Browsing Category

ଖେଳ

ହକି ପରେ ରଗ୍‌ବି ପ୍ରା‌ୟୋଜକ ହେଲା ଓଡ଼ିଶା

ଭୁବନେଶ୍ବର: କ୍ରୀଡ଼ା‌ ପ୍ରୋତ୍ସା‌ହନରେ ଓଡ଼ିଶା ଯେ ଦେଶର ଏକ ନମ୍ବର ରାଜ୍ୟ। ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଦୁଇ ବର୍ଷ ତଳେ ହକି ଇଣ୍ଡିଆ ସହ ପାଞ୍ଚ ବର୍ଷିୟା ଚୁକ୍ତି କରି କୌଣସି ଖେଳର ପ୍ରାୟୋଜକ ହେବାରେ ପ୍ରଥମ ରାଜ୍ୟ ପାଲଟିଥିଲା ଓଡ଼ିଶା। ଏବେ ଶକ୍ତି, ସାମର୍ଥ୍ୟ ଓ ସାହସର ଖେଳ
Read More...

ରୋନାଲ୍‌ଡୋଙ୍କୁ କରୋନା

ଲିସବନ: ପର୍ତ୍ତୁଗାଲର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ପର୍ତ୍ତୁଗାଲ ଫୁଟ୍‌ବଲ୍‌ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ପଜିଟିଭ୍‌ ଆସିଥିଲେ ମଧ୍ୟ ୩୫ ବର୍ଷୀୟ ଜୁଭେଣ୍ଟସ ଷ୍ଟ୍ରାଇକର ରୋନାଲ୍‌ଡୋଙ୍କ ନିକଟରେ କୌଣସି ଲକ୍ଷଣ ନାହିଁ।
Read More...

ନାରାୟଣ ପୂର୍ବଭଳି ନାହାନ୍ତି: ପିଟରସନ୍‌

ଦୁବାଇ: ସନ୍ଦେହଜନକ ବୋଲିଂ ଢଙ୍ଗ ପାଇଁ ଚର୍ଚ୍ଚାକୁ ଆସିଥିବା ୱେଷ୍ଟଇଣ୍ଡିଜ୍‌ ସ୍ପିନର୍‌ ସୁନିଲ ନାରାୟଣ ଆଉ ପୂର୍ବଭଳି ବୋଲର ନାହାନ୍ତି ବୋଲି ମତ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ୍ ପିଟରସନ୍‌। ସୋମବାର ନାରାୟଣଙ୍କ ବିନା ଖେଳିଥିବା କେକେଆର୍‌ ମଧ୍ୟ ୮୨ ରନ୍‌ର ବଡ଼ ବ୍ୟବଧାନରେ
Read More...

ୱାର୍ଣ୍ଣର-ଧୋନି ଲଢ଼େଇ ଆଜି

ଦୁବାଇ : ୟୁଏଇରେ ଖେଳାଯାଉଥିବା ଆଇପିଏଲ୍‌ରେ ମଙ୍ଗଳବାର ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନ୍‌ରାଇଜର୍ସ ହାଇଦରାବାଦ୍‌ ଦଳର ମୁକାବିଲା ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପର କିଙ୍ଗ୍‌ସ ସହ ହେବ।ଆଇପିଏଲ୍‌ର ଚଳିତ ସଂସ୍କରଣରେ ବର୍ତ୍ତମାନ ସୁଦ୍ଧା ନୈରାଶ୍ୟଜନକ ପ୍ରଦର୍ଶନ
Read More...

ଦେବାଳିଆ ଆଇନ ସଂଶୋଧନ ବିଲ୍-୨୦୨୦ ରାଜ୍ୟସଭାରେ ଗୃହିତ

ନୂଆଦିଲ୍ଲୀ: ଦେବାଳିଆ ଆଇନ ଦ୍ୱିତୀୟ ସଂଶୋଧନ ବିଲ୍ ୨୦୨୦ ଶନିବାର ରାଜ୍ୟସଭାରେ ପାସ୍ ହୋଇଛି । ୨୦୧୬ ଦେବାଳିଆ ଆଇନରେ ଏହି ବିଲ୍ କିଛି ସଂଶୋଧନ ଆଣିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲ୍କୁ ଉପସ୍ଥାପନ କରିଥିଲେ । ବ୍ୟକ୍ତିବିଶେଷ ଓ କମ୍ପାନିମାନେ ଯେତେବେଳେ ସେମାନଙ୍କର ବକେୟା ଋଣ
Read More...

ଅଷ୍ଟ୍ରେଲିଆ କ୍ରିକେଟ୍‍କୁ ଦର୍ଶକ ଫେରିବେ

ମେଲ୍‌ବୋର୍ଣ୍ଣ : ମାର୍ଚ୍ଚରେ ସାରାବିଶ୍ୱ ମହାମାରୀ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରଥମଥର ପାଇଁ ଆନ୍ତର୍ଜାତିକ କ୍ରିକେଟ୍‍ ମ୍ୟାଚ୍‍ ଦେଖିବାକୁ ଯାଉଛନ୍ତି ଦର୍ଶକ। କ୍ରିକେଟ୍‍ ଅଷ୍ଟ୍ରେଲିଆ ଚଳିତମାସ ଷ୍ଟାଡିୟମ୍‍ର ଗ୍ୟାଲେରୀକୁ କିଛି ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦେବାକୁ
Read More...

ଲଦାଖରେ ବିଭିନ୍ନ କ୍ରୀଡ଼ା ପ୍ରକଳ୍ପର ଶିଳାନ୍ୟାସ କଲେ ରିିଜିଜୁ

ଲେହ୍ : ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ବିଭିନ୍ନ କ୍ରୀଡ଼ା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁ। ଏସବୁ କ୍ରୀଡ଼ା ପ୍ରକଳ୍ପ ନିମନ୍ତେ ୧୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଲେହାଟ୍‌ ଓପନ୍‌ ଷ୍ଟାଡ଼ିୟମରେ ସିନ୍ଥେଟିକ ଟ୍ରାକ୍ ଓ ଆଷ୍ଟ୍ରୋ
Read More...

ଶ୍ରୀଶାନ୍ତଙ୍କ ବାସନ୍ଦ ଅବଧି ସରିଲା : ଖେଳିବାକୁ ପ୍ରସ୍ତୁତି

କୋଚି: ଗତ କିଛି ମାସ ହେଲା ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ୍ ବୋଲର ଶାନ୍ତାକୁମାରନ ଶ୍ରୀଶାନ୍ତ ଏହି ଦିନକୁ ଅପେକ୍ଷା କରିଥିଲେ -୨୦୨୦ ସେପ୍ଟେମ୍ବର ୧୩ । ଏହିଦିନ ବିସିସିଆଇ ଶ୍ରୀଶାନ୍ତଙ୍କ କ୍ରିକେଟ୍ ଖେଳିବା ଉପରେ ଲଗାଯାଇଥିବା ୭ବର୍ଷର ବାସନ୍ଦ ଅବଧି ସମାପ୍ତ ହୋଇଯାଇଛି । ତେବେ
Read More...

ନାଓମି ଓସାକାଙ୍କୁ ୟୁଏସ୍‍ ଓପନ ଟେନିସ୍‍ ମହିଳା ସିଙ୍ଗିଲ୍ସ ଟାଇଟଲ

ନ୍ୟୁୟର୍କ : ଜାପାନର ନାଓମି ଓସାକା ୟୁଏସ୍‍ ଓପନ ଟେନିସ୍‍ ମହିଳା ସିଙ୍ଗିଲ୍ସ ଟାଇଟଲ ହାସଲ କରିଛନ୍ତି। ଶନିବାର ରାତିରେ ନ୍ୟୁୟର୍କଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସେ ବେଲାରୁଷ୍‍ର ଭିକ୍ଟୋରିଆ ଆଜାରିଙ୍କାଙ୍କୁ  ୧-୬, ୬-୩ ଓ ୬-୩ ସେଟରେ ପରାସ୍ତ କରି ଏହି ଟାଇଟଲ ସହ ତୃତୀୟ
Read More...

ପ୍ରଥମ ଆମେରିକୀୟ ଭାବେ ଆଇପିଏଲ୍‌ ଖେଳିବେ ଅଲୀ ଖାଁ

ଆବୁଧାବି: ଆଇପିଏଲ୍‍ ଇତିହାସରେ ପ୍ରଥମଥର ପାଇଁ ଆମେରିକାର ଜଣେ କ୍ରିକେଟର ଖେଳିବାକୁ ଯାଉଛନ୍ତି। ସେ ହେଉଛନ୍ତି କଲକାତା ନାଇଟ ରାଇଡର୍ସ (କେକେଆର୍‍)ର ଫାଷ୍ଟବୋଲର ଅଲୀ ଖାଁ। ଅବଶ୍ୟ ଅଦ୍ୟାବଧି ଅଲୀ ଖାଁ କେକେଆର୍‍ ଦଳରେ ସାମିଲ ହୋଇନାହାନ୍ତି। ଇଂଲଣ୍ଡର ପେସ୍‍ ବୋଲର ହ୍ୟାରି ଗର୍ନି ଆହତ
Read More...