Browsing Category

ରାଜନୀତି

ରାଜନୀତି କରିବେନି ରଜନୀକାନ୍ତ

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ନୂଆବର୍ଷରୁ ରାଜନୀତିରେ ପ୍ରବେଶ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଏବେ ସେ ନିଷ୍ପତ୍ତି ବଦଳାଇଛନ୍ତି। ସେ ଆଉ ରାଜନୀତିରେ ଯୋଗଦେବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରଜନୀକାନ୍ତ ଏହା
Read More...

ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କଲେ ପ୍ରଣବ, ଜବାବ ଦେଲେ ଲେଖାଶ୍ରୀ

ଭୁବନେଶ୍ୱର : ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ ନେଇ ସୋଶାଲ ମିଡିଆରେ କଥା କଟାକଟି ହୋଇଛନ୍ତି ବିଜେଡି ଓ ବିଜେପି। ଏହି ମାମଲାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ୍ କରି ଟାର୍ଗେଟ କରିଥିଲେ। ତେବେ ଏହାର
Read More...

ରାଷ୍ଟ୍ରପତି ଭବନ ପଦଯାତ୍ରା ବେଳେ ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତା ଅଟକ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷକ ଆଇନ ବିରୋଧରେ ୨ କୋଟି ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ଦାଖଲ କରିବାକୁ ଗୁରୁବାର ସକାଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରାରେ ଯାଉଥିବା ବେଳେ ଦିଲ୍ଲୀ ପୁଲିସ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ
Read More...

ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସର ବିଧାୟକ ଶୀଳଭଦ୍ର ଦତ୍ତ

କୋଲ୍‌କାତା: ଉତ୍ତର ୨୪ ପ୍ରଗଣାର ବାରାକପୁର ନିର୍ବାଚନ ମଣ୍ଡଳୀର ତୃଣମୂଳ କଂଗ୍ରେସର ବିଧାୟକ ଶୀଳଭଦ୍ର ଦତ୍ତ ଶୁକ୍ରବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନ ମାତ୍ର ୫ ମାସ ବାକି ଥିବା ବେଳେ ଦଳରୁ ଜଣକ ପରେ ଜଣେ ବିଧାୟକ ଇସ୍ତଫା ଦେବା ଘଟଣା ଶାସକ ତୃଣମୂଳ କଂଗ୍ରେସ
Read More...

ଏପ୍ରିଲରେ କଂଗ୍ରେସର ନୂଆ ଚେହେରା!

ନୂଆଦିଲ୍ଲୀ: ଗୋଟିଏ ପଟେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅସୁସ୍ଥ ଅନ୍ୟପଟେ ସାରା ଦେଶରେ ଦୁର୍ବଳ ହୋଇଛି କଂଗ୍ରେସ। ତେଣେ ଆଗକୁ ରହିଛି ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ରାଜ୍ୟର ବିଧାନସଭା ନିର୍ବାଚନ। ଏସବୁକୁ ନଜରରେ ରଖି କଂଗ୍ରେସ ଦଳ ୨୦୨୧ ଏପ୍ରିଲ ମାସରେ ଦଳର ସଭାପତି
Read More...

ବିଜେଡି ଗଠନର ୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି: ଆସନ୍ତା ୨୦ରେ କାର୍ଯ୍ୟକାରିଣୀ ଓ ୨୧ରେ ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ବର: ଏଇ ମାସ୨୬ ତାରିଖରେ ବିଜେଡି ୨୩ ବର୍ଷରେ ପଦାର୍ପଣ କରୁଛି। ଦଳ ଗଠନର ୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଏଥିପାଇଁ ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ଏବଂ ୨୧ତାରିଖରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ
Read More...

ଭାରତ ବନ୍ଦକୁ ସମର୍ଥନ ଜଣାଇଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ‘ଭାରତ ବନ୍ଦ’କୁ କଂଗ୍ରେସ ସମର୍ଥନ ଜଣାଇଛି। ଦେଶର ୪୦ଟି କୃଷକ ସଂଗଠନ ଦ୍ୱାରା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରୁଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ
Read More...

ରାଜନୀତିରେ ରଜନୀକାନ୍ତଙ୍କ ପ୍ରବେଶ

ଚେନ୍ନାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ରାଜନୀତିରେ ପ୍ରବେଶ କରିଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ। ସେ ରାଜନୀତିରେ ସକ୍ରିୟ ରହିବା ଲାଗି ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖରେ ସେ ଦଳ ସମ୍ପର୍କରେ ଘୋଷଣା କରିବେ ଏବଂ ନୂଆବର୍ଷରେ ଏହାର ଶୁଭାରମ୍ଭ
Read More...

ଶିବସେନାରେ ଯୋଗଦେବେ ଉର୍ମିଳା

ମୁମ୍ବଇ : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର ମଙ୍ଗଳବାର ଶିବସେନାରେ ଯୋଗଦେବେ। ସେ ୨୦୧୯ରେ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପରେ ଦଳ ଛାଡିଥିଲେ। ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ
Read More...

ହାରିବା ପାଇଁ ଓଏସି ଦାୟୀ: କଂଗ୍ରେସ

ପାଟନା: ନିର୍ବାଚନ ଫଳାଫଳ ନେଇ କଂଗ୍ରେସ ନିଜର ଦୁର୍ବଳତା ସମ୍ପର୍କରେ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ ଏଆଇଏମ୍‌ଆଇଏମ୍‌ ନେତା ତଥା ହାଇଦରାବାଦ ସାଂସଦ ଆସାଦୁଦ୍ଦିନ ଓଏସୀଙ୍କୁ ଦୋଷାରୋପ କରିଛି। ତାଙ୍କ ଯୋଗୁଁ ମହାଗଠବନ୍ଧନର ଭୋଟ ବିଭାଜନ ଘଟିଲା ଏବଂ ଏହା ଆଶନୁରୂପ ଫଳ ପାଇବାରୁ ବଞ୍ଚିତ
Read More...