ୱାଙ୍ଖେଡ଼େରେ ଏକ ଆସନ ଧୋନିଙ୍କ ନାମରେ ନାମିତ ହେବ
ମୁମ୍ବଇ: ୨୦୧୧ ବିଶ୍ୱକପ୍ ଫାଇନାଲରେ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଶ୍ରୀଲଙ୍କା ବିପକ୍ଷରେ ମହେନ୍ଦ୍ର ସିଂହ ଧୋନି ବିଜୟସୂଚକ ଛକା ମାରିବାର ଦୃଶ୍ୟ କୌଣସି କ୍ରିକେଟପ୍ରେମୀ ଭୁଲିପାରିବେ ନାହିଁ। ଗତ ଶନିବାର ଧୋନି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଥିବା ବେଳେ ଏହି ମହାନ୍!-->…
Read More...
Read More...