Browsing Category

ଧର୍ମ/ସାହିତ୍ୟ

ମା’ଦୁର୍ଗାଙ୍କର ନଅଟି ରୂପର ପୂଜାରେ ବିଶେଷ ରଙ୍ଗର ପୋଷାକ ଧାରଣ କରିବା ଅତ୍ୟନ୍ତ ଶୁଭ

ନବରାତ୍ରର ଶୁଭାରମ୍ଭ ହୋଇଯାଇଛି। ଏହି ଦିନରେ ରଙ୍ଗମାନଙ୍କର ବିଶେଷ ମହତ୍ୱ ଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ମା’ଦୁର୍ଗାଙ୍କର ନଅଟି ରୂପର ପୂଜାରେ ବିଶେଷ ରଙ୍ଗର ପୋଷାକ ଧାରଣ କରିବା ଅତ୍ୟନ୍ତ ଶୁଭ ଅଟେ।ନଅ ଦିନରେ ନଅଟି ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଏହାର ସ୍ୱତନ୍ତ୍ର ମହତ୍ତ୍ୱ
Read More...

ଚଳିତ ବର୍ଷ ନବରାତ୍ରର ମହାସଂଯୋଗ, ଦୁଇ ଥର ପଡୁଛି ଶନିବାର

ଚଳିତବର୍ଷ ଆଶ୍ବିନ ମାସ ଦୋ-ମାସି (ଦୁଇଟି ମାସ) ବା ମଳ ମାସ ପଡୁଥିବାରୁ ନବରାତ୍ର ଗୋଟିଏ ମାସ ଆଗକୁ ଚାଲି ଆସିଛି। ପ୍ରତିବର୍ଷ ନବରାତ୍ରୀ ପିତୃପକ୍ଷ ବା ମହାଳୟା ଅମାବାସ୍ୟା ପରେ ଆରମ୍ଭ ହୁଏ। କିନ୍ତୁ ଏଥର ଅମାବାସ୍ୟା ଏବଂ ନବରାତ୍ର ମଧ୍ୟରେ ଏକ ମାସର ସମୟ ରହିଛି। ତେଣୁ ଏବର୍ଷ ଶାରଦୀୟ
Read More...

ସବୁଜ ଭାରତ ତରଫରୁ ବୃକ୍ଷ ରୋପଣ

ଭୁବନେଶ୍ୱର : ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ କେହି କେହି ସାଙ୍ଗମାନଙ୍କ ମେଳରେ ଭୋଜିଭାତରେ ମଜ୍ଜି ରହୁଥିବା ବେଳେ ଆଉ କେହି କେହି ତାରକା ହୋଟେଲରେ ଡ଼ିଜେର ତାଳେ ତାଳେ ନାଚଗୀତରେ ମସ୍ଗୁଲ ରହିଥାନ୍ତି । କିନ୍ତୁ ଅଭିନେତା ତଥା ସମାଜସେବୀ ଚନ୍ଦନ କରଙ୍କ ଜନ୍ମ ଦିନକୁ ଏକ ନିଆରା
Read More...

ବିଶ୍ୱକର୍ମା ପୂଜା : ଜାଣନ୍ତୁ ଏହା ସହ ଜଡ଼ିତ ବିଶେଷ ମହତ୍ତ୍ୱ

ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜାକୁ ବିଧି ପୂର୍ବକ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ। ଏହି ପୂଜାର ନିତୀ ସୂର୍ଯ୍ୟଦେବତାଙ୍କୁ ଦର୍ଶନ କରି କରାଯାଏ।ମାନ୍ୟତା ଅନୁଯାୟୀ ପୌରାଣିକ କାଳରେ ଦେବତା ମାନଙ୍କ
Read More...

ରୂପାରେ ଝଲସିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ଜଗତରନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଦ୍ୱାର ରୂପାରେ ଝଲସିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଦ୍ୱାରରେ ଥିବା ୩ଟି ମୁଖ୍ୟ କବାଟରେ ପ୍ରଥମେ ରୂପା ଛଉଣୀ ହେବ । ବେହରଣ, ଜୟବିଜୟ, ଏବଂ କଳାହାଟ ଦ୍ୱାରରେ ଲାଗିବ ରୂପା
Read More...

ସ୍ୱାଧିନତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଅନୁଗୋଳ: ମହାମାରୀ କରୋନାର ପ୍ରାଦୁର୍ଭାବ ବେଳେ ଚାରିଆଡେ ରକ୍ତ ସଂକଟ ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ ସ୍ୱେଛାସେବୀ ଅନୁଷ୍ଠାନ ଜୀବନ ସାଥୀ ଫାଉଣ୍ଡେସନ ପକ୍ଷରୁ ୭୪ତମ ସ୍ୱାଧିନତା ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଦଣ୍ଡସିଂହା ପ୍ରାଥମିକ ବିଦ୍ୟାଳୟ
Read More...

ଏହି ଶାଢ଼ୀ ପିନ୍ଧିଲେ ହେବ ନାହିଁ କରୋନା

ଭୋପାଳ: କୋଭିଡ଼-୧୯ ବିରୋଧରେ ବିଜୟୀ ହେବା ନିମନ୍ତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ଆୟୁଷ କାଢ଼ା ସହିତ ବିଭିନ୍ନ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସାମଗ୍ରୀ (ଇମ୍ୟୁନିଟି ବୁଷ୍ଟର) ବଜାରରେ ଉପଲବ୍ଧ ହେଉଛି । ମାତ୍ର
Read More...

ବାଲିକୁଦା ଦେବୀ ଆଇ:ଟି:ଆଇ:ରେ ଶ୍ରୀ ଗଣେଶ ପୁଜା ପାଳିତ

ଜଗତସିଂହପୁର: ଗତ ୨୨ ତାରିଖ ଦିନ ପବିତ୍ର ଗଣେଶ ଚତୁର୍ଥୀ ବା ସିଦ୍ଧିବିନାୟକଙ୍କ ପୁଜା ବାଲିକୁଦ ଦେବୀ ଆଇ:ଟି:ଆଇ ପରିସରରେ ଅନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ୯ଟା ସମୟରେ ବାଲିକୁଦ ନରଣପୁର ସ୍ଥିତ ପରିଚାଳନା ନିର୍ଦେଶକ ଶ୍ରଯୁକ୍ତ ଚିତରନ ସ୍ୱାଇଁ କର କମଳରେ ଆଇ:ଟି:ଆଇର
Read More...

ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ବିଶ୍ୱରେ କରୋନା ମହାମାରୀ ଦେଖା ଦେଇଥିବାରୁ ବର୍ତମାନ ରକ୍ତର ଘୋର ଅଭାବ ଦେଖାଦେଇଛି । ଏହି ଅଭାବକୁ ଦୂର କରିବା ପାଇଁ ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ଓ କମିଶନରେଟ ପୋଲିସ୍ର ମିଳିତ ସହଯୋଗରେ ଥାଲାସେମିଆ ରୋଗୀଙ୍କ ସହାୟତା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଏହି
Read More...

ଅଗ୍ନିବିପନ୍ନଙ୍କୁ ସହାୟତା

ବାଲିକୁଦା: ମାଛଗାଁ ପଞ୍ଚାୟତ ଓଚିନ୍ଦା ପାଇକ ସାହିର ଅଗ୍ନି ବିପନ୍ନ ପ୍ରମୋଦ ସେଠୀଙ୍କ ପରିବାଙ୍କୁ ଙ୍କୁ ସହାୟତା ପ୍ରଦାନ କରାଯାଇଛି । ସରପଞ୍ଚ ପର୍ଶୁରାମ ସେଠୀଙ୍କ ସମେତ ବିଜେଡି ପୂର୍ବତନ ପଞ୍ଚାୟତ ସଭାପତି ଗଗନ ଦାସ, ଯୁବ ସଂଗଠକ ପ୍ରଦୀପ ମୁଦୁଲି, ଶମ୍ଭୁନାଥ ପତି, ବିଜୟ ମିଶ୍ର, ସୟ
Read More...