Browsing Category

ରାଜନୀତି

ଏଇ କ’ଣ ସ୍ୱପ୍ନର ଭାରତ: ରାହୁଲ୍

ନୂଆଦିଲ୍ଲୀ: ଊତରପ୍ରଦେଶ ସ୍ଥିତ ଚିତ୍ରକୂଟ ଖଦାନୋରେ ନାବାଳିକା ଝିଅମାନଙ୍କ ସହ ହେଉଥିବା ଯୈାନ ଶୋଷଣକୁ ନେଇ ସରକାରଙ୍କ କାର୍ଯ୍ୟପ୍ରଣାଳୀକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି ।ଲକଡାଉନ୍ ସମୟରେ ଭୋକରେ ମରୁଥିବା ପରିବାର ନିଜ ପିଲାମାନଙ୍କୁ ଦି ଓଳି ଖାଇବାକୁ ଦେବା ପାଇଁ ସକ୍ଷମ ନାହାଁନ୍ତି
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ମିଳିତ ବିରୋଧି ଦଳ

ଭୁବନେଶ୍ୱର: ଆଜି ରାଜ୍ୟର ପ୍ରମୁଖ ବିରୋଧୀ ରାଜନୈତିକ ଦଳର ବୈଠକରେ ସଂପ୍ରତି କରୋନା ମହାମାରୀ ଆଳରେ ସରକାର ଯେଉଁଭଳି ଲୋକଙ୍କର ଗଣତାନ୍ତ୍ରିକ ଅଧିକାରକୁ ଖର୍ବ କରୁଛନ୍ତି ସେଥିରେ ଗଭୀର ଉଦ୍ବେଗ ପ୍ରକାଶପାଇଛି । ସରକାରଙ୍କ ଜନବିରୋଧି ନୀତି ଓ ପଦକ୍ଷେପ ବିରୁଦ୍ଧରେ ବିକ୍ଷୋଭ ଓ ଆନ୍ଦୋଳନାତ୍ମକ
Read More...

ଚୀନର ନୂଆ ଧମକ

ଚୀନ୍: ଚାଇନାର କମ୍ୟୁନିଷ୍ଟ ପାର୍ଟି ସହ ଜଡିତ ଏକ ଖବରକାଗଜ ଗ୍ଳୋବାଲ ଟାଇମ୍ସ ପୁଣି ଥରେ ଭାରତକୁ ଧମକ ଦେଇଛି । ଏହି ଖବରକାଗଜକୁ ଚୀନ୍ ସରକାରଙ୍କ ମୁଖପାତ୍ର ବୋଲି ବିବେଚନା କରାଯାଏ । ଖବରକାଗଜ ଏକ ସମ୍ପାଦକୀୟ ଆର୍ଟିକିଲରେ କହିଛି ଯେ ତିଦ୍ଧତ ମାମଲାରେ ମୁଣ୍ଡ ପୁରାଇଲେ ଭାରତର କ୍ଷତି ହେବ ।
Read More...

ରାଜନାଥଙ୍କ ବି.ଆର୍.ଓ ସଂଗଠନ ସହ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମାବିବାଦ କମ୍ ହୋଇଥିଲେବି ଭାରତ ନିଜ ପାଦକୁ ପଛକୁ ହଟାଇ ନେଇନି । ଚୀନ୍ ପୁଣି ଥରେ ସୀମାକୁ କବ୍ଜା କରିବାକୁ ଚେଷ୍ଟା କରିବ । ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଡରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ବି.ଆର୍ .ଓ
Read More...

ଆମେରିକା ସେନା ଭାରତୀୟଙ୍କ ସହିତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ହୋଇଥିବା ତୁମୁଳକାଣ୍ଡର ଅନ୍ତ ହୋଇଛି । ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ହେବାକୁ ଲାଗିଛି । ଏସବୁ ମଧ୍ୟରେ ଆମେରିକା ପଟରୁ ଆସିଛି ଏକ ବନ୍ଧୁତ୍ୱପୂର୍ଣ୍ଣ ବାର୍ତା । ଭାରତ ଓ ଚୀନ୍ ର ବିବାଦ ଯଦି ବଢିଥାନ୍ତା ଆମେ ଭାରତୀୟ ସେନାଙ୍କ ସହ
Read More...

ଅପରାଜିତାଙ୍କ ବିରୋଧରେ ମାମଲା, ଆକ୍ସନ ଟେକେନ୍ ରିପୋର୍ଟ ମାଗିଲା ବିଏମସି

ଭୁବନେଶ୍ୱର- କୋଭିଡ ନିୟମ ଭାଙ୍ଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଥାନାରେ ମାମଲା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଅପରାଜିତାଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ୍ ପୋଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛି
Read More...

ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ଧାରଣା

ଭୁବନେଶ୍ୱର: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧି ଓ ଜନ ବିରୋଧି ନୀତି ବିରୁଦ୍ଧରେ କେନ୍ଦ୍ରୀୟ ଶ୍ରମିକ ସଂଘ ଓ ବିଭିନ୍ନ ଫେଡେ଼ରସନ ତରଫରୁ ସାରା ଭାରତବର୍ଷରେ ଅସହଯୋଗ ଆନ୍ଦୋଳନ ଓ ଧାରଣା କାର୍ଯ୍ୟକ୍ରମ ଅନୁଯାଇ ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ ଛକରେରେ ସବୁ
Read More...

ପଶ୍ଚିମବଙ୍ଗ ବିଜେପି ସାଂସଦକୁ କରୋନା

କୋଲକାତା: ପଶ୍ଚିମବଙ୍ଗ ବିଜେପି ସାଂସଦ ଲକେଟ ଚାଟାର୍ଜିଙ୍କୁ କରୋନା । ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବା ପରେ ସେ ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ଟ୍ୱିଟ୍ ଯୋଗେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏବେ ସେ ହୋମ୍ କ୍ୱାରେଂଟାଇନ୍ ରେ ରହି ଚିକିତ୍ସିତ
Read More...

ହୋଇପାରେ ବିଦ୍ରୋହ

ନୂଆଦିଲ୍ଲୀ: ଗଲୱାନ ସଂଘର୍ଷରେ ଭାରତର ୨୦ଜଣ ସୈନ୍ୟ ସହିଦ୍ ହୋଇଥିବା ବେଳେ ଚୀନ୍ ଏପର୍ଯ୍ୟନ୍ତ ନିଜର ମୃତାହତ ସୈନିକଙ୍କ ସଂଖ୍ୟା ସାର୍ବଜନୀନ କରୁନାହିଁ । ଚୀନ୍ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ସରକାର ଲଜ୍ଜିତ ହେବାକୁ ପଡିବ ବୋଲି ତଥ୍ୟ ଲୁଚାଉଥିବା ମନେ କରାଯାଉଛି । ଆମେରିକାରେ
Read More...

ତେଜସ୍ୱୀ ମାଗିଲେ କ୍ଷମା

ପାଟନା: ଆରଜେଡି ନେତା ତେଜସ୍ୱୀ ଯାଦବ ୧୫ ବର୍ଷ ଧରି ଲାଲୁ-ରାବିଡିଙ୍କ ଶାସନକାଳରେ ହୋଇଥିବା ଭୂଲ ପାଇଁ କ୍ଷମା ମାଗିଛନ୍ତି । ତେଜସ୍ୱୀ ଦଳର କାର୍ଯ୍ୟକର୍ମୀ ମାନଙ୍କୁ କହିଛନ୍ତି ଯେ ୧୫ ବର୍ଷର ଆରଜେଡି ଶାସନକାଳ ସମୟରେ ଯଦି କୈାଣସି ପ୍ରକାର ଭୂଲ ହୋଇଛି , ତେବେ ଏଥିପାଇଁ ଭୁଲ ମାଗୁଛୁ ।
Read More...