Browsing Category

ରାଜନୀତି

କୂଳଭୁଷଣଙ୍କୁ ବଂଚେଇବାକୁ ଚେଷ୍ଟା କରିବୁ: ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ କୂଳଭୁଷଣ ଯାଦବଙ୍କୁ ଫାସି ଦିଆଯିବାର ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ , କିନ୍ତୁ ସେ ଭାରତ ଆସିବା ପାଇଁ ମନା କରୁଛନ୍ତି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି । ପାକିସ୍ତାନ ପକ୍ଷରୁ ତାଙ୍କ ଉପରେ ଜବରଦସ୍ତି ହେବାରୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି
Read More...

ପଛକୁ ହଟିଲା ଡ୍ରାଗନ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖସ୍ଥିତ ନିୟନ୍ତ୍ରଣରେଖାର ପାଟ୍ରୋଲିଂ ପଏଂଟ ୧୫ଠାରୁ ଭାରତ ଓ ଚୀନ ସେନାର ଅପସାରଣ ପ୍ରକ୍ରିୟା ଶେଷ ହୋଇଛି । ଚୀନ୍ ସେନା ଆଉ୨ କିଲୋମିଟର ପଛକୁ ହଟିଯାଇଥିବା ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ହଟ ସ୍ପି୍ରଙ୍ଗ୍ସ ଓ ଗୋଗ୍ରା ଠାରେ ଉଭୟ ପକ୍ଷର ସେନା ଅପସାରଣ
Read More...

ଭାରତୀୟ ଟିଭି ନ୍ୟୁଜ ଚ୍ୟାନେଲ୍ ବନ୍ଦ କଲା ନେପାଳ

କାଠମାଣ୍ଡୁ: ନେପାଳ ଓ ଭାରତ ମଧ୍ୟରେ ମତାନ୍ତର ବୃଦ୍ଧି ପାଇବାକୁ ଲାଗିଛି । ନେପାଳ ସରକାର ଆଗ ସୀମା ବିବାଦ ଆରମ୍ଭ କରିଥିବା ବେଳେ ସେଠାରେ ଏବେ ଭାରତୀୟ ନ୍ୟୁଜ ଚ୍ୟାନେଲ୍ କୁ ବନ୍ଦ କରି ଦିଆଯାଇଛି । କେବଳ ଦୂରଦର୍ଶନ ଛାଡିଦେଲେ ସେଠାରେ ଭାରତୀୟ ନ୍ୟୁଜ ଚ୍ୟାନେଲ୍ ପ୍ରସାରଣ କରାଯିବ ନାହିଁ
Read More...

ପ୍ରଧାନମନ୍ତ୍ରୀ କୋଲିବାଲିଙ୍କ ମୃତ୍ୟୁ

ନ୍ୟୁୟର୍କ: ଆଇଭରି କୋଷ୍ଟର ପ୍ରଧାନମନ୍ତ୍ରୀ ଆମାଡୋଭ ଗୋନ କୋଲିବାଲିଙ୍କର ଆକସ୍ମିତ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରାଷ୍ଟ୍ରପତି ଭବନ ପରିସରରେ କ୍ୟାବିନେଟ୍ ବୈଠକରେ ଯୋଗ ଦେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ରାଷ୍ଟ୍ରପତି
Read More...

କଂଗ୍ରେସ ସାଂସଦ ସୁସ୍ମିତା ଦେବଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୁସ୍ମିତା ଦେବ ଏବେ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । କିନ୍ତୁ ତାଙ୍କ ଠାରେ ଏପର୍ଯ୍ୟନ୍ତ କରୋନା ଜନିତ କିଛି ଲକ୍ଷଣ ନଥିଲା । ସେ ମହିଳା କଗ୍ରେଂସର ଅଧ୍ୟକ୍ଷ ହେବା ସହିତ ଦଳର ପ୍ରବକ୍ତା ଭାବେ କାର୍ଯ୍ୟ କରୁଛନ୍ତି । ସେ ଆସାମର ସିଲଚର ନିର୍ବାଚନ ମଣ୍ଡଳିରୁ
Read More...

ବିଜେପି କାର୍ଯ୍ୟକର୍ତାଙ୍କ ବିରୁଦ୍ଧରେ ଅପପ୍ରଚାର : ଥାନାରେ ଏତଲା

ଚମ୍ପୁଆ: କରୋନା ସଂକ୍ରମଣ ବୃଦ୍ଧି ପାଇଁ ବିଜେପି କାର୍ଯ୍ୟକର୍ତାଙ୍କ ବିରୁଦ୍ଧରେ, ସାମାଜିକ ଗଣମାଧ୍ୟମରେ ମିଥ୍ୟା ଅପପ୍ରଚାର କରୁଥିବା କଂଗ୍ରେସର ଗୁରୁବକ୍ସ ସିଂ ଆଲୁଆଲିଆ ନାମରେ ଆଜି ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି । ମିଳଥିବା ସୁଚନା ଅନୁସାରେ କରୋନା ସଂକ୍ରମଣକୁ ନେଇ ସମସ୍ତେ
Read More...

ପ୍ଳାଜମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଦିନ ପ୍ଲାଜମା ଦାନ କରିଛନ୍ତି । ସିନ୍ଧିଆ ପ୍ଲାଜମା ଦାନ କରିବା ସମୟରେ ନିଜ ଫଟୋ ଟ୍ୱିଟ୍ ରେ ସେୟାର କରି କହିଛନ୍ତିି ଯେ ସଂକ୍ରମଣକୁ ସାମ୍ନା କରି ମୋ ଭଳି ଅନେକ ଲୋକ ନିଜ ପ୍ଳାଜମା ଦାନ କରି
Read More...

ବିଜେପି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର: କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ବିଜେପି ନେତାଙ୍କ ସମେତ ତାଙ୍କ ପିତା ଓ ଭାଇ କୁ ଗୁଳି କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ଏହି ଘଟଣା ଭିଆଇଥିବା ସନ୍ଦେହ କରାଯାଇଛି । ମୃତ ବିଜେପି ନେତାଙ୍କ ନାମ ଶେଖ ୱାସିମ ବାରି ବୋଲି ଜଣାପଡିଛି । ସେ ବାନ୍ଦିପୋରା ଜିଲ୍ଲାରେ ବିଜେପିର
Read More...

ଯାଂଚ କମିଟି ବସାଇଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡିତ ୩ଟି ଟ୍ରଷ୍ଟର କାରବାର ଉପରେ ଯାଂଚ ଲାଗି ସ୍ୱରାଷ୍ଟ ମନ୍ତ୍ରାଳୟ ଏକ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି । ଏହି ତିନୋଟି ଟ୍ରଷ୍ଟ ଦ୍ୱାରା ଅର୍ଥ ଠକେଇ ନିବାରଣ ଆଇନ୍ ଉଲ୍ଲଂଘନ ହୋଇଛି କି ନାହିଁ ତାହା ତଦନ୍ତ କରାଯିବ । ଆୟକର ଆଇନ ଓ ବିଦେଶ
Read More...

ଆରମ୍ଭ ହେବ ଅନ୍ଲାଇନ୍ ସେବା

ଭୁବନେଶ୍ୱର: ସରକାରୀ ସେବା ପାଇଁ ଏବେ ଯିବାକୁ ପଡିବନି ସରକାରୀ ଅଫିସ୍ । ଘରେ ବସି ଅନଲାଇନ ପାଇହେବ ସରକାରୀ ସେବା । ଆସନ୍ତା ଗାନ୍ଧି ଜୟନ୍ତୀ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଲୋକସେବା ଭବନ , ରାଜୀବ ଭବନ ଓ ଖାରବେଳ ଭବନର
Read More...