Browsing Category

ରାଜନୀତି

ଭଗବାନ ରାମ ଭାରତର ନୁହଁନ୍ତି ନେପାଳର: ଓଲି

ନୂଆଦିଲ୍ଲୀ: ଭଗବାନ ରାମଙ୍କ ଜନ୍ମ ସ୍ଥାନକୁ ନେଇ ନେପାଳର ପ୍ରଧାନମନ୍ତ୍ରୀ କେ.ପି .ଶର୍ମା ଓଲି ଏକ ବିବାଦୀୟ ବୟାନ ଦେଇଛନ୍ତି । ତାଙ୍କର କହିବା ଅନୁସାରେ ଭଗବାନ ରାମ ଭାରତର ନୁହଁନ୍ତି ନେପାଳର, ତାଙ୍କ ଜନ୍ମସ୍ଥାନ ଭାରତର ଅଯୋଧ୍ୟାରେ ନୁହେଁ ବରଂ କାଠମାଣ୍ଡୁ ଠାରୁ ୧୩୫ କି.ମି ଦୂର ବୀରଗଞ୍ଜ
Read More...

ଚିନ୍ତାରେ ପାକ୍

ନୂଆଦିଲ୍ଲୀ: ତୁର୍କୀ ସେନା ଦ୍ୱାରା ଜାରି ଏକ ରିପୋର୍ଟ ଯୋଗୁ ପାକିସ୍ତାନର ଚିନ୍ତା ବଢିଯାଇଛି । ପାକିସ୍ତାନ ନିକଟରେ ଆମେରିକା ଦ୍ୱାରା ନିର୍ମିତ ୭୦ଟି ଏଫ-୧୬ ଯୁଦ୍ଧବିମାନ ରହିଛି । ଯାହା ଦ୍ୱାରା ସେ ଯୁଦ୍ଧ ସମୟରେ ଭାରତକୁ ବଡ ଧରଣର ଝଟକା ଦେଇପାରିବ । କିନ୍ତୁ ତୁର୍କୀ ରିପୋର୍ଟ ଅନୁସାରେ ,
Read More...

ପୁତିନଙ୍କ ବିରୋଧରେ ରାଜ ରାସ୍ତାକୁ ଓହ୍ଳାଇଲେ ଲୋକ

ମସ୍କୋ: ଋଷର ରାଷ୍ଟପତି ବ୍ଲାଦିମିର ପୁତିନଙ୍କ ବିରୋଧରେ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଲୋକପ୍ରିୟ ଗର୍ଭନର ସର୍ଗେଇ ଫୁରଗାଲଙ୍କ ଗିରଫଦାରୀ ପରେ ବହୂ ସଂଖ୍ୟାର ସ୍ଥାନୀୟ ଲୋକ ସଡକ ଉପରକୁ ବାହାରି ଆସିଛନ୍ତି । ପ୍ରଦର୍ଶନକାରୀ ‘ପୁତିନ ଇସ୍ତଫା ଦିଅ’ ସ୍ଲୋଗାନ ଦେଉଥିବା ବେଳେ ସ୍ଥାନୀୟ
Read More...

ବିଧାୟକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥଙ୍କ ମୃତ ଦେହକୁ ଦଉଡିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ବିଧାୟକଙ୍କୁ ପ୍ରଥମେ ହତ୍ୟା କରାଯାଇ ପରେ ଦଉଡିରେ ଟାଙ୍ଗି ଦିଆଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଏ ଯାଏ କାରଣ
Read More...

ବିଧାୟକଙ୍କ ସହ ଦିଲ୍ଲୀରେ ସଚିନ ପାଇଲଟ୍

ନୂଆଦଲ୍ଲୀ: ରାଜସ୍ଥାନରେ ରାଜନୈତିକ ସଂକଟ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ପାଇଲଟ ମଧ୍ୟରେ ରହିଥିବା ମତଭେଦ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଯେଉଁଥିପାଇଁ ରାଜ୍ୟସରକାର ଓ କଂଗ୍ରେସ ସରକାର ପାଇଁ ସମସ୍ୟା ସୃଷ୍ଟି ହୋଇଛି । ପାଇଲଟ ନିଜର ୧୨ ଜଣ
Read More...

ଶକ୍ତି ସଂକଟର ବିକଳ୍ପ ବ୍ୟବସ୍ଥା : ରାଜ୍ୟସରକାର

ଭୁବନେଶ୍ୱର: ବ୍ଲକ କାର୍ଯ୍ୟଳୟଗୁଡିକ ଏଣିକି ଆଉ ବିଜୁଳି ଶକ୍ତି ଉପରେ ନିର୍ଭର କରିବେ ନାହିଁ । ସମସ୍ତ ବ୍ଲକ ଅଫିସ ଛାତରେ ସୈାରଶକ୍ତି ପ୍ଲାଂଟ ପ୍ରତିଷ୍ଟା କରାଯିବ । ଏଥିରୁ ଉତ୍ପାଦିତ ବିଜୁଳି ବ୍ଲକ କାର୍ଯ୍ୟାଳୟରେ ବିନିଯୋଗ ହେବ । ଏଭଳି ନିଷ୍ପତି ଗ୍ରହଣ କରିଛନ୍ତି ରାଜ୍ୟସରକାର ।
Read More...

ହିଞ୍ଜିଳିକାଟୁ ପୂର୍ବତନ ବିଧାୟକଙ୍କୁ କରୋନା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୂର୍ବତନ ବିଧାୟକ ତଥା ବିଜେଡ୍ ନେତା ହରିହର ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ କୋଭିଡ୍ କେୟାର୍ ସେଂଟରରେ ଭର୍ତି କରାଯାଇଛି । ବିଧାୟକ ହରିହର ସାହୁ ୩ ଦିନ ତଳେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ
Read More...

ରାଜସ୍ଥାନରେ ସରକାର ଭାଙ୍ଗିବା ଷଡ଼ଯନ୍ତ୍ର ବିଜେପିର ଦୁଇ ନେତା ଗିରଫ

ଜୟପୁର: ରାଜସ୍ଥାନର ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଭାଙ୍ଗିବା ପାଇଁ ବିଜେପି ଚଳାଇଥିବା ଷଡ଼ଯନ୍ତ୍ର ଧରାପଡ଼ିଛି । ଦୁଇ ବିଜେପି ନେତାଙ୍କ ଟେଲିଫୋନ୍ କଲ୍ ରେକର୍ଡରୁ ଏହି ଷଡ଼ଯନ୍ତ୍ର ସମ୍ପର୍କରେ ସୂଚନା ପାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ
Read More...

ରାଜ୍ୟ ସରକାରଙ୍କ ଦୁଇବର୍ଷ ନିଯୁକ୍ତି ବନ୍ଦ ନିଷ୍ପତି କୁ ବିରୋଧ

ଧର୍ମଗଡ: କରୋନାମହାମାରୀ ଅର୍ଥିକ ସଂକଟକୁ ଦେଖି ରାଜ୍ୟସରକାରନେଇଥିବା ଦୁଇବର୍ଷସରକାରୀ ନିଯୁକ୍ତି ବନ୍ଦ ନିଷ୍ପତିକୁ ଦୃଢବିରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲା ଯୁବକଂଗ୍ରେସ । ଏହି ପରିପ୍ରକ୍ଷୀରେ ଆଜି କଳାହାଣ୍ଡିଜିଲ୍ଲା ଯୁବକଂଗ୍ରେସ ପକ୍ଷରୁଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସ ସଭାପତି
Read More...

ପ୍ଳାଜମା ଥେରାପିର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ଖୁବ ଶିଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ । ଏହା ସମ୍,କିମ୍ସ,ଏସସିବି ଏବଂ ଅଶ୍ୱିନୀ ହସ୍ପିଟାଲରେ ଆରମ୍ଭ ହେବ । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ସପ୍ତାହରୁ ୮ହଜାର କରୋନା ଟେଷ୍ଟ ହେବ । ବର୍ତମାନ ୩୦ହଜାର କିଟ୍ ମହଜୁଦ୍ ଅଛି । ଆଉ
Read More...