Browsing Category

ଧର୍ମ/ସାହିତ୍ୟ

‘ସମଲେଈ’ ଯୋଜନାରେ ୨୦୦ କୋଟି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଐତିହ୍ୟ ବିକାଶ ଲାଗି ଷୋଡଶ ଶତାବ୍ଦୀରେ ନିର୍ମିତ ମା’ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ସମଲେଶ୍ବରୀ ମନ୍ଦିର ଅଞ୍ଚଳ ପରିଚାଳନା ଏବଂ ସ୍ଥାନୀୟ ଅର୍ଥନୀତି ପଦକ୍ଷେପ (ସମଲେଇ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ୨୦୨୧-୨୨ ଆର୍ଥିକ
Read More...

ଚଳିତ ବର୍ଷ ଖଣ୍ଡଗିରି ମେଳା ବନ୍ଦ

ଭୁବନେଶ୍ୱର: ମାଘ ସପ୍ତମୀର ଆରମ୍ଭ ହେଉଥିବା ଖଣ୍ଡଗିରି କୁମ୍ଭ ମେଳା ଏ ବର୍ଷ ହେବନି । କେବଳ ପରମ୍ପରା ଅନୁଯାୟୀ ଜାଗମରାସ୍ଥିତ ନାଗା ମଠରୁ ପ୍ରଭୁ ଅନନ୍ତ କେଶରୀ ଉଦୟଗିରି ରାଣୀଗୁମ୍ଫାକୁ ବିଜେ କରିବେ । ମା’ ବାରଭୁଜାଙ୍କ ନିକଟରେ ପୂଜାର୍ଚ୍ଚନା ଓ ବିଶ୍ୱ ଶାନ୍ତି ମହାଯଜ୍ଞ ହେବ । ଏଥର
Read More...

ଶେଷ ହେଲା ଆଦିବାସୀ ମେଳା : କାରବାର ଅଢେ଼ଇ କୋଟି

ଭୁବନେଶ୍ୱର: ଭୁବନେଶ୍ୱରର ଏକ ନମ୍ବର ୟୁନିଟ୍, ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଗତ ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ମଙ୍ଗଳବାର ସନ୍ଧ୍ୟାରେ ଉଦ୍ୟାପିତ ହୋଇଛି । ମହାମାରୀ କରୋନା ଜନିତ କଟକଣା ମଧ୍ୟରେ ୧୫ ଦିନ ଧରି ଚାଲିଥିବା ଏହି ମେଳାରେ ଜନସାଧାରଣଙ୍କ ସମାଗମ
Read More...

ପାରମ୍ପାରିକ ଶାସ୍ତ୍ରୀୟ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଧଉଳି: ରାଜ୍ୟ ପର୍ଯ୍ୟଟନ ଓଡ଼ିଶା ଡ଼୍ୟାନ୍ସ ଏକାଡେ଼ମୀ ଓ ଆର୍ଟ ଭିଜନ୍ର ମିଳିତ ଉଦ୍ୟମରେ ଆୟୋଜିତ ୧୭ତମ ଧଉଳି କଳିଙ୍ଗ ମହୋତ୍ସବର ଆଜିଥିଲା ଦ୍ୱିତୀୟ ସଂଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ ଓଡ଼ିଶୀ, ଭରତନାଟ୍ୟମ୍ ଓ ଛଉ ନୃତ୍ୟ ସଙ୍ଗୀତରେ ଆଜି ଚଳଚଞ୍ଚଳ । ଶହ ଶହ ଦର୍ଶକ ଉପସ୍ଥିତ
Read More...

ଓଡ଼ିଶୀ, କଥକ ଏବଂ ଛଉ ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ

ଧଉଳୀ: ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡେ଼ମୀ ଏବଂ ଆର୍ଟ ଭିଜନ୍ ଦ୍ୱାରା ଆୟୋଜିତ ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବର ଆଜି ଥିଲା ଉଦ୍ଘାଟନ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର
Read More...

ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ହେରିଟେଜ୍‌ ବିଧି ପ୍ରସ୍ତୁତ କଲେ କେନ୍ଦ୍ର ସରକାର

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଡ୍ରାଫ୍ଟ ହେରିଟେଜ ବିଧି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ମନୁମେଣ୍ଟସ୍‌ ଅଥରିଟି ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରସ୍ତାବିତ ହେରିଟେଜ ବାଇଲ ସମ୍ପର୍କରେ ଚଳିତମାସ ୧୮ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ପ୍ରସ୍ତାବ ଏବଂ
Read More...

କଇଁଛ ସୁରକ୍ଷା ପାଇଁ ପୁରୀରୁ ଚିଲିକା ଉପକୂଳ ପଦଯାତ୍ରା

ପୁରୀ: ବିରଳ ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷା ପାଇଁ ଜନଜାଗରଣ ସୃଷ୍ଟି ଉଦେଶ୍ୟରେ ଶନିବାର ପୁରୀରୁ ଚିଲିକା ଉପକୂଳ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ସାଇକ୍ଲିଙ୍ଗ ଓ ଆଡଭେଂଚର କ୍ଲବ ଏବଂ ଓଡ଼ିଶା ଇକୋ ଟୁରିଜିମ୍ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଜ୍ୟ
Read More...

ସହୀଦନଗର ୟୁଥ୍ ଆସୋସିଏସନ୍ ପକ୍ଷରୁ ମେଗା ରକ୍ତଦାନ ଶିବିର

ଭୁବନେଶ୍ୱର: ଓଡିଶ ମୋ ପରିବାର ଜୀବନ ବିନ୍ଦୁ’ ବିଜୁ ଯୁବ ଛାତ୍ର ଜନତା ଦଳ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସହିଦନଗର ୟୁଥ୍ ଆସୋସିଏସନ୍ ଆଜି ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲା । ସ୍ଥାନୀୟ ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମଦନ ମୋହନ ପଣ୍ଡା,
Read More...

ଲବଣ ସତ୍ୟାଗ୍ରହ ପୀଠରେ ଗାନ୍ଧୀଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର: ପବିତ୍ର ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ମହାପ୍ରଣାୟ ଦିବସ ଅବସରରେ ଆଜି ଲବଣ ସତ୍ୟାଗ୍ରହ ଉତ୍ସବ ସ୍ଥାନୀୟ ବାଲିଗୁଡା ସ୍ଥିତ ହଳଦୀ ମାଲପାକୁଦ ଓରଣ୍ଡା ଠାରେ ତାଙ୍କ ପ୍ରତି ମୁର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଗାନ୍ଧୀ ସ୍ମୃତି କିମିଟିର ସଭାପପତି ତଥା
Read More...

ବଡଦାଣ୍ଡରୁ ହଟିଲା ବ୍ୟାରିକେଡ୍

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ କରାଯାଇଥିବା ଦିର୍ଘ ବ୍ୟାରିକେଡକୁ ଆଜି ପ୍ରଶାସନ ଉଠାଇ ଦେଇଛି । ପୁରୀ ଏସ୍ପି କନୱର ବିଶାଲ ସିଂହ ଏହି ସୂଚନା ଦେଇ କହିଛନ୍ତି ଯେ, ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥ ବଲ୍ଳଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ବ୍ୟାରିକେଡ୍ କରାଯାଇଥିଲଶ,
Read More...