Browsing Category

ରାଜନୀତି

ଧାରଣାରୁ ଉଠିଲେ ମମତା

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ନିର୍ବାଚନ ଆୟୋଗ ୨୪ ଘଂଟା ପର୍ଯ୍ୟନ୍ତ କଟକଣା ଲାଗୁ କରିଛନ୍ତି ଓ ଏହି ନିଷ୍ପତି ବିରୋଧରେ ମମତା ମଙ୍ଗଳବାର ଧାରଣାରେ ୩ ଘଂଟା ବସିବା ପରେ ଏହା ପ୍ରତ୍ୟାହାର କରିନେଇଥିବା ପ୍ରକାଶ । ସୂଚନାଯୋଗ୍ୟ, ମମତାଙ୍କ ଉପରେ
Read More...

ରାଜଧାନୀ ପ୍ରତିଷ୍ଠା ଦିବସ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଲିଆସାହି ବସ୍ତିବାସିନ୍ଦା

ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀ ପ୍ରତିଷ୍ଠା ଦିବସ ଅବସରେ ସାଲିଆ ସାହିର ବସ୍ତି ବାସିନ୍ଦାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସେମାନଙ୍କର ସ୍ଥାୟୀ ଜମି ପଟ୍ଟା ଓ ପକ୍କା ଘର ପ୍ରଦାନ ନିମନ୍ତେ ଆଲୋଚନା କରିଥିଲେ । ବସ୍ତି ବାସିନ୍ଦାଙ୍କ ସମସ୍ୟାର
Read More...

ପିପିଲିରେ ନିର୍ବାଚନୀ ହିଂସା

ପିପିଲି: ପିପିଲି ଉପନିର୍ବାଚନ ଭୋଟକୁ ଆଉ ମାତ୍ର ଦିନ କେଇଟା ବାକି । ହେଲେ ଏହି ସମୟରେ ପିପିଲିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଗତକାଲି ପିପିଲିରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ନେଇ
Read More...

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : ୫ ମୃତ

କୋଲ୍କାତା: ପଶ୍ଚିମବଙ୍ଗର କୁଚ୍ ବିହାର ଜିଲ୍ଲା ଅନ୍ତର୍ଗତ ଶୀତଲକୁଚି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ବେଳେ ଆଜି ବିଜେପି-ତୃଣମୁଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହିଂସା କାଣ୍ଡ ଘଟି ୫ଜଣଙ୍କର ମୃତୁ୍ୟ ଘଟିଛି । ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିବା ଆନନ୍ଦ ବର୍ମନ୍ ନାମକ ଜଣେ ଯୁବକଙ୍କୁ
Read More...

ପଶ୍ଚିମବଙ୍ଗରେ ମତଦାନ ବେଳେ ହିଂସା; ୪ ମୃତ

କଲକାତା: ପଶ୍ଚିମବଙ୍ଗରେ ଶନିବାର ୪ର୍ଥ ପର୍ଯ୍ୟାୟ ମତଦାନ ସମୟରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। କୁଚବିହାରର ସିତାଲକୁଚୀରେ ବିଜେପି ଏବଂ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। କୁଇକ ରେସ୍‌ପନ୍ସ ଟିମ୍‌ (କ୍ୟୁଆରଟି) ମତଦାନ କେନ୍ଦ୍ର ନିକଟରେ ପାଟ୍ରୋଲିଂ କରୁଥିବା
Read More...

ଭୋଟର ସଂଖ୍ୟା ୯୦: ଭୋଟ ପଡିଲା ୧୭୧

ଗୁଆହାଟି: ଆମ ଦେଶରେ ସାଧାରଣ ନିର୍ବାଚନ ପରିଚାଳନା କିଭଳି ହେଉଛି, ତାହା ଏଥିରୁ ଜଣାଯିବ। ସଂପ୍ରତି ଦେଶର କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ସହିତ ଲୋକସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ଗୋଟିଏ ବୁଥ୍‍ରେ ଭୋଟର ସଂଖ୍ୟା ୯୦ ଥିବାବେଳେ ଉକ୍ତ ବୁଥ୍‍
Read More...

ଟିଏମସି ନେତାଙ୍କ ଘରୁ ମିଳିଲା ଇଭିଏମ

କଲକାତା: ପଶ୍ଚିମବଙ୍ଗରେ ଆଜି ୩୧ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। ତେବେ ଏହା ପୂର୍ବରୁ ହାଓଡ଼ାର ଉଲବେରିଆରେ ଟିଏମସି ନେତା ଗୌତମ ଘୋଷଙ୍କ ଘରୁ ଇଭିଏମ ଏବଂ ଭିଭିପ୍ୟାଟ୍‌ ମିଳିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଘଟଣାକୁ ନେଇ ଉଭୟ ବିଜେପି ଏବଂ ଟିଏମସି ମଧ୍ୟରେ
Read More...

ଆସାମ ଓ ପଶ୍ଚିମବଙ୍ଗରେ ପ୍ରଚାର ଜୋରଦାର

ଆସାମ ଓ ପଶ୍ଚିମବଙ୍ଗରେ ଆସନ୍ତା ମଙ୍ଗଳବାର ଦିନ ତୃତୀୟ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ ହେବ। ଭୋଟ୍‍ଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ବିଜେପି ନେତା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ
Read More...

ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରା

ଚନ୍ଦକା  : ଭୁବନେଶ୍ବର ବ୍ଲକର ଅନ୍ଧାରୁଆ ପଞ୍ଚାୟତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପଞ୍ଚାୟତରେ ପଦଯାତ୍ରା କରିବା ସହ ଜନଶୁଣାଣି କରିଥିଲେ। ଅନ୍ଧାରୁଆ ପଞ୍ଚାୟତ ବାସିନ୍ଦାମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ। ମୁଖ୍ୟତଃ ମୋ’ ବସ୍‌ ଚଳାଚଳ, ପାନୀୟ ଜଳ ସମସ୍ୟା,
Read More...

ମମତା ଚଳାଇଛନ୍ତି ୩-ଟି ଶାସନ : ଶାହା

କଲକାତା : ପଶ୍ଚିମବଙ୍ଗ କୁଚବିହାରରେ ବିଜେପିର ପ୍ରଚାର ଶୋଭାଯାତ୍ରାରେ ଯୋଗ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ପରାଜୟ ନିଶ୍ଚିତ। ଶାହା କହିଛନ୍ତି ମମତା ପଶ୍ଚିମବଙ୍ଗରେ ୩-ଟି ଶାସନ ଚଳାଇଛନ୍ତି। ଏହି ୩ଟି ହେଲା ‘ତାନାସାହି’
Read More...