Browsing Category

ରାଜନୀତି

ବିରୋଧୀଙ୍କ ହଟ୍ଟଗୋଳ ଜାରି

ଭୁବନେଶ୍ୱର: ବଜେଟ୍‍ ଅଧିବେଶନର ଆଜି ଦ୍ୱିତୀୟ ଦିନ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦୁଇ ଦୁଇ ଥର ମୁଲତବି ହୋଇଛି ଗୃହ। ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି ରଖାଯାଇଥିବା ବେଳେ ସ୍ଥିତି ଅପରିବର୍ତ୍ତିତ ରହିବାରୁ ଦ୍ୱିତୀୟ ଥର ପାଇଁ ଅପରାହ୍ନ ୪ଟା ଯାଏଁ
Read More...

ଅମଠପୁର ଉପନିର୍ବାଚନରେ ୮୧% ମତଦାନ

ବରୀ : ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ ଅମଠପୁର ଗ୍ରାମପଂଚାୟତର ସରଂପଚ ପଦବୀ ପାଇଁ ଆଜି ଉପନିର୍ବାଚନ ଶେଷ ହୋଇଛି । ଏହି ଉପନିର୍ବାଚନ ପାଇଁ ଭୋଟ୍ ପ୍ରକି୍ରୟା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ନିର୍ବାଚନ ପାଇଁ ୧୫ଟି ବୁଥରେ ମତଦାନ କରାଯାଇଥିବାବେଳେ ୮୧
Read More...

ହାର୍ଟବିଟ୍‌ ବଢ଼ାଉଛି ପିପିଲି ପଲିଟିକ୍ସ

ଭୁବନେଶ୍ୱର : ହାର୍ଟବିଟ୍‌ ବଢ଼ାଉଛି ପିପିଲି ପଲିଟିକ୍ସ। ପିପିଲି ଉପନିର୍ବାଚନ ପାଇଁ ବିଜେଡିରୁ କିଏ ହେବ ପ୍ରାର୍ଥୀ ? ଏନେଇ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସଭବନରେ ବୈଠକ ହୋଇଯାଇଛି । ପିପିଲି, ଡେଲାଙ୍ଗ ବ୍ଲକ ଓ NACର ବିଜେଡି ନେତା କର୍ମୀଙ୍କ ସହ ଆଲୋଚନା କରିଛନ୍ତି
Read More...

ସମୟ ପୂର୍ବରୁ ହୋଇପାରେ ପଶ୍ଚିମବଙ୍ଗ ନିର୍ବାଚନ!

କୋଲକାତା: ସମୟ ପୂର୍ବରୁ ହୋଇପାରେ ବହୁ ପ୍ରତିକ୍ଷିତ ପଶ୍ଚିମବଙ୍ଗ ନିର୍ବାଚନ। ନିର୍ଦ୍ଧାରିତ ସମୟର ୨୦ରୁ ୨୫ ଦିନ ପୂବରୁ ନିର୍ବାଚନ ହୋଇପାରେ ବୋଲି ସୂଚନା ମିଳିଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଯେପରି କିଛି ସମସ୍ୟା ନ ଉପୁଜେ ତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି
Read More...

ମେ ମାସରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ- ସୋନିଆ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀ(ସିଡବ୍ଲ୍ୟୁସି) ବୈଠକ ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ମେ’ ମାସରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବା ନେଇ ଏହି ବୈଠକରେ ସୋନିଆ ଗାନ୍ଧୀ ଘୋଷଣା କରିଥିବା ଜଣାପଡ଼ିଛି। ଚଳିତବର୍ଷ ବିଧାନସଭା ନିର୍ବାଚନ
Read More...

ବିସ୍ତାପିତଙ୍କ ପାଇଁ ଲଢେଇ ଜାରୀ ରଖିବି : ନିରଞ୍ଜନ

ସୁନ୍ଦରଗଡ : ଦେଶ ତଥା ରାଜ୍ୟରେ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ଚାଲିଛି । ଲୋକେ ଟଙ୍କା ନେଇ ଭୋଟ ଦେଉଛନ୍ତି । ଫଳରେ କଂଗ୍ରେସ ସରକାର ରାଜ୍ୟରେ ୨୦ ବର୍ଷ ହେବ କ୍ଷମତାରେ ନାହିଁ । ରାଜ୍ୟରେ କି ଦେଶରେ ଯାହା କିଛି ବିକାଶ ଘଟିଛି ସେସବୁ କଂଗ୍ରେସ ଅମଳରେ । ଏବେ ଆମ ମୁଣ୍ଡରେ
Read More...

ବିଜେପିକୁ ଫେରିଲେ ଜୀବନ ପ୍ରଦୀପ

ବାଲେଶ୍ୱର: ବିଜେପିକୁ ଫେରିଲେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ । ଆଜି ଜିଲ୍ଲା ବିଜେପି ପକ୍ଷରୁୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ତାଙ୍କୁ ଦଳରେ ମିଶାଇଛନ୍ତି । ଶ୍ରୀ ଦାଶଙ୍କ ଘରବାହୁଡା ବାଲେଶ୍ୱରରେ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି ।
Read More...

ରାଜ୍ୟପାଳ ଓ ମୁଖ୍ୟ ବିଚାରପତିଙ୍କ ସହ ୨୫ଜଣଙ୍କୁ ସାମିଲ କରାଯାଉ : ନିରଞ୍ଜନ

ଭୁବନେଶ୍ୱର - ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୮୫ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ଓଡିଶାକୁ ଅଣଦେଖା କରାଯାଇଛି ବୋଲି
Read More...

୧୪ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ଦଳର ୧୪ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି। ଏ ସମ୍ପର୍କରେ ପିସିସି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଯେଉଁ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠିଛି ସେମାନେ ହେଲେ ଗଜପତି
Read More...

ସୋନିଆଙ୍କୁ ଚିଠି; ଉଦ୍ଧବ ସରକାରରେ କଂଗ୍ରେସକୁ ଦୁର୍ବଳ କରିବାକୁ ହେଉଛି ଷଡ଼ଯନ୍ତ୍ର

ମୁମ୍ବଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ଵରେ କ୍ଷମତାସୀନ ମହାବିକାଶ ଅଘାଡ଼ୀ ମେଣ୍ଟ ସରକାରରେ କଂଗ୍ରେସକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ହେଉଛି। ବିଭିନ୍ନ କାର୍ଯ୍ୟକ୍ରମରେ କଂଗ୍ରେସକୁ ଅଣଦେଖା କରାଯାଉଛି। ଏଭଳି ଅଭିଯୋଗ କରିଛନ୍ତି ମୁମ୍ବଇ କଂଗ୍ରେସର ମହାସଚିବ
Read More...