Browsing Category

ଧର୍ମ/ସାହିତ୍ୟ

ଯୁବ ସଂଗଠନ କଲା ଆଠଗଡ ସହରାଞ୍ଚଳ ବିଶୋଧନ

ଆଠଗଡ: ଆଠଗଡ ଯୁବ ସଂଗଠନ ପକ୍ଷରୁ ସୋମବାର ଯୁବସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ସମଗ୍ର ସହରାଂଚଳକୁ ବିଶୋଧନ କରାଯାଇଥିଲା । କରୋନା ମହାମାରୀ ୨ୟ ପର୍ଯ୍ୟାୟ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ କରୋନା ସଂକ୍ରମଣ ଭୟଙ୍କର ରୂପନେଇ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ
Read More...

ମାଗଣାରେ ଭିଟାମିନ ଟାବଲେଟ ବାଂଟିବ କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହରରେ ସମଗ୍ର ରାଜ୍ୟରେ ସଂକ୍ରମଣର ହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଭୁବନେଶ୍ୱର- କଟକରେ ମଧ୍ୟ ସଂକ୍ରମଣ ହାର ବଢ଼ି ଏକ ଭୟାନକ ପରିସ୍ଥିତି ସୃଷ୍ଟି କଲାଣି । ଏହି ଘଡ଼ିସନ୍ଧି ମୂହୂର୍ତରେ କୋଭିଡ ଆକ୍ରାନ୍ତଙ୍କ ଆବଶ୍ୟକତାକୁ
Read More...

ବୁଲା ଗାଇ ଗୋରୁ, କୁକୁରଙ୍କ ଖାଦ୍ୟ ପାଇଁ ୬୦ ଲକ୍ଷ

ଭୁବନେଶ୍ୱର: ଲକ୍‌ଡାଉନ୍ ସମୟରେ ରାଜ୍ୟର ସହରାଞ୍ଚଳରେ ବୁଲା ଗାଇ ଗୋରୁ ଓ କୁକୁରଙ୍କୁ ଖାଦ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୬୦ ଲକ୍ଷଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟର ୬୧ ପୌରାଞ୍ଚଳରେ ଏହା କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ମହାନଗର ନିଗମ ସମେତ ରାଜ୍ୟର ୫ଟି
Read More...

ଅନ୍ୟ ରାଜ୍ୟକୁ ଓଡିଶାରୁ ୫୫୯୯ ଟନ୍ ଅକ୍ସିଜେନ୍ ଯୋଗାଣ

ଭବନେଶ୍ୱର: ରାଜ୍ୟରୁ ଅଦ୍ୟାବଧି ୩୦୬ଟି ଟ୍ୟାଙ୍କର୍ ଯୋଗେ ୫୫୯୮.୬୯୨ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୃଷି ଶିଳ୍ପ ନିଗମର ୨୦ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର: କୋଭିଡ୍ ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଦକ୍ଷେପକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ହେଉ କିମ୍ବା ଓଡ଼ିଶାରେ କୋଭିଡ୍ ପରିଚାଳନା ହେଉ, ସବୁଥିରେ ଓଡ଼ିଶା ଆଜି ଭାରତବର୍ଷ ପାଇଁ ପଥ ପ୍ରଦର୍ଶକ ସାଜିଛି ।
Read More...

କରୋନା ରୋଗୀଙ୍କୁ ଅଟୋ ଚାଳକଙ୍କ ନିଶୁଲ୍କ ସେବା

କଟକ: ସମଗ୍ର ବିଶ୍ୱରେ କରୋନା ତାର ଦ୍ୱିତୀୟ ଲହରର କାୟା ବିସ୍ତାର ଆରମ୍ଭ କରିଦେଲାଣି । ଏହି ମାରାତ୍ମକ ଭୂତାଣୁଠାରୁ ଦୁରେଇ ରହିବା ପାଇଁ ସଚେତନତା ହିଁ ଏକମାତ୍ର ବିକ୍ଳପ ଅଟେ । କିନ୍ତୁ ବର୍ତମାନ ରାଜ୍ୟ ସରକାର ବିଭିନ୍ନ ସହରରେ ଲକଡାଉନ ସହିତ ସର୍ଟ ଡାଉନ୍ ମଧ୍ୟ ଆରମ୍ଭ କରିଦେଇଛନ୍ତିି ।
Read More...

ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରକୁଣା ରଥ

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆଜି ଆରମ୍ଭ ହୋଇଛି । ସମସ୍ତ କୋଭିଡ କଟକଣା ଭିତରେ ରଥଦାଣ୍ଡରୁ ଗଡିଛି ରୁକୁଣା ରଥ । ରଥ ଲିଙ୍ଗରାଜ ମନ୍ଦିରରୁ ଆସି ମାଉସୀ ମା’ ମନ୍ଦିରରେ ପହଂଚିବ । କରୋନା ମହାମାରୀ ପାଇଁ ରଥ ଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ
Read More...

ଆଜି ଠାରୁ ବନ୍ଦ ହେଲା ପ୍ରତ୍ନତାତ୍ତ୍ୱିକ ସ୍ଥଳ

ଭୁବନେଶ୍ୱର : ଓଡିଶା ତଥା ସାରା ଦେଶରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସମୟରେ ସଂକ୍ରମଣ ରୋକିବାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ରାଜ୍ୟରେ ଥିବା ସମସ୍ତ ପ୍ରତ୍ନତାତ୍ତ୍ୱିକ ସ୍ଥଳଗୁଡିକୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି
Read More...

ବିନା ଭକ୍ତରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମର ଯୋଗୁଁ ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବା ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି
Read More...

ଘରୋଇ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନକୁ ସିଲ୍‌ କଲା ବିଏମସି

ଭୁବନେଶ୍ଵର: ରାଜଧାନୀର ଏକ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନକୁ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ସୋମବାର ସିଲ୍‌ କରିଦେଇଛି। ଏହି ଅନୁଷ୍ଠାନରୁ ୨୩ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏହି ଶିକ୍ଷାନୁଷ୍ଠାନ ଭିତରକୁ କେହି ପ୍ରବେଶ
Read More...