Browsing Category

ଧର୍ମ/ସାହିତ୍ୟ

ଶ୍ରାଦ୍ଧ ବାର୍ଷୀକରେ ଚାରା ରୋପଣ ଓ ମାକ୍ସ, ସାନିଟାଇଜର ବଣ୍ଟନ

ବାଲିକୁଦା ; ମା’ଙ୍କ ପ୍ରଥମ ଶ୍ରାଦ୍ଧତ୍ସବରେ ଭୋଜିବାତ ନ କରି ଚାରା ରୋପଣ କରିବା ସହିତ ମାକ୍ସ ଓ ସାନିଟାଇଜର ବାଣ୍ଟିଛନ୍ତି ପୁଅ । ଏଭଳି ଏକ ସଚେତନତା ବହନ କରୁଥିବା କାର୍ଯୟ ଦେଖିବାକୁ ମିଳିଛି ନହରଣା ପଞ୍ଚାୟତ ବଇରଖ ଗାଁରେ । ଗାଁର ସ୍ୱର୍ଗତା ଝରଣା ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ
Read More...

ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ବୈଠକ

ଚମ୍ପୁଆ: ସ୍ଥାନୀୟ ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ମନ୍ଦିର କମିଟି ସଦସ୍ୟଙ୍କ ସହଆଲୋଚନା କରିଛନ୍ତି ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ । ମନ୍ଦିରର ସ୍ଥାୟୀ ରାଜସ୍ୱ, ନୀତିକାନ୍ତ ସହ ଆବଶ୍ୟକ ଉନ୍ନତିମୂଳକ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଠାକୁରଙ୍କ ନାମରେ ବିଭିନ୍ନ
Read More...

ଶ୍ରୀମନ୍ଦିର ଉପରେ ବଜ୍ରପାତ ବିପଦ ରହିଛି!

ପୁରୀ: ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣକୁ ନେଇ ଏଏସ୍ଆଇ (ଭାରତୀୟ ପ୍ରତ୍ନତତ୍ୱ ବିଭାଗ) ପାଇଁ ବିବାଦ ନୂଆ କଥା ନୁହେଁ । ପ୍ରତିଥର ଏହାକୁ ନେଇ ବିବାଦ ଉପୁଜିଛି । ଏବେ ରତ୍ନ ସିଂହାସନ ପଥର ବଦଳା ଯିବାକୁ ନେଇ ବିବାଦ ଥମିନି । ଠିକ୍ ଏମିତି ସମୟରେ ପୁଣି ଥରେ ଅତୀତରେ କିଛି ବିବାଦ
Read More...

ଦିବ୍ୟାଙ୍ଗଙ୍କ ମହାନତା

ବେଗୁନିଆ: ଲୋକେ ଦାନ ଧର୍ମ କରିବାକୁ ଅମଙ୍ଗ ହେଉଥିବା ବେଳେ , ଜଣେ ଦିବ୍ୟାଙ୍ଗ ଭିକ୍ଷାବୃତି କରି ମନ୍ଦିର ନିର୍ମାଣ କରୁଛନ୍ତି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ୍ ବାଘମାରୀ ଅଟ୍ରୀ ଅଂଚଳରେ । ଦିବ୍ୟାଙ୍ଗ ଜଣଙ୍କ
Read More...

ଇସ୍କନ ମୁଖ୍ୟ ସେବକଙ୍କୁ କରୋନା

ଜଳେଶ୍ୱର: ଜଳେଶ୍ୱର ବ୍ଲକ ଅଧୀନ ଗୋବରଘଟା ପଂଚାୟତର କୃଷ୍ଣନଗର ସ୍ଥିତ ଇସ୍କନ ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ତଥା ତାଙ୍କ ପତ୍ନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପତି,ପତ୍ନୀ ସମାଜସେବା କାର୍ଯ୍ୟରେ ନିୟୋଜିତ ଥିବାରୁ , ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି । ଏଥିପାଇଁ ଲୋକଙ୍କ
Read More...

କାମନାର ଶିଖା

ବୁଦ୍ଧଙ୍କ ବାଣୀ ଥିଲା ଦୁଃଖର କାରଣ କାମନା ବା ତୃଷ୍ଣା, କାମନା ବା ତୃଷ୍ଣାକୁ ଜୟ କରିପାରିଲେ ଦୁଃଖର ବିନାଶ ସହ ମୋକ୍ଷପ୍ରାପ୍ତି ସମ୍ଭବ ହୋଇଥାଏ । ବର୍ଷବର୍ଷ ଧରି ବିଭିନ୍ନ ସ୍ଥାନ ଭ୍ରମଣ କରି ସେ ମୋହାନ୍ଧ ମାନବ ସଂପ୍ରଦାୟ ମଧ୍ୟରେ ପ୍ରଚାର କରିଥିଲେ ଶାନ୍ତି ଓ ଜୀବନ୍ମୁକ୍ତିର ବାଣୀ ।
Read More...

ଅଜ୍ଞାତ ଦାନ

ହାଇଦ୍ରାବାଦ: ଜଣେ ଅଜ୍ଞାତ ଭକ୍ତ ତିରୁମାଲା ହିଲ୍ସ ସ୍ଥିତ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରକୁ ଦୁଇ କିଲୋ ଓଜନର ସୁନା ଦାନ କରିଛନ୍ତି । ମନ୍ଦିର ହୁଣ୍ଡି ଖୋଲାଯିବା ପରେ ତା ଭିତରେ ଅନେକ ଗୋଲ୍ଡ ବାର୍ ମିଳିଥିଲା । ସେଗୁଡିକ ଦୁଇ କିଲୋ ଓଜନର ଥିଲା ବୋଲି ଜଣାପଡିଥିଲା । ମନ୍ଦିର ପାରିଚାଳନା
Read More...

ଶ୍ରାବଣ ମାସର ୨ୟ ସୋମବାର: ଜାଣନ୍ତୁ ବେଲପତ୍ରର ମହତ୍ୱ କୃପା

ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ୍ ପ୍ରିୟ , ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି । ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲପତ୍ର ଅର୍ପଣ କରିଥାନ୍ତି । ଏହା ଦ୍ୱାରା ପ୍ରଭୂ ଖୁବ୍ ପ୍ରସନ୍ନ ହେବା ଭକ୍ତଙ୍କ ଉପରେ କୃା ଓ ଆଶୀର୍ବାଦ
Read More...

ପରୋପକାରର ପରିଭାଷା

ବିପୁଳ ସମ୍ପତ୍ତିର ଅଧିକାରୀ ଥିବା ଜନୈକ ବ୍ୟକ୍ତି ବୃଦ୍ଧ ହୋଇଗଲେ । ତାଙ୍କର ତିନିପୁତ୍ର ଥିଲେ । ସେମାନଙ୍କ ମଧ୍ୟରେ ସମାନ ଭାବରେ ସମ୍ପତ୍ତି ବାଣ୍ଟିଦେବା ନିୟମ ଦୃଷ୍ଟିରୁ ସମୀଚୀନ ଥିଲେ ହେଁ ବୃଦ୍ଧ ବ୍ୟକ୍ତି ତାଙ୍କର ଯୋଗ୍ୟ ଉତ୍ତରାଧିକାରୀ କିଏ ତାହା ଜାଣିବାକୁ ଚାହିଁଥିଲେ । ଦିନେ
Read More...

ବୋଲବମ୍ ନିଷିଦ୍ଧ

ଭୁବନେଶ୍ୱର: ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ବୋଲବମ୍ (କାଉଡିଆ) ଉପରେ ନିଷିଦ୍ଧ ଦେଶ ଜାରୀ କରିଛନ୍ତି । ଶ୍ରାବଣ ମାସରେ କାଉଡିଆଙ୍କ ଭିଡ ଏଡାଇବା ଲାଗି ଆଜି ଏହି କଟକଣା ଜାରୀ କରିଥିଲା ବେଳେ ଦେବାଳୟ ଗୁଡିକୁ ବନ୍ଦ ରଖିବାପାଇଁ ନିର୍ଦେଶ ଦେଇଛନ୍ତି ।
Read More...