Browsing Category

ଖେଳ

ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

କାନବେରା : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ୩ୟ ମ୍ୟାଚ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି। ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ
Read More...

ମୁମ୍ବଇ ଇଣ୍ଡିଆନ୍‌ସକୁ ୫ମ ଆଇପିଏଲ୍‌ ମୁକୁଟ

ଦୁବାଇ: ୨୦୨୦ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି ମୁମ୍ବଇ ଇଣ୍ଡିଆନ୍‌ସ। କ୍ରମାଗତ ୨ ବର୍ଷ ଏହି ସମ୍ମାନଜନକ ଟାଇଟଲ ଜିତିବା ସହ ମୁମ୍ବଇ ସର୍ବାଧିକ ୫ମ ଥର ଆଇପିଏଲ୍‌ ମୁକୁଟ ପିନ୍ଧିପାରିଛି। ମଙ୍ଗଳବାର ଖେଳା ଯାଇଥିବା ବିଶ୍ବର ଏହି ସବୁଠାରୁ ଧନଶାଳୀ
Read More...

ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ : ହ୍ୟାଟ୍ରିକ୍‌ ଟାଇଟଲ ଲକ୍ଷ୍ୟରେ ସୁପରନୋଭାଜ୍

ସାରଜା : ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ ୩ୟ ସଂସ୍କରଣର ଫାଇନାଲ ମ୍ୟାଚ ସୋମବାର ସାରଜାରେ ଗତବର୍ଷର ଚମ୍ପିଆନ ସୁପରନୋଭାଜ୍‌ ଓ ଟ୍ରେଲବ୍ଲେଜର୍ସ ମଧ୍ୟରେ ଖେଳାଯିବ। ହରମନପ୍ରୀତ୍‌ କୌରଙ୍କ ନେତୃତ୍ବାଧିନ ସୁପରନୋଭାଜ୍‌ ହ୍ୟାଟ୍ରିକ୍‌ ଟାଇଟଲ ହାସଲ କରିବା ଲକ୍ଷ୍ୟ ରଖିଥିବା ବେଳେ ସ୍ମୃତି
Read More...

ଆଜି ମୁମ୍ବଇ-ଦିଲ୍ଲୀ କ୍ବାଲିଫାୟର -୧ : ଫାଇନାଲ ଲକ୍ଷ୍ୟରେ ଉଭୟ ଦଳ

ଦୁବାଇ : ଆଇପିଏଲର ୧୩ଶ ସଂସ୍କରଣର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ ଗତବର୍ଷର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ବିଜୟ ସହ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବା ଲକ୍ଷ୍ୟ ରଖିଛନ୍ତି। ପଏଣ୍ଟ ଟେବୁଲର ପ୍ରଥମ ୨ଟି ସ୍ଥାନରେ ଥିବା ଏହି ଦୁଇ
Read More...

ମହିଳା ଟି-୨୦ ଚାଲେଞ୍ଜ୍‍ : ସୁପରନୋଭାଜ୍‌କୁ ହରାଇଲା ଭେଲୋସିଟି

ଶାରଜା : ଆଇପିଏଲ୍‌ ମଧ୍ୟରେ ବୁଧବାରଠାରୁ ୩ ଦଳ ବିଶିଷ୍ଟ ମହିଳା ଟି୨୦ ଚ୍ୟାଲେଞ୍ଜ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‌ରେ ମିତାଲି ରାଜ୍‌ଙ୍କ ଦଳ ଭେଲୋସିଟି ୫ ୱିକେଟରେ ସୁପରନୋଭାଜ୍‌କୁ ପରାସ୍ତ କରିଛି। ହରମନପ୍ରୀତ କୌର ଓ ଚମାରି ଅଟ୍ଟାପଟୁଙ୍କ ଅର୍ଦ୍ଧଶତକ ବଳରେ
Read More...

୩୨ ବର୍ଷ ବୟସରେ ପାଦ ଥାପିଲେ ବିରାଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍‌ କୋହଲି ଗୁରୁବାର ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି।  ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ସେ ନଭେମ୍ବର ୫ ତାରିଖ ୧୯୮୮ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ମଧ୍ୟ
Read More...

୨୦୨୧ ଆଇପିଏଲ୍‌ରେ‌ ସିଏସ୍‌କେ ପାଇଁ ଖେଳିବେ ଧୋନି

ଆବୁଧାବି : ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପ୍ରଶଂସକଙ୍କ ପାଇଁ ଏହା ବହୁତ ବଡ଼ ଖୁସିର ଖବର। ୨୦୨୧ ଆଇପିଏଲ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସିଏସ୍‌କେ ପାଇଁ ହିଁ ଖେଳିବେ। ରବିବାର ଆଇପିଏଲ୍‌-୧୩ରେ ସିଏସ୍‌କେର ବିଦାୟୀ ମ୍ୟାଚ୍ ପୂର୍ବରୁ ଏହି ବଡ଼ ଘୋଷଣା କରିଛନ୍ତି ଧୋନି। ଚଳିତ
Read More...

ଆଇପିଏଲ୍‌ରେ ୨ ଥର ୬୦୦ ରନ୍‌: କୋହଲିଙ୍କ ପରେ ରାହୁଲ ୨ୟ ଭାରତୀୟ

ଦୁବାଇ: ଆଇପିଏଲ୍‌ ଇତିହାସରେ ୨ୟ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଭାବେ ୬ ଶହ କିମ୍ବା ଅଧିକ ରନ୍ ସ୍କୋର୍ କରିଛନ୍ତି କେ.ଏଲ୍‌. ରାହୁଲ। ଚଳିତ ସିଜିନ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବର ଅଧିନାୟକ ରାହୁଲ ଅଦ୍ୟାବଧି ୧୩ଟି ମ୍ୟାଚ୍‌ରୁ ମୋଟ ୬୪୧ ରନ୍ ସ୍କୋର୍ କରି ସାରିଛନ୍ତି। ଶୁକ୍ରବାର ରାଜସ୍ଥାନ
Read More...

ପ୍ରଥମ ଦିନିକିଆ : ଜିମ୍ବାୱେକୁ ୨୬ରନରେ ହରାଇଲା ପାକିସ୍ତାନ

ରାୱଲପିଣ୍ଡି:ପାକିସ୍ତାନ ଗସ୍ତରେ ଆସିଥିବା ଜିମ୍ବାୱେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ୍‌ର ଶୁକ୍ରବାର ରାୱଲପିଣ୍ଡିରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚରେ ପାକିସ୍ତାନ ୨୬ରନରେ ଜିମ୍ବାୱେକୁ ପରାସ୍ତ କରିଛି।ଘରୋଇ ପାକିସ୍ତାନ ଟସ୍‌ ଜିତି ପ୍ରଥମେ
Read More...

କଡ଼ା ମୁକାବିଲାରେ ପଞ୍ଜାବ – ରାଜସ୍ଥାନ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୫୦ତମ ମ୍ୟାଚ ଶୁକ୍ରବାର ଆବୁଧାବିରେ ରାଜସ୍ଥାନ ରୟାଲ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମୁହଁାମୁହିଁ ହେବେ। ପ୍ଲେ ଅଫ ଆଶା ବଜାୟ ରଖିବା ନେଇ ଦୁଇ ଦଳ ପାଇଁ ମ୍ୟାଚ ବହୁତ ଗୁରୁତ୍ବପୂର୍ଣ୍ଣ। ଷ୍ଟିଭ୍‌ ସ୍ମିଥ୍‌ଙ୍କ
Read More...