Browsing Category

ରାଜନୀତି

ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍

ନୂଆଦିଲ୍ଳୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାଜଧାନୀ ଦିଲ୍ଳୀର ୩୫ ଲୋଧି ରୋଡ ସ୍ଥିତ ବଙ୍ଗଳା ଖାଲି କରିବା ପାଇଁ ନିର୍ଦେଶ ଦେଇଛନ୍ତି । ପ୍ରିୟଙ୍କା ୧୯୯୭ ମସିହାରୁ ଉକ୍ତ ବଙ୍ଗଳାରେ ରହିଆସୁଛନ୍ତି । ଏସପିଜି ଆଇନ ଅଧିନରେ ସୁରକ୍ଷା ପାଉଥିବାରୁ ତାଙ୍କୁ ସରକାରୀ ବଙ୍ଗଳା
Read More...

ଶ୍ରମ ଅଧିକାରୀଙ୍କ ପାଖରେ ଶ୍ରମିକଙ୍କ ତଥ୍ୟ ନାହିଁ !

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦୁଇଗୋଟି ଆଇଟିଡିଏ ଦୁଇଗୋଟି ଉପଜିଲ୍ଲାପାଳ, ଦୁଇଗୋଟି ଏନ୍.ଏସି, ଗୋଟିଏ ପୌର ପରିଷଦ କନ୍ଧମାଳ ଜିଲ୍ଲାରେ ୧୨ ଗୋଟି ବ୍ଲକ- ଯଥା - ଟିକାବାଲି, ଠିକାପାଦ୍ର, ଉଦୟଗିରି, ରାଇକିଆ, ଫୁଲବାଣୀ, ଫରିଙ୍ଗିଆ, ଖଜୁରୀପଡା, ନୂଆଗାଁ, ଦାରିଙ୍ଗିବାଡି, ବାଲିଗୁଡା,
Read More...

ଚମ୍ପୁଆରେ ବିଜେପିର ଗୃହ ସମ୍ପର୍କ ଅଭିଯାନ

ଚମ୍ପୁଆ: କେନ୍ଦ୍ର ସରକାରଙ୍କ ଦ୍ୱିତିୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ତୃଣମୁଳ ସ୍ତରର ପ୍ରତ୍ୟେକ ଘରେ ପହଞ୍ଚାଇବାର ଲକ୍ଷନେଇ ଆଜିଠାରୁ ଏଠାରେ ଆରମ୍ଭ ହୋଇଯାଇଛି ବିଜେପିର ଗୃହ ସମ୍ପର୍କ ଅଭିଯାନ । ମହାମାରୀ କରୋନା ମୁକାବିଲା ସହ
Read More...

ଜେଲରେ ମହିଳା କଏଦୀଙ୍କ ଆତ୍ମହତ୍ୟା

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଉପକାରାଗାରରେ ଶୁକ୍ରବାର ଜଣେ ବିଚାରାଧୀନ ମହିଳା କଏଦୀ ଆତ୍ମହତ୍ୟା କରିଛନ୍ତି । ଉପକାଗାରର ମହିଳା ୱାର୍ଡ ପଛପଟେ ଥିବା ଏକ ଶିଶୁ ଗଛରେ ପିନ୍ଧା ଶାଢ଼ି ସାହାର୍ଯ୍ୟରେ ବେକରେ ଫାଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ହେଲେ ଯୋଡ଼ା
Read More...

ବିଜେଡିକୁ ଝୁରୁଛନ୍ତି ଦାମ

ଭୁବନେଶ୍ୱର: ବିଜେପିରେ ମିଶି ଥିଲେ ମଧ୍ୟ ବିଜେଡିକୁ ଝୁରୁଛନ୍ତି ଦାମ । ତେବେ ବିଜେପିରେ ସ୍ଥିତି ଭଲ ନଥିବାରୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେପିରେ ଯୋଗ ଦେବା ଥିଲା ମସ୍ତବଡ ଭୁଲ । ବିଜେଡି ଛାଡିବାକୁ ଚାହୁଁନଥିଲେ କେବଳ ଭୁଲ ବୁଝାମଣା ଯୋଗୁଁ ଦଳ ଛାଡିଥିଲି ।ମୁଁ ଯେଉଁ ବିଭାଗ
Read More...

୧୨ ବିରୋଧି ଦଳ ଦେଲେ ରାଜ୍ୟପାଳଙ୍କୁ ଦାବିପତ୍ର

ଭୁବେନଶ୍ୱର: ଓଡିଶାର ୧୨ଟି ରାଜନୈତିକ ବିରୋଧି ଦଳ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ବିଫଳତା ଓ ବ୍ୟାପକ ଦୁର୍ନୀତି ତଥା ଜନସାଧାରଣଙ୍କର ଜୀବନ ଜୀବିକାର ଦୁର୍ବିସହ ଅବସ୍ଥାକୁ ନେଇ ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି । ୧୧
Read More...

ଓଡିଶା ପ୍ରତି ମୋଦିଙ୍କ ଦରଦ ଅତୁଳନୀୟ: ଧର୍ମେନ୍ଦ୍ର

ଢେଙ୍କାନାଳ: ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦରଦ ଅତୁଳନୀୟ, ଅବର୍ଣ୍ଣନୀୟ ଏବଂ ଅସୀମ ବୋଲି ଭର୍ଚୁଆଲ୍ ରାଲିରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ ଭକ୍ତି କାରଣରୁ ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ
Read More...

ବିଏମ୍ସି କୋଠା ଭାଙ୍ଗିବା ଦୁର୍ଭାଗ୍ୟଜନକ : ସୁର ରାଉତରାୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଉକ୍ରଳ କନିକା ଗ୍ୟାଲେରିଆ ମଲକୁ ସୁରକ୍ଷା ଦେବାକୁ ଯାଇ ମ୍ୟୁଜିଅମ, ବିଜେବି କଲେଜ ଓ ଭଞ୍ଜ କଳାମଣ୍ଡପର କିଛି ଅଂଶ ଭଙ୍ଗା ହେବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହାକୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଦୃଢ
Read More...

ସୋନିଆଙ୍କୁ ନଡ୍ଡାଙ୍କ ଡ଼ାଇରେକ୍ଟ ଆଟାକ୍

ନୂଆଦିଲ୍ଲୀ : କଂଗେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଟାର୍ଗେଟ । କଂଗେସ ନେତୃତ୍ୱାଧିନ ୟୁପିଏ ଶାସନ କାଳରେ ପ୍ରଧାନମନ୍ତ୍ରୀ ନ୍ୟାସନାଲ ରିଲିଫ ଫଣ୍ଡର ଅଧ୍ୟକ୍ଷ ଥିଲେ ସୋନିଆ ଗାନ୍ଧୀ । ସେତେବେଳେ ପ୍ରଧାନମନ୍ତ୍ରୀ ନ୍ୟାସନାଲ ରିଲିଫ ଫଣ୍ଡରୁ
Read More...

୧୩ଟି ବିରୋଧି ଦଳର ରାଜ୍ୟସ୍ତରୀୟ ପ୍ରତିବାଦ ଆଜି

ଭୁବନେଶ୍ୱର,୨୪.୬(ନି.ପ୍ର) : ଓଡିଶାର ୧୩ଟି ବିରୋଧି ରାଜନୈତିକ ଦଳ ଏକ ବୈଠକରେ ମିଳିତ ହୋଇ ଆସନ୍ତା କାଲି ୨୬ ତାରିଖରେ କରୋନା ମହାମାରୀ ପରିଚାଳନାରେ ବିଫଳତା ବିରୁଦ୍ଧରେ ଏବଂ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ଦାବିରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଏହିଦିନ
Read More...