Browsing Category

ଧର୍ମ/ସାହିତ୍ୟ

ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି : ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ

ରାୟଗଡ଼: ଏକାତ୍ମମତା ସ୍ତୋତ୍ରରେ ଲିଖିତ- ମହେନ୍ଦ୍ର ମଳୟ ସହ୍ୟ ଦେବାତ୍ମତା ହିମାଳୟ”। ଅର୍ଥାତ୍ ଏହି ପର୍ବତମାଳା ହିମାଳୟ ସହିତ ତୁଳନୀୟ। କାହିଁକିନା ମହେନ୍ଦ୍ରଗିରି ମହାଭରତ ଓ ରାମାୟଣ ଯୁଗରୁ ହିଁ ଦେବାଦେବୀଙ୍କ ଆଳୟ ଭାବେ ସୁଖ୍ୟାତି ଅର୍ଜନ କରି ଆସିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ
Read More...

୧୪୭ ୟୁନିଟ ରକ୍ତ ସଂଗୃହିତ

କଟକ: ବୃକ୍ଷ ରୋପଣ ଏବଂ ରକ୍ତ ଦାନ ଭଳି ମହତ କାର୍ଯ୍ୟକୁ ଏକ ପ୍ରମୁଖ ଦାୟିତ୍ୱ ଭାବେ ବାଛି ନେଇଥିବା ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଅଶୋକ ଦାସ ଫାଉଣ୍ଡେସନ ଓ ଜିଲ୍ଳା ରେଡ଼କ୍ରସ୍ର ମିଳିତ ସହଯୋଗରେ ଦଶରଥପୁର ବ୍ଲକ୍ ଅର୍ନ୍ତଗତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଉଚ୍ଚ୍ ବିଦ୍ୟାଳୟ ପରିସରରେ ଏକ ମେଗା
Read More...

କୁଷ୍ଠ ରୋଗୀଙ୍କୁ ଘରୋଇ ଉପକରଣ ବଂଟନ

ରାୟଗଡ: ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିବା ୫୬ ଜଣଙ୍କୁ ଘରୋଇ ଉପକରଣ ବଂଟନ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏଥି ନିମନ୍ତେ ୩୩ ପ୍ରକାରର ୫୧ଟି ଉପକରଣ ସମ୍ବଳିତ ଏକ କିଟକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ
Read More...

ଆଜି ପବିତ୍ର ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ ।ଅତୀତରେ, ମାର୍ଗଶିର ମାସକୁ ବର୍ଷର
Read More...

ରାଷ୍ଟ୍ରବାଦୀ ସେବାଶ୍ରମ ତରଫରୁ ଶୀତ ବସ୍ତ୍ର ବଂଟନ

ଯାଜପୁର : ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରବାଦୀ ସେବାଶ୍ରମ ତରଫରୁ ଶୀତ ବସ୍ତ୍ର ବଂଟନ କରାଯାଇଛି । ବରୀ ଅଂଚଳର ବିଭିନ୍ନ ସ୍ଥାନରେ ରାଷ୍ଟ୍ରବାଦି ସେବାଶ୍ରମ ତରଫରୁ ଅନେକ ପ୍ରକାରର ସେବାକାର୍ଯ୍ୟମାନେ କରାଯାଉଛି । ତନ୍ମଧ୍ୟରୁ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ
Read More...

ମନ ମୋହିଲା କଥକରେ କୃଷ୍ଣରାସ ଓ ଓଡ଼ିଶୀରେ ଚକ୍ରବ୍ୟୁହ

କୋଣାର୍କ: ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟା କଥକ ଓ ଓଡ଼ିଶୀର ନିଖୁଣ ଉପସ୍ଥାପନାରେ ନୃତ୍ୟମୁଖର ହୋଇଥିବା ବେଳେ ଚନ୍ଦ୍ରଭାଗର ବେଳାଭୂମିରେ ବାଲୁକାକଳା ସଚେତନତାର ବାର୍ତ୍ତା ଦେଇଥିଲା । ସୁସଜ୍ଜିତ ତରୋଣ ଓ ଆକର୍ଷଣୀୟ ଆଲୋକ ବର୍ଣ୍ଣାଢ୍ୟ ପରିବେଶଷର ମୁକ୍ତାକାଶ
Read More...

ମାର୍ଗଶୀର ମାସରେ ନିୟମିତ କରନ୍ତୁ ଗୀତା ପାଠ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମାର୍ଗଶୀର ମାସକୁ ଏକ ପବିତ୍ର ମାସ କୁହାଯାଏ। ଏହି ମାସରେ କିଛି ସ୍ୱତନ୍ତ୍ର କାର୍ଯ୍ୟ କରିବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଜାଣନ୍ତୁ ,ଏ ମାସରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ….ଏହି ମାସରେ ମଙ୍ଗଳକାର୍ଯ୍ୟ ବିଶେଷ ଲାଭ ଦେଇଥାଏ।ଏହି ମାସରେ ଶ୍ରୀକୃଷ୍ଣଙ୍କର
Read More...

ଦେବୋତ୍ଥାନ ଏକାଦଶୀ : ତୁଳସୀ ବିବାହ , ଜାଣନ୍ତୁ କିପରି କରିବେ ପୂଜାର୍ଚ୍ଚନା

ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦଶୀ ଠାରୁ ଚାରି ମାସ ଯାଏଁ କ୍ଷୀର ସାଗରରେ ଶୟନ କରିଥାଆନ୍ତି। ପୁଣି କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଉଠିଥାଆନ୍ତି। ଏହି ଚାରି ମାସ ଦେବ ଶୟନ କାରଣରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ଥାଏ। ଯେଉଁ ସମୟରେ ଭଗବାନ ଦେବ (ଭଗବାନ ବିଷ୍ଣୁ) ଶୟନରୁ ଜାଗ୍ରତ
Read More...

ସାଥୀ ବାଛିବାର ନିଆରା ଯାତ୍ରା…ଲକ୍ଷ୍ମୀପୁରର ଫୁଲ ଯାତ୍ରା

ଲକ୍ଷ୍ମୀପୁର: ସାଥୀ ବାଛିବାର ଏକ ନିଆରା ପାରମ୍ପରିକ ଯାତ୍ରା କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଆଦିମ ଜନଜାତି କୁଇ ସମ୍ପ୍ରଦାୟର ଫୁଲ ଯାତ୍ରା। ଏହି ଯାତ୍ରା ଦୀପାବଳି ଯିବାର ସପ୍ତାହକ ପରେ ପଡୁଥିବା ଶନିବାର ଅନୁଷ୍ଠିତ ହୁଏ। ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡା
Read More...

ଆନନ୍ଦ ଉତ୍ସାହର ସହ ଆରମ୍ଭ ହେଲା ଛଟ୍‍ ପୂଜା

ଚାରିଦିନ ବ୍ୟାପୀ ଛଟ୍‍ ପୂଜା ଆଜିଠାରୁ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଭାଗରେ ପାରମ୍ପରିକ ‘ନାହାୟେ ଖାୟେ’ ଉତ୍ସବ ସହ ଛଟ୍‍ ପୂଜା ଆରମ୍ଭ ହୋଇଛି। ଶନିବାର ଦିନ ସୂର୍ଯ୍ୟଦେବଙ୍କ ପୂଜା ସହ ଏହା ସମ୍ପନ୍ନ ହେବ। ବିହାରରେ ଚାରିଦିନ ବ୍ୟାପୀ ଛଟ୍‍ ପୂଜା ପାରମ୍ପରିକ ଶୈଳୀରେ ଆରମ୍ଭ ହୋଇଛି। ଛଟ୍‍
Read More...