Browsing Category

ରାଜନୀତି

ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଗ୍ରହଣ କରାଯିବ। କରୋନା ମହାମାରୀ ଏଥରର ନିର୍ବାଚନକୁ ପ୍ରଭାବିତ କରିଛି। ରିପବ୍ଲିକାନ ପାର୍ଟି ତରଫରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଓ ଡେମୋକ୍ରାଟିକ ପାର୍ଟି ତରଫରରୁ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ
Read More...

ବାଲେଶ୍ୱର: ଭୋଟ ଦେଲେ ବିଜେପି, ବିଜେଡି ଓ କଂଗ୍ରେସ ଆଶାୟୀ ବିଧାୟକ ପ୍ରାର୍ଥୀ

ବାଲେଶ୍ୱର: ଆଜି ବାଲେଶ୍ବର ସଦର ପାଇଁ ଉପନିର୍ବାଚନ ମତଦାନ ଜାରି ରହିଛି। ଏହି ଉପନିର୍ବାଚନରେ ବିଧାୟକ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ବିଜେଡି ବିଧାୟକ
Read More...

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ

ବାଲେଶ୍ୱର/ତିର୍ତ୍ତୋଲ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ୧୧ଟା ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲରେ ହାରାହାରି ୨୬.୨୪% ମତଦାନ ହୋଇଛି। ବାଲେଶ୍ୱରରେ ୨୭.୬% ମତଦାନ ଓ ତିର୍ତ୍ତୋଲରେ
Read More...

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ

ପାଟନା: କରୋନା କଟକଣା ଭିତରେ ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଛି। ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ଟି ଆସନରେ ମତଦାନ ହେବ। ୨ କୋଟି ୮୬ ଲକ୍ଷ ଭୋଟର ୧୪ ଶହ ୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ମୋଟ ୪୧ ହଜାର ୩୬୨ ବୁଥ୍ କରାଯାଇଛି। ମାଓ ଉପଦ୍ରୁତ
Read More...

କାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ୍ ଉପ ନିର୍ବାଚନ

ଭୁବନେଶ୍ୱର : ଆସନ୍ତାକାଲି ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ୍ ଉପ ନିର୍ବାଚନ । ଏଥିପାଇଁ ଚାଲିଛି ପ୍ରଶାସନିକ ପ୍ରସ୍ତୁତି। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୩୪୬ଟି ବୁଥ୍ କରାଯାଇଥିବା ବେଳେ ସଦର ବ୍ଲକ ଓ ମଧ୍ୟ ମ୍ୟୁନିସିପାଲିଟି ଅଞ୍ଚଳକୁ ୨ ଭାଗରେ
Read More...

ବିହାର ନିର୍ବାଚନ: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ

ନୂଆଦିଲ୍ଲୀ : ବିହାରର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ଗତିବିଦ୍ଧି ସେତିକି ମାତ୍ରାରେ ବୃଦ୍ଧି ହେବାର ଲାଗିଛି। ବିହାରର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଅର୍ଥାତ ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆଜି ପ୍ରଧାନମନ୍ତ୍ରୀ
Read More...

ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ କରୋନା

ଯାଜପୁର : ଯାଜପୁର ଜିଲା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରୀତିରଞ୍ଜନ ଘଡାଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଫେସବୁକରେ ଲେଖିଛନ୍ତି ଯେ, ମୋଠାରେ କରୋନାର କୌଣସି ଲକ୍ଷଣ ନାହିଁ, ଯେହେତୁ ସ୍ୱାବ ଟେଷ୍ଟରେ ପଜିଟିଭି ଆସିଛି।
Read More...

ପୁନର୍ବାର କଂଗ୍ରେସ ଜିଲା ସଭାପତି ହେଲେ ଅଶ୍ୱିନୀ

ସମ୍ବଲପୁର: ରାଜ୍ୟରେ କଂଗ୍ରେସ ସଙ୍ଗଠନକୁ ତ୍ରୁଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଦଳର ବିଭିନ୍ନ ସାଙ୍ଗଠନିକ ପଦଗୁଡିକରେ ବିଭିନ୍ନ ପଦାଧିକାରୀ ମାନଙ୍କୁ ନିଯୁକ୍ତ କରାଯାଉଛି। ଏହି କ୍ରମରେ ବିଗତ ଦିନରେ କଂଗ୍ରେସର ଓଡିଶା ପ୍ରଭାରୀ ଡ. ଏ. ଚେଲ୍ଲାକୁମାର ରାଜ୍ୟ ଗସ୍ତରେ ଆସି ଦଳକୁ ସୁଦୃଢ଼
Read More...

କଂଗ୍ରେସ ନେତ୍ରୀଙ୍କୁ ମାଡ଼ ମାରିଲେ ଦଳୀୟ କର୍ମୀ

ଦେଓରିଆ: ଉତ୍ତରପ୍ରଦେଶର ଦେଓରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଦଳୀୟ ବୈଠକରେ କଂଗ୍ରେସର ଜଣେ ମହିଳା ନେତ୍ରୀଙ୍କୁ ଦଳୀୟ କର୍ମୀମା‌ନେ ମାଡ଼ ମାରିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଦୁଷ୍କର୍ମକାରୀକୁ କ’ଣ ପାଇଁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଗଲା ବୋଲି ପ୍ରଶ୍ନ
Read More...

ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ବର: ବାଜିଲା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ନିର୍ବାଚନ ବିଗୁଲ୍ । ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ  ଉପ-ନିର୍ବାଚନ  ଅନୁଷ୍ଠିତ ହେବ।  ଆଜି ଏଥିଲାଗି   ପ୍ରକାଶ ପାଇଛି ବିଜ୍ଞପ୍ତି । ବିଜ୍ଞପ୍ତି ସହ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ
Read More...