Browsing Category

ରାଜନୀତି

ପିପିଲି ଉପନିର୍ବାଚନ ଏପ୍ରିଲ ୧୭ରେ

ଭୁବନେଶ୍ୱର: ଏପ୍ରିଲ ୧୭ରେ ଖାଲିପଡିଥିବା ପିପିଲି ବିଧାନସଭା ଆସନ ପାଇଁ ଉପନିାର୍ବାଚନ ହେବ । ଏଥିନେଇ ଆଉ ସପ୍ତାହକ ପରେ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ପ୍ରର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ସମସ୍ତ ପ୍ରାର୍ଥୀ ପତ୍ର ମାର୍ଚ୍ଚ ୩୧ରେ ଜାଂଚ
Read More...

ଟିଏମସିରେ ସାମିଲ ହେଲେ ଯଶବନ୍ତ ସିହ୍ନା

କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଦଳ ଡିଆଁ ପ୍ରକ୍ରିୟା ଜାରି ରହିଛି। ଟିଏମସିରୁ ଏକାଧିକ ବିଧାୟକ ଏବଂ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବାବେଳେ ଏବେ ବିଜେପିର ଜଣେ ପୂର୍ବତନ ବରିଷ୍ଠ ନେତା ଟିଏମସିକୁ ଡିଆଁ ମାରିଛନ୍ତି। ସେ ହେଲେ ପୂର୍ବତନ
Read More...

ସାନିଟାଇଜର ପିଇବାକୁ ବିଧାୟକଙ୍କ ଉଦ୍ୟମ !

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ମଣ୍ଡିଗୁଡିକରେ ଧାନକିଣାକୁ ନେଇ ଆଜି ଦିନ ତମାମ୍ ଗୃହ ଅଚଳ ହୋଇ ପଡିଥିଲା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇପାରି ନାହିଁ । ଅନ୍ୟପକ୍ଷରେ ଚାଷୀମାନେ ସମ୍ମୁଖୀନ
Read More...

ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍‌

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୪ଟା ବେଳେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍‌ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୨୦୧୩ ଫେବ୍ରୁଆରି ୯ ତାରିଖରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ତୀରଥସିଂହ ରାଓ୍ଵାତ୍‌ ଉତ୍ତରାଖଣ୍ଡ ‘ବିଜେପି’ର ମୁଖ୍ୟ ଥିଲେ। ଏହା ବ୍ୟତିରେକେ,
Read More...

ବିଜେପିରେ ଯୋଗଦେଲେ ମିଥୁନ

କୋଲକତା : ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟସଭା ସଂସାଦ ତଥା ବର୍ଷିୟାନ୍ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତୀ ଆଜି କୋଲକତା ସ୍ଥିତ ‘ବ୍ରିଗେଡ୍ ଗ୍ରାଉଣ୍ଡ’ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପିରେ ଯୋଗଦେଇଛନ୍ତି । ଏହି ଅବସରରେ ସମବେତ ଜନତା ‘ଭାରତ ମାତାକି ଜୟ’ ଓ ‘ଜୟ ଶ୍ରୀରାମ’
Read More...

ମହିଳା ବିଲ୍କୁ ପାରିତ ପାଇଁ ବିଜେଡି ଉଦ୍ୟମ କରୁ: ନିରଞ୍ଜନ

ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ କଂଗ୍ରେସ ଦଳ ସର୍ବଦା ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସିଛି । ମହିଳାମାନଙ୍କୁ ସବୁ କ୍ଷେତ୍ରରେ
Read More...

ସିପିଆଇ(ଏମଏଲ)ର ସାଧାରଣ ସଭା

ରାୟଗଡ: ରାୟଗଡ ଜିଲ୍ଳା କୋଲନରା ବ୍ଳକର ଦୁନ୍ଦିଲି ଗ୍ରାମ ପଂଚାୟତ ଅନ୍ତର୍ଗତ ପାତ୍ରପୁଟ ଗ୍ରାମ ଠାରେ ସିପିଆଇ (ଏମଏଲ)ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ରାମଚନ୍ଦ୍ର ମିଣିଆକାଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ଏହି ସଭାରେ ମୁଖ୍ୟତଃ ମୁନିଗୁଡା, କୋଲନରା, ବିଷମକଟକ,ରାୟଗଡ ଜୋନର
Read More...

ଏଥର ନନ୍ଦିଗ୍ରାମରୁ ଲଢିବେ ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନକୁ ଦୃଷ୍ଟିରେ ରଖି ଶୁକ୍ରବାର ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ କେବଳ ୨୯୧ ଆସନ ପାଇଁ ହିଁ ନିର୍ବାଚନ ଲଢିବ। ବାକି ୩ ଆସନରେ ସହଯୋଗୀ ନିର୍ବାଚନ ଲଢିବେ। ଶୁକ୍ରବାରକୁ ଟିଏମ୍‌ସସି
Read More...

ତୈଳ ଏବଂ ଗ୍ୟାସଦର ବୃଦ୍ଧିର କାରଣ କଣ ଶୀତ ଦିନ? ନିରଞ୍ଜନ

ଭୁବନେଶ୍ୱର: ବିଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମର ପ୍ରଶ୍ନର ଉତର ରଖି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ଶୀତଦିନ ଯୋଗୁଁ ଅଧିକ ହେଉଛି ଶୀତଦିନ ସରିଗଲେ ଦର ହ୍ରାସ ପାଇବ । ଦ୍ୱିତୀୟ ପ୍ରମୁଖ କାରଣଟି ଡିଜେଲ ଏବଂ ପେଟ୍ରୋଲ
Read More...

୪ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଚାରି ରଜା୍ୟ ଓ ଗୋଟିଏ କେନ୍ଦ୍ରାଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ।
Read More...