Browsing Category

ରାଜନୀତି

ଅନାହାର ମୃତ୍ୟୁ ନେଇ ମାନବାଧିକାର କମିଶନଙ୍କ ନିକଟରେ କଂଗ୍ରେସ ଫେରାଦ

ଭୁବନେଶ୍ୱର:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ଜାକେଡା ପଂଚାୟତର କଳାମ୍ବ ଗ୍ରାମର ୪୬ ବଷୀୟା ମହିଳା ଦୁଖି ଯାନୀଙ୍କ ତାଲା ବନ୍ଦ ସମୟରେ ଅନାହାର ମୃତୁ୍ୟ ପ୍ରସଙ୍ଗକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ । ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ
Read More...

ରାଜ୍ୟ ସରକାରଙ୍କୁ ପିସିସି ସଭାପତିଙ୍କ ଟାର୍ଗେଟ୍

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାମ୍ପା ଫଣ୍ଡରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିରଞ୍ଜନ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ଥ ରାଜନେତା ଓ କର୍ମଚାରୀ ମିଶି ରାଜକୋଷକୁ ଲୁଟ୍ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଦୁର୍ନୀତିଗ୍ରସ୍ତ
Read More...

ପୋଲ ଭୁଷୁଡିବା ନେଇ ନୀତୀଶଙ୍କୁ ଅଙ୍ଗୁଳି ନିର୍ଦେଶ

ପାଟନା: ବିହାରର ଗୋପାଳଗଞ୍ଜର ବୈାକୁଣ୍ଠପୁରଠାରେ ଏକ ପୋଲ ଉଦଘାଟନ ହେବାର ୨୯ ଦିନ ପରେ ଭୁଶୁଡି ପଡିଛି । ଏହି ପୋଲ ଗଣ୍ଡକ ନଦୀର ଏକ ଶାଖା ନଦୀ ଉପରେ ନିର୍ମାଣ କରାଯାଇଥିଲା । ପ୍ରାୟ ୨୬୪ କୋଟି ଟଙ୍କା ଏହି ପୋଲ ନିର୍ମାଣରେ ଖର୍ଚ୍ଚ ହୋଇଥିଲା । ଏଥିରେ କେହି ମୃତାହତ ହୋଇନାହାଁନ୍ତି । ପୋଲଟିର
Read More...

୩ ଫୁଟର ନାଗ ଉଦ୍ଧାର

ଭୁବନେଶ୍ୱର: ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଘରୁ ଏକ ନାଗ ସାପ ଉଦ୍ଧାର ହୋଇଛି । ୩ ଫୁଟର ନାଗ ସାପଟି ବିଧାୟକ ଶ୍ରୀ ଜେନାଙ୍କ ସରକାରୀ ବାସଭବନ ଥିବା ଫୁଲ ଗଛ କୁଣ୍ଡ ତଳେ ଲୁଚି ରହିଥିଲା । ଉପସ୍ଥିତ ଲୋକେ ନାଗକୁ ଦେଖି ସ୍ନେକ୍ ହେଲ୍ପ ଲାଇନ୍ ଫୋନ କରିଥିଲେ । ବିଧାୟକଙ୍କ ଘର ୟୁନିଟ୍-୧ର
Read More...

ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଓ ଜୀବିକା ଯୋଗାଇ ଦିଅ : ସିପିଆଇ

ଭୁବନେଶ୍ୱର: ରାଜ୍ୟର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଓ ଜୀବିକା ଯୋଗାଇଦେବାକୁ ସିପିଆଇ ଦାବୀ କରିଛି । ଏଥିସହ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟ ସେବାକୁ ସଠିକ୍ କରିବା; ମନରେଗା ଯୋଜନାରେ ପ୍ରତ୍ୟେକ ଶ୍ରମିକଙ୍କୁ ୨୦୦ ଦିନର କାମ ଯୋଗାଇଦେବା; ପ୍ରତ୍ୟେକ ପରିବାରକୁ ୭,୫୦୦ଟଙ୍କା ୬ ମାସ
Read More...

ପ୍ଳାଜମା ଦାନ ବ୍ୟକ୍ତିଙ୍କୁ ସରକାରଙ୍କ ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଳୀ: କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ବଂଚାଇବା ପାଇଁ ପ୍ଲାଜମାର ବହୁତ ଜରୁରୀ ରହିଛି । ଏଥିପାଇଁ କର୍ଣ୍ଣାଟକ ସରକାର ଏହି ନିଷ୍ପତି ନେଇଛନ୍ତି , ଯେଉଁମାନେ ପ୍ଳାଜମା ଦାନ କରିବେ ସେମାନଙ୍କୁ ୫୦୦ ଟଙ୍କା ଲେଖାଏଁ ଦିଆଯିବ । କର୍ଣ୍ଣାଟକର ମେଡିକଲ ଶିକ୍ଷା ମନ୍ତ୍ରୀ କେ.ସୁଧାକର
Read More...

ନିରଞ୍ଜନ ରହିବେ ପିସିସି ସଭାପତି

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ରହିବେ ବୋଲି ପୂର୍ବତନ ସାଂସଦ ତଥା ବରିଷ୍ଟ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ କହିଛନ୍ତି । କିଛିଦିନ ତଳେ ଗୁଜୁରାଟ କଂଗ୍ରେସର ନୂତନ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ପରେ ଗଣମାଧ୍ୟମରେ ପିସିସି ସଭାପତି ପରିବର୍ତନକୁ ନେଇ ଚର୍ଚ୍ଚା ଧରିଥିଲା
Read More...

କରୋନା ଯୋଦ୍ଧାଙ୍କ ପାଇଁ ୱେବିନାର୍ : ରାଜ୍ୟସରକାର

ଭୁବନେଶ୍ୱର: କରୋନା ସଂକଟ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସଂକ୍ରମଣରୁ ରକ୍ଷା କରିବା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ଦିଗରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି
Read More...

କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଦଳରେ ହାଇକମାଣ୍ଡଙ୍କ ପ୍ରତି ଭୟ କମିଛି। ନେତୃତ୍ୱ ପ୍ରତି ଚାଲେଞ୍ଜ ବଢ଼ିଛି। ରାଜନୀତି ନଛାଡ଼ିଲେ ଦଳ ଆଗକୁ ଆହୁରି ବିପର୍ୟ୍ୟୟର ସାମ୍ନା କରିବ। ଲେନିନ, ଷ୍ଟାଲିନ୍ ଓ ନବୀନଙ୍କ ଭଳି ଅନୁଶାସନଭରା କଠୋର ଆଭିମୁଖ୍ୟ ଗ୍ରହଣ ନକଲେ କଂଗ୍ରେସଙ୍କ ହାଇ
Read More...

୧୮ ନାରୀନେତ୍ରୀଙ୍କୁ ଜିଲ୍ଲା ସାଂଗଠନିକ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ରାଜ୍ୟ ମହିଳା କମିଟିରେ ବରିଷ୍ଟ ନାରୀନେତ୍ରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନାରୀନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାରୀନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରକୁ କେନ୍ଦୁଝର ଜିଲ୍ଲା, ଗୀତା
Read More...