Browsing Category

ରାଜନୀତି

ଦୁର୍ଘଟଣାରେ ଆହତ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି: ଦୁର୍ଘଟଣାରେ ଆହତ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ବାଲେଶ୍ବର ଜିଲ୍ଲା ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥର ପୁଡ଼ାଶୁଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମାଲିଆଣି ପଟୁ ଆସୁଥିବା ଏକ ଟ୍ରାକ୍ଟର ସହିତ ପ୍ରତାପଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମନ୍ତ୍ରୀ
Read More...

‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ବର: ମହାମାରୀ କରୋନା କାଳରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିନାତୃତ୍ବ ଓ ସାଧାରଣ କୋଭିଡ୍‌ ପରିଚାଳନାରେ ସମଗ୍ର ଦେଶ ତାଙ୍କୁ ସମ୍ମାନ ଜଣାଇଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’
Read More...

କରୋନାରେ ଆକ୍ରାନ୍ତ ହେଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: ମହାମାରୀ କରୋନାର ଦ୍ବିତୀୟ ଲହର ଖାସକରି ରାଜନେତା ମାନଙ୍କୁ ଟାର୍ଗେଟ୍‌ କଲାଭଳି ଲାଗୁଛି । ଏଥିରେ ଏକାଧିକ ରାଜନେତା କରୋନା ଆକ୍ରାନ୍ତ ହୋଇଥିବା ବେଳେ, ଆଜି ଆଇନ୍‌ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ୍‌ କରି ନିଜେ ସୂଚନା ଦେଇଛନ୍ତି ।
Read More...

3 ବର୍ଷ ଜେଲ୍‌ ପରେ ପୁଣି ରାଜନୀତିରେ ଲାଲୁଙ୍କ ଏଣ୍ଟ୍ରି: ଆସନ୍ତା 9 ରେ କରିବେ ଭର୍ଚୁଆଲ୍‌ ମିଟିଙ୍ଗ୍‌

ବିହାର: ଦୀର୍ଘ 3 ବର୍ଷ ପରେ ଜେଲ୍‌ରୁ ବାହାରିଛନ୍ତି ଆର୍‌ଜେଡି ନେତା ତଥା ଆର୍‌ଜେଡି ରାଷ୍ଟ୍ରିୟ ସଭାପତି ଲାଲୁ ପ୍ରସାଦ ଯାଦବ । ଆସନ୍ତା ମେ‘ 9 ତାରିଖରେ ସେ ବିଧାୟକ ଓ ଦଳୀୟ କର୍ମୀଙ୍କ ସହ ଆଲୋଜନା କରିବେ । ଏଥି ସହ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ସହ ଏକ ଭର୍ଚୁଆଲ
Read More...

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜେପି ନେତା ପ୍ରଦୀପ୍ତ ନାଏକ କରୋନା ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଗୁରୁବାର ମୁଖ୍ୟମସ୍ତ୍ରୀ ନବୀନ ପଟ୍ଟନାୟକ ତପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା
Read More...

କରୋନାରେ ବିବାହ ଉତ୍ସବ ଆୟୋଜନ ନ କରିବାକୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଅନୁରୋଧ

ପାଟନା: ଦେଶରେ କରୋନା ସଂକ୍ରମଣ ଅଣାୟତ ହୋଇପଡ଼ିଥିବା ବେଳେ, ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଅନୁରୋଥ କରିଛନ୍ତି । ସେ କହିଛନ୍ତି ଯେ, ‘‘ଏଭଳି ପରିସ୍ଥିତିରେ କେହି ବିବାହ ଉତ୍ସବ ଆୟୋଜନ ନକରିବା ଆବଶ୍ୟକ । ଏକାଠି ବହୁଲୋକଙ୍କ ସମାଗମ ହେଲେ
Read More...

ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ତୃତୀୟଥର ପାଇଁ ସପଥ ନେଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ଲଗାତାର ତୃତୀୟଥର ପାଇଁ ମୁଖ୍ୟ ମନ୍ତ୍ରୀ ଆସନରେ ଶପଥ ଗ୍ରହଣ କଲେ ମମତା ବାନାର୍ଜୀ । ବୁଧବାର ସେ ରାଜ୍ୟପାଳ ଜଗଦୀପ ଧନଖରାଙ୍କ ଦ୍ବାରା ସପଥ ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗ ରାଜଭବନରେ ଏହି ସପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନର
Read More...

ପୁଣି ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇ ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି । ଏହାକୁ ନେଇ ପିପିଲି ଉପନିର୍ବାଚନ କିପରି ହେବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା । ଆସନ୍ତା 16 ତରିଖରେ ପିପିଲି ଉପନିର୍ବାଚନ କରାଯିବାକୁ ସ୍ଥିର ହୋଇସାରିଥିଲା । ହେଲେ
Read More...

ମମତାଙ୍କୁ ବଧାଇ ଜଣାଇଲେ ନବୀନ

ଭୁବନେଶ୍ବର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୁଳ କଂଗ୍ରେସ(ଟିଏମ୍‌ସି)ର ବିଜୟ ଲାଭ ହୋଇଛି । ଏନେଇ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍‌ କରି ବଧାଇ ଜଣାଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭାରେ ମୋଟ୍‌ 294ଟି
Read More...

ପଶ୍ଚିମ ବଙ୍ଗରେ ପୁଣି ଥରେ ବାଜି ମାରିଲା ଟିଏମ୍‌ସି

କୋଲକାତା: ପଶ୍ଚିମବଙ୍ଗରେ ଟିଏମସି ପୁଣିଥରେ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହେବାକୁ ଯାଉଛି। ବିଜେପି ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇ ଜିତିବ ବୋଲି ଯେଉଁ ଆକଳନ କରୁଥିଲା ତାହା ଏକ ପ୍ରକାର ଫେଲ୍ ମାରିଛି। ହେଲେ ରାଜ୍ୟରେ ବିଜେପି ଏକ ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇଛି। ୨୦୧୬ରେ ମାତ୍ର
Read More...