ନୀଳାଦ୍ରୀବିଜେ ବଳରାମ ଦାସଙ୍କ ବର୍ଣ୍ଣନାରେ: ନନ୍ଦିଘୋଷ ନୁହେଁ, ଗରୁଡ ପିଠିରେ ଲକ୍ଷ୍ମୀଙ୍କୁ ନେଇ ବଡଦେଉଳକୁ ଫେରିଥିଲେ…
				ଶ୍ରୀଜଗନ୍ନାଥଙ୍କ  ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନ୍ତିମପର୍ବ ହେଉଛି ନୀଳାଦ୍ରୀବିଜେ  । ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତଦିନ ରହଣି ପରେ ବାହୁଡା ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରନ୍ତି  । ପରିଶେଷରେ ଏହିଦିନ ଠାକୁରମାନେ ରତ୍ନସିଂହାସନକୁ ପ୍ରତ୍ୟାବର୍ତନ କରନ୍ତି  । ଏଣୁ!-->…					
Read More...
				Read More...
