Browsing Category

ଖେଳ

ଓସିଏ ଇଣ୍ଟର୍ ଡିଷ୍ଟ୍ରିକ୍ଟ ସ୍କୁଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୫

ଭୁବନେଶ୍ୱର: ଓସିଏ ୧୪ ବର୍ଷରୁ କମ୍ ଇଣ୍ଟର ଡିଷ୍ଟ୍ରିକ୍ଟ  କ୍ରିକେଟ ପ୍ରତିଯୋଗିତାରେ ତୃତୀୟ ପର୍ଯ୍ୟାୟର ପ୍ରାରମ୍ଭିକ ଲିଗ୍ ରେ ମାଲକାନଗିରି ଟିମ୍ ବିଜୟ ହାସଲ କରିଛନ୍ତି। ମାଲକାନଗିରି ଏବଂ କିଟ୍ ମଧ୍ୟରେ ଏହି ପ୍ରତିଯୋଗୀତା ହୋଇଥିଲା। ଆଜି ଭୁବନେଶ୍ୱର ସୋଆ ଗ୍ରାଉଣ୍ଡ ଠାରେ
Read More...

ପ୍ରଥମ ମ୍ୟାଚରେ ଟିମ ନବରଙ୍ଗପୁରର ବାଜିମାତ

*୮ ଉଇକେଟ ରେ ଜିତିଲା ନବରଙ୍ଗପୁର * ମୋହିନୀ ବେହେରା ମ୍ୟାନ ଅଫ ଦି ମ୍ୟାଚ ନବରଙ୍ଗପୁର : ବାରବାଟୀ ଷ୍ଟାଡିୟମଠାରେ ଆୟୋଜିତ ଆନ୍ତ ଜ଼ିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ରେ ୩0 ଜ଼ିଲ୍ଲା ରୁ କ୍ରିକେଟ ଟିମ ଯୋଗ ଦେଇଥିବା ବେଳେ, ଆଜି ନବରଙ୍ଗପୁର ମହିଳା କ୍ରିକେଟ ଦଳ ୮ ଉଇକେଟ ରେ
Read More...

କେଣ୍ଟ୍ ତରଫରୁ ଖେଳିବେ ଅର୍ଶଦୀପ

କେଣ୍ଟ : ଭାରତୀୟ ବାମହାତୀ ସିମ୍ ବୋଲର ଅର୍ଶଦୀପ ସିଂ ଆସନ୍ତା ଇଂଲିଶ କାଉଣ୍ଟି ସିଜନରେ ପ୍ରତିଭା ସମ୍ପନ୍ନ କେଣ୍ଟ୍ ତରଫରୁ ୫ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ । ଏହାଦ୍ୱାରା ରେଡ୍ ବଲରେ ତାଙ୍କ ଦକ୍ଷତା ବୃଦ୍ଧି ପାଇବ । କାଉଣ୍ଟି ଚାମ୍ପିୟନଶିପ୍ ମ୍ୟାଚଗୁଡ଼ିକ ଜୁନ୍ ଓ ଜୁଲାଇରେ ଚାଲିବ ।
Read More...

ଲଗାତାର ଦ୍ୱିତୀୟ ଟେଷ୍ଟ ଚମ୍ପିଆନସିପରେ ଏଣ୍ଟ୍ରି ମାରିଲା ରୋହିତ ସେନା

ନୂଆଦିଲ୍ଲୀ: ଅହମ୍ମଦାବାଦ ଟେଷ୍ଟର ଶେଷ ଦିନରେ ଇତିହାସ ରଚିଛି ଟିମ ଇଣ୍ଡିଆ । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଏଣ୍ଟ୍ରି କରିଛି ଭାରତ । ଅର୍ଥାତ୍ ଚଳିତବର୍ଷ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଟ୍ରଫି ପାଇଁ ଅଷ୍ଟ୍ରେଲିଆକୁ ଭେଟିବ ରୋହିତ ସେନା । ଗତ
Read More...

ଭାରତ ସହିତ ୨୦୨୩ ବିଶ୍ୱକପ ଖେଳିବାକୁ ପାକିସ୍ତାନ ପ୍ରସ୍ତୁତ: ବାବର ଆଜମ

ଇସଲାମାବାଦ: ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ପାକିସ୍ତାନ ସୁପର ଲିଗରେ ବ୍ୟସ୍ତ ଅଛନ୍ତି । ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଏକଦିବସୀୟ ବିଶ୍ୱକପ ବିଷୟରେ ଅଧିନାୟକ ବାବର ଆଜମ ଏକ ବଡ଼ କଥା କହିଛନ୍ତି । ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ସେ ସମ୍ପୂର୍ଣ୍ଣ
Read More...

ତୃତୀୟ ଟେଷ୍ଟରେ ୯ ୱିକେଟରେ ହାରିଲା ଭାରତ

ଇନ୍ଦୋର : ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଓ ମଧ୍ୟରେ ଚାଲିଥିବା ୪ ଶୃଙ୍ଖଳାବିଶିଷ୍ଟ ‘ବର୍ଡର-ଗାଭାସ୍କର ଟ୍ରଫି’ର ୩ୟ ଟେଷ୍ଟ୍ ମ୍ୟାଚରେ ଆଜି ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ୍ ଜିଣିବା ଲାଗି ଅଷ୍ଟ୍ରେଲିଆ ମାତ୍ର ୭୬ ରନ୍ ଆବଶ୍ୟକ କରୁଥିଲା । କିନ୍ତୁ,
Read More...

ନବୀନଙ୍କ ଶୁଭେଚ୍ଛା : ୧୬ରେ ଓଡିଶା ଆସିବେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର : ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟ ପରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖେଳାଳିମାନଙ୍କ ସହିତ କଥା ହେବା ସହ ଚିତାକର୍ଷକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ୧୬ ତାରିଖରେ ବିଜୟୀ ଦଳ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ
Read More...

ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ

ଟୋକିଓ : ଦିର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍ ଆଜି ଇତିହାସ ସୃଷ୍ଟି କରିଛି । ଜର୍ମାନ୍‌କୁ ୫-୪ ଗୋଲ୍‌ରେ ପରାସ୍ତ କରି ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ୧୯୮୦ ମସିହାରେ ଶେଷ ଥର ପାଇଁ ଭାରତୀୟ ପୁରୁଷ ହକି ଟିମ୍ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଆଜି
Read More...

ଲଭଲିନା ଜିତିଲେ କାଂସ୍ୟ : ଅଲମ୍ପିକ୍ ପଦକ ସଂଖ୍ୟା ୩କୁ ବୃଦ୍ଧି

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ମିଳିଛି । ୬୯ କିଲୋଗ୍ରାମ ବିଭାଗରେ ଲଭଲିନା ବିଶ୍ୱ ଚମ୍ପିଆନ ବକ୍ସର ତୁର୍କୀର ବୁସେନାଜ ସୁରମେନେଲିଙ୍କ ଠାରୁ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । ତେବେ ଏହି ପରାଜୟ ତାଙ୍କୁ କାଂସ୍ୟ ପଦକ ଆଣିଦେଇଛି
Read More...

ଫାଇନାଲରେ ପହଞ୍ଚିଲେ ରେସଲର ରବି ଦହିଆ

ଟୋକିଓ: ରେସଲର ରବି ଦହିଆ ଟୋକିଓ ଅଲିମ୍ପିକର ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମ୍ୟାଚରେ ଜିତି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ରବି କାଜାଖୀସ୍ଥାନର ରେସଲର ସାନାୟେଭ ନୁରିସଲାମଙ୍କୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ସୂଚନା ମୁତାବକ ଭାରତୀୟ ରେସଲର
Read More...