩୫ ଓ ତା’ର ସହଯୋଗୀ ସଂଯୁକ୍ତ ଜନତାଦଳ ୩୭ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛି। ଅନ୍ୟପକ୍ଷରେ ମହାମେଣ୍ଟରୁ
Read More...

ବିଜେଡିରୁ ବିଦା ହେଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ବାଲେଶ୍ୱର: ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ଗୁରୁବାର ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ତାଙ୍କୁ ଦଳରୁ ନିଲମ୍ବିତ କରିଥିବା ପ୍ରେସ ରିଲିଜରେ ସୂଚନା ଦିଆଯାଇଛି। ପ୍ରଦୀପ ବାଲେଶ୍ୱର ସଦର ଆସନରୁ ୨୦୦୯
Read More...

ବାଲେଶ୍ୱରରେ ୫୪.୮୫% ଓ ତିର୍ତ୍ତୋଲରେ ୫୫.୨୩% ମତଦାନ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଭୋଟଗ୍ରହଣ ଜାରି ରହିଛି। ଦିନ ୩ଟା ସୁଦ୍ଧା ହାରାହାରି ୫୫.୦୪% ମତଦାନ ହୋଇଛି। ବାଲେଶ୍ୱରରେ ଦିନ ୩ଟା ସୁଦ୍ଧା ୫୪.୮୫% ଓ ତିର୍ତ୍ତୋଲରେ ଦିନ ୩ଟା ସୁଦ୍ଧା ୫୫.୨୩% ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ
Read More...

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୪୧.୩୬% ମତଦାନ ହୋଇଥିବା ନେଇ ସୂଚନା
Read More...