Browsing Category

ଧର୍ମ/ସାହିତ୍ୟ

ଆଜି ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଛି। ଶ୍ରୀମନ୍ଦିର ଭିତର ଓ ମନ୍ଦିରର ବାହାର ସାନିଟାଇଜ କରାଯାଉଛି । କରୋନା ପାଇଁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ରବିବାର ମନ୍ଦିର ଭିତର ଓ ବାହାର ସାନିଟାଇଜ
Read More...

ଆଜି ଶାମ୍ବ ଦଶମୀ : ପ୍ରଭୁ ସୂର୍ଯ୍ୟଦେବତାଙ୍କର ପୂଜା

ଭୁବନେଶ୍ୱର :  ଆଜି ହେଉଛି ପୌଷ ଶୁକ୍ଳ ଦଶମୀ ଯାହାକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଏ। ଏହା ପ୍ରତ୍ୟକ୍ଷ ଭାବେ ଦର୍ଶନ ଦେଉଥିବା ଦେବତା ସୂର୍ଯ୍ୟଦେବତାଙ୍କର ପୂଜା। ଆଜି ମୁଖ୍ୟତଃ ସୂର୍ଯ୍ୟଦେବତାଙ୍କୁ ଯଥାବିଧି ଭାବେ ପୂଜାର୍ଚ୍ଚନା କରାଯାଇ ବାଇଗଣ ପତ୍ରରେ ଜାଉ, ତରକାରୀ ଭୋଗ କରାଯାଇ
Read More...

ଲାୟନ୍ସ କ୍ଲବର ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର : ଆଂଚଳିକ ପରିବହନ ସଂସ୍ଥା ଆନୁକୂଲ୍ୟରେ ଏବଂ ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ସହଯୋଗରେ ୩୨ତମ ସଡ଼କ ସୁରକ୍ଷା ମାସ ପାଇଁ ଏକ ଚକ୍ଷୁ ପରୀକ୍ଷା ଶିବିର ବସ୍ ·ଳକ ଭାଇମାନଙ୍କ ପାଇଁ ଅନୁÂିତ ହୋଇଯାଇଛି । ସ୍ଥାନୀୟ ବରମୁଣ୍ଡା ବସ୍ଷ୍ଟାଣ୍ଡଠାରେ ଭୁବନେଶ୍ୱର ବସ୍ ମାଲିକ ସଂଘ ପକ୍ଷରୁ
Read More...

ବିନା କୋଭିଡ୍ ରିପୋର୍ଟରେ ୨୧ରୁ ଜଗା ଦର୍ଶନ

ପୁରୀ: ପୁରୀରେ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ । ଦର୍ଶନ ପାଇଁ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାହୋଇଛି । ଏହାଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।
Read More...

କାଲି ଠାରୁ ମିଳିବ ଘଟଗାଁ ମା’ତାରିଣୀ ଦର୍ଶନ ; ଏସଓପି ଜାରି

କେନ୍ଦୁଝର : କରୋନା ପାଇଁ ଦୀର୍ଘ ୯ ମାସ ରାଜ୍ୟର ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ବନ୍ଦ ରହିବା ପରେ ଧିରେ ଧିରେ ଅଧିକାଂଶ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇ ସାରିଛି। ସେହିପରି କେନ୍ଦୁଝର ଘଟଗାଁ ସ୍ଥିତ ମା’ତାରିଣୀଙ୍କ ମନ୍ଦିର ଆସନ୍ତା କାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ।
Read More...

ଅସହାୟଙ୍କୁ ଫଳ ବଂଟନ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ମହମୁଦାବାଦ, କେରଙ୍ଗ ଯୁବ ସଂଗଠନ ମଜଲିସ ଖୁଦ୍ଧାମୁଲ ଅହମଦୀୟା ସଂଗଠନ ପକ୍ଷରୁ ମକର ସଂକ୍ରାନ୍ତି ଉପଲକ୍ଷେ ଖୋର୍ଦ୍ଧା ସହରର“ଜୀବନଧାରା ସେବାଶ୍ରମ”ଠାରେ ଭାଇଚାରାର ବାର୍ତା ଓ ଗରିବ, ଅସହାୟମାନଙ୍କୁ ଫଳ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି
Read More...

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଉମା ମହେଶ୍ୱର ସ୍ତେ୍ରାତ୍ରରୁ ଯାହାକୁ ପରିବେଶଣ କରିଥିଲେ ସ୍ୱପ୍ନେଶ୍ୱର
Read More...

ବଦଳିବ ବିରଜା ମନ୍ଦିର ରୂପରେଖ

ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ବେଢ଼ାର ରୂପ ରେଖ ବଦଳିବ । ଭାରତ ବର୍ଷରେ ଥିବା ୫୧ ଶକ୍ତି ପୀଠରୁ ୧୧ ନମ୍ବରରେ ସ୍ଥାନ ପାଇଥିବା ମା’ ବିରଜାଙ୍କ ମନ୍ଦିର ଅନ୍ୟତମ । ଏହାର ଉନ୍ନତି ପାଇଁ ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ତଥା ସ୍ଥାନୀୟ
Read More...

ମକର ସଂକ୍ରାନ୍ତି

ହିନ୍ଦୁମାନଙ୍କ ପାଇର୍ ଏକ ପ୍ରମୁଖ ପର୍ବ ଭାବେ ପାଳିତ ହେଉଥିବା ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହୁଏ । ଆଲୋକ ଏବଂ ଜୀବନର ଉସô ସୂର୍ଯ୍ୟଙ୍କୁ, ହିନ୍ଦୁମାନେ ପୂଜାର୍ଚ୍ଚନା କରନ୍ତି ।ସଂକ୍ରାନ୍ତି ଦିନ ଦେବାଦେବୀଙ୍କ ପାଖେ ହୋମ କରି ମାସଟି ଶୁଭରେ କଟିବ । ପାଇଁ
Read More...

ରକ୍ତ ଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗ୍ରହ

ଯାଜପୁର : ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଯାଜପୁରର ବିରଜା ମନ୍ଦିର ନିକଟସ୍ଥ ବିରଜା କଲ୍ୟାଣ ମଣ୍ଡପଠାରେ ରାମକୃଷ୍ଣ ମିଶନ ଯାଜପୁର ଶାଖା ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ୱାମୀ ଦେବସା ନନ୍ଦଜୀ ମହାରାଜ
Read More...