Browsing Category

ରାଜନୀତି

୫୦:୫୦ଆସନ ବାଣ୍ଟିବା ନେଇ ରାଜି ହେଲେ ବିଜେପି-ଜେଡିୟୁ

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ୫୦:୫୦ ଆସନ ବାଣ୍ଟିବା ଫର୍ମୁଲାକୁ ଆପଣାଇଛନ୍ତି। ଖୁବ ଶୀଘ୍ର ଏ ନେଇ ଏକ ସରକାରୀ ଘୋଷଣା କରାଯିବ ବୋଲି ସୂଚନା
Read More...

ଶତାଧିକ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ

ବାଲିକୁଦା: ତଣ୍ଡିକୁଳ ସରପଞ୍ଚ ଲୋକନାଥ ମନ୍ତ୍ରୀଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି । ଏହି ଅବସରରେ ସ୍ତାନୀୟ ଶାନ୍ତିବଟ ନିକଟସ୍ଥ ପଡିଆରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟବକ୍ତା ଭାବେ ବିଜେଡି ବ୍ଲକ
Read More...

କଂଗ୍ରେସରେ ସାଂଗଠନିକ ପରିବର୍ତନ

ନୂଆଦିଲ୍ଲୀ: କଂଗ୍ରେସର ସାଂଗଠନିକ ସ୍ତରରେ ବଡଧରଣର ଅଦଳବଦଳ ପୂର୍ବକ କାର୍ଯ୍ୟକାରୀ କମିଟି ଓ କେନ୍ଦ୍ରୀୟ ନିର୍ବାଚନ କମିଟିର ପୁନର୍ଗଠନ କରାଯାଇଛି । ଏହା ସହିତ ସର୍ବଭାରତୀୟ କଂଗ୍ରେସ କମିଟିରେ ନୂଆ ସାଧାରଣ ସମ୍ପାଦକ ଓ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରି ନିଯୁକ୍ତ କରାଯାଇଛି । ଅଧ୍ୟକ୍ଷ
Read More...

ନଭେମ୍ବର ୨୯ ପୂର୍ବରୁ ବିହାରରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ସହିତ ଦେଶର ଗୋଟିଏ ଲୋକସଭା ଏବଂ ୬୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଏନେଇ ଶୁକ୍ରବାର ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ନଭେମ୍ବର ୨୯ ପୂର୍ବରୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆୟୋଗ କହିଛନ୍ତି। ଯଦିଓ ବିହାର
Read More...

ବିଜୁ ଯୁବ ଛାତ୍ରଜନତା ଦଳର ୪ଜିଲ୍ଲାର ସାଙ୍ଗଠନିକ ସମୀକ୍ଷା ବୈଠକ

ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ମିଟିଙ୍ଗର୍ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଜିଲ୍ଲା ଯାଜପୁର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକରସମସ୍ତ ଯୁବ ଓ ଛାତ୍ରନେତା ଯୋଗଦେଇ ଦଳୀୟ ସଙ୍ଗଠନ ସମ୍ପର୍କରେ ନିଜରମତ ପ୍ରଦାନ
Read More...

କଂଗ୍ରେସ ୱାର୍କିଂ କମିଟି ବୈଠକରେ ଚିଠିକୁ ନେଇ ଝଡ଼

ନୂଆଦିଲ୍ଲୀ :  ଆଜି  କଂଗ୍ରେସର କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ  ଅନୁଷ୍ଠିତ ହେଉଛି। ଏହି ବୈଠକରେ କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। ଆଜିର ବୈଠକ‌ରେ ସୋନିଆଙ୍କୁ ଚିଠି ଲେଖିଥିବା କଂଗ୍ରେସ ନେତାମାନେ ଭାରତୀୟ ଜନତା
Read More...

ରଞ୍ଜନ ଗୋଗୋଇ ହୋଇପାରନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ : ତରୁଣ ଗୋଗୋଇ

ନୂଆଦିଲ୍ଲୀ :  ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ରଞ୍ଜନ ଗୋଗଇ ବିଜେପି ପକ୍ଷରୁ ଆସାମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କହିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ତରୁଣ ଗୋଗୋଇ।
Read More...

କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ସୋମବାର

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ଆନ୍ତରୀଣ ଅଧ୍ୟକ୍ଷ କାର୍ଯ୍ୟକାଳ ଶେଷ ହୋଇଛି । ରାହୁଳ ଗାନ୍ଧୀଙ୍କୁ ଦଳର ଦାୟିତ୍ଵ ଦେବା ନିମନ୍ତେ ଦାବି ବଢ଼ୁଛି । କିଛି ନେତା ଏଥିନେଇ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବା ଗଣମାଧ୍ୟମରେ ଚର୍ଚା ଚାଲିଛି।  ଏହି ସ୍ଥିତିରେ ଆସନ୍ତାକାଲି ବସିବାକୁ ଥିବା
Read More...

ପୁଅ ରାଜନୀତିକୁ ଆସିଲେ କହିବି ‘ମାଡ଼ିଚାଲ’: ସୁର

ଭୁବନେଶ୍ୱର: ବାପସେ ବେଟା ଜ୍ୟାଦା । ମୋ ପୁଅ ଭବିଷ୍ୟତରେ ମୋଠାରୁ ଭଲ କରିବ । ଏହା ମୋର ଶେଷ ନିର୍ବାଚନ । ପୁଅ ରାଜନୀତି କରିବ କି ପାଇଲଟ୍ ପେଶାରେ ରହିବ, ତା’ ଉପରେ ନିର୍ଭର କରେ । ଯଦି ନିର୍ବାଚନ ପାଇଁ ଠିଆ ହେବ ତାହେଲେ ମୁଁ କହିବି ‘ରେଡି ମାଡି ଚାଲ’ କଂଗ୍ରେସ ଭବନରେ ସାମ୍ବାଦିକ
Read More...

କରୋନା ଭାଇରସ୍ ମୁକାବିଲା ଜାରି ରହିଛି : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଭାରତ ସରକାର ମହାମାରୀ କରୋନା ଭାଇରସ୍ ମୁକାବିଲା ଲାଗି ଲଢେଇ ଜାରି ରଖିଛନ୍ତି । କରୋନା ମହାମାରୀ ପରଠାରୁ ଦେଶବାସୀ ଅନେକ ଅଭିଜ୍ଞତା ହାସଲ କରିଛନ୍ତି । ଏଥି ସହିତ ଦେଶରେ ଭେଂଟିଲେଟର ନିର୍ମାଣର କ୍ଷମତା ବଢିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।
Read More...