Browsing Category

ରାଜନୀତି

ଲକଡାଉନ୍ ଓ ସଟଡାଉନ୍ ଆଉ କରନ୍ତୁ ନାହିଁ: ସୁର ରାଉତରାୟ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନଲକ୍-୩ କ୍ରମେ ଓଡିଶା ସରକାର ସମସ୍ତ କ୍ଷେତ୍ରକୁ ଖୋଲି ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି । ସେ କହିଛନ୍ତି ଯେ ଜୀବନ ସହ ଜୀବିକା ଆହୁରୀ ଗୁରୁତ୍ୱପୂର୍ଣ୍ଣ , ସେଥିପାଇଁ ଦୋକାନ ବଜାର ସହ ସମସ୍ତଙ୍କୁ ଖୋଲାଖୋଲି ଭାବେ କାମ
Read More...

୩ କଂଗ୍ରେସ ବିଧାୟକ ଗଲେ ଦିଲ୍ଲୀ

ରାଂଚୀ: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ପରିଚାଳିତ ମେଂଟ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ କଂଗ୍ରେସର ୩ଜଣ ବିଧାୟକ କେନ୍ଦ୍ରୀୟ ନେତାଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଦିଲ୍ଲୀ ପହଁଚିଛନ୍ତି । ଏହି ତିନି ଜଣ ବିଧାୟକ ହେଲେ ଇରଫାନ ଅନସାରୀ, ଉମାଶଙ୍କର ଅକେଲା ଓ
Read More...

ରାମ ମନ୍ଦିର ନିର୍ମାଣ ହେଲେ ଅଯୋଧ୍ୟା ଫେରିବି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜା କରିବାକୁ ଯାଉଛନ୍ତି । ସବୁଠାରୁ ବଡ କଥା ହେଲା ଯେ , ଆଜକୁ ଠିକ୍ ୨୯ ବର୍ଷ ପୂର୍ବେ ସେ ଦେଇଥିବା ପ୍ରତିଶୃତି ରକ୍ଷା କରିଛନ୍ତି । ୧୯୯୧ ମସିହା ରାମ ମନ୍ଦିର ଆନେ୍ଦାଳନ
Read More...

ରାଜସ୍ଥାନ ରାଜନୀତି : ବିଧାନସଭା ଅଧିବେଶନ ଡାକିବା ନେଇ ରାଜ୍ୟପାଳଙ୍କ ୩ ସର୍ତ୍ତ

ଜୟପୁର : ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ଡାକିବା ପାଇଁ ସୋମବାର ସମ୍ମତି ପ୍ରକାଶ କରିଛନ୍ତି। ତେବେ ଅଧିବେଶନ ଡାକିବା ନେଇ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ଯେଉଁ ଏଜେଣ୍ଡା ଦେଇଛନ୍ତି ତଦନୁଯାୟୀ ରାଜ୍ୟପାଳ ସରକାରଙ୍କ ନିକଟରେ ତିନିଟି ସର୍ତ୍ତ ଧାର୍ଯ୍ୟ
Read More...

୯ ରାଜ୍ୟକୁ କେନ୍ଦ୍ରସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ମହାମାରୀର ସଂକ୍ରମଣ ବୃଦ୍ଧି ପାଉଥିବାରୁ କ୍ୟାବିନେଟ୍ ସଚ୍ଚିବ ୯ଟି ରାଜ୍ୟର ସ୍ଥିତି ସମୀକ୍ଷା କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ଟେଷ୍ଟି ପାଇଁ ୯ଟି ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏହି ରାଜ୍ୟ ଗୁଡିକ ହେଲେ ଆନ୍ଧ୍ରପ୍ରଦେଶ,
Read More...

ଉତରପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଉତରପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସିଂଙ୍କୁ ଜ୍ୱର ହେବା ପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ । ରିପୋଟର୍ରୁ କରୋନା ଲକ୍ଷଣ ଥିବା କଥା ଜଣାଯାଇଛି । ତାଙ୍କ ପରିବାରର ବାକି ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା
Read More...

ଆର୍ଥିକ ସୁବିଧା ଦାବି କଲେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି

ଭୁବନେଶ୍ୱର: ଲକ୍ଡ଼ାଉନ ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଛଟେଇ ହେବ ନାହିଁ ଏବଂ ଲକ୍ଡ଼ାଉନ୍ ଅସୁବିଧା ଯୋଗୁଁ କୌଣସି କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇ ନପାରିଲେ ଦରମା କାଟ ହେବନାହିଁ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ନିକଟ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ସମାଜସେବୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟ ରହସ୍ୟ ନୂଆ ମୋଡ ନେବାରେ ଲାଗିଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ
Read More...

ବିଜେପି ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ଗଞ୍ଜାମର କରୋନା ସ୍ଥିତିକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି କାର୍ଯ୍ୟକର୍ତା ମାନେ । ବିଜେପି ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଛନ୍ତି, ଗଞ୍ଜାମରେ କରୋନା
Read More...

ବୀରାପ୍ପାନ ଝିଅ ବିଜେପି ତାମିଲନାଡୁ ଯୁବ ଶାଖା ଉପାଧ୍ୟକ୍ଷା ନିଯୁକ୍ତ

ଭୁବନେଶ୍ୱର : ଦକ୍ଷିଣ ଭାରତରେ ଏକଦା ଆତଙ୍କ ସୃଷ୍ଟି କରିଥିବା ଚନ୍ଦନକାଠ ତସ୍କର ବୀରାପ୍ପାନଙ୍କ ଝିଅ ବିଦ୍ୟା ବୀରାପ୍ପାନ ଏବେ ବିଜେପିରେ । ସେ ତାମିଲନାଡୁ ବିଜେପି ଯୁବଶାଖାର ଉପାଧ୍ୟକ୍ଷା ଭାବରେ ନିଯୁକ୍ତି ପାଇଛନ୍ତି । ବୀରାପ୍ପାନ ଦାନ୍ତ ପାଇଁ ୧୦୦ରୁ ଅଧିକ ହାତୀକୁ ହତ୍ୟା କରିଥିବା
Read More...