Browsing Category

ଖେଳ

ଅଡ଼ୁଆରେ ବିରାଟ କୋହଲି, ମାଡ଼୍ରାସ ହାଇକୋର୍ଟରେ ମାମଲା ରୁଜୁ

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଅଡ଼ୁଆରେ । ଆଗକୁ ଆଇପିଏଲ୍ ଥିବା ସମୟରେ ରୟାଲ ଚ୍ୟାଲେଞ୍ଜର୍ସ କ୍ୟାପଟେନ୍ ବିରାଟ କୋହଲିଙ୍କୁ ଗିରଫ କରିବା ନିମନ୍ତେ ମାଡ଼୍ରାସ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଅନଲାଇନ୍ ଜୁଆ ଖେଳକୁ ପ୍ରୋତ୍ସାହନ କରୁଥିବା ଏକ ମୋବାଇଲ ଆପ୍ ବିଜ୍ଞାପନ
Read More...

ଆଇପିଏଲ୍‍ ଭାଷ୍ୟକାର ତାଲିକାରେ ସାମିଲ ପାଇଁ ମାଞ୍ଜ୍ରେକରଙ୍କ ଅନୁରୋଧ

ମୁମ୍ବଇ: ଚଳିତ ବର୍ଷ ମାର୍ଚ୍ଚରେ ପୂର୍ବତନ ଭାରତୀୟ ବ୍ୟାଟ୍‍ସମ୍ୟାନ ସଞ୍ଜୟ ମାଞ୍ଜ୍ରେକରଙ୍କୁ ତା’ର ଭାଷ୍ୟକାର ପ୍ୟାନେଲରୁ ବାଦ୍‍ ଦେଇଥିଲା ବିସିସିଆଇ। ଭାରତରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିରୋଧରେ ସୀମିତ ଓଭର ସିରିଜ୍‍ ପୂର୍ବରୁ ବିସିସିଆଇ ଏପରି ନିଷ୍ପତ୍ତି ନେଇଥିଲା। ତେବେ ଦେଶରେ
Read More...

ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ କମିଟିରେ ସେହ୍ୱାଗ ଓ ସର୍ଦ୍ଦାର

ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଓ ହକି ତାରକା ସର୍ଦ୍ଦାର ସିଂହ ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ ଲାଗି ଗଠିତ ୧୨ଜଣିଆ ମନୋନୟନ କମିଟି ପ୍ୟାନେଲରେ ସ୍ଥାନ ପାଇଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଗଠିତ ଏହି କମିଟି ଚଳିତ ବର୍ଷ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଧାର କରି
Read More...

ଭାରତୀୟ ଫୁଟବଲ୍ ଖେଳାଳିମାନେ ବିଦେଶରେ ଖେଳିବା ଆବଶ୍ୟକ

ନୂଆଦିଲ୍ଲୀ: ଭାରତୀୟ ଦଳର ଫୁଟବଲ୍ ଖେଳାଳି ମାନେ ବିଦେଶରେ ଆୟୋଜିତ ହେଉଥିବା ଫୁଟବଲ୍ ଲିଗ ମାନଙ୍କରେ ଖେଳିବା ଆବଶ୍ୟକ ବୋଲି ପୂର୍ବତନ ଭାରତୀୟ ଫୁଟବଲ୍ ଦଳର ଅଧିନାୟକ ବାଇଚୁଙ୍ଗ ଭୂତିଆ କହିଛନ୍ତି । ବିଦେଶ ଲିଗ ମାନଙ୍କରେ ଖେଳିବା ଦ୍ୱାରା ଭାରତୀୟ ଖେଳାଳିଙ୍କ ଦକ୍ଷତା ବୃଦ୍ଧି ପାଇବ । ଯାହା
Read More...

ବାପା ହେଲେ ହାର୍ଦିକ ପାଣ୍ଡ୍ୟା; ପ୍ରଶଂସକଙ୍କଠାରୁ ଶୁଭେଚ୍ଛାର ସୁଅ

କ୍ରିକେଟ ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟା ପିତା ହୋଇଛନ୍ତି । ଏ ସମ୍ପର୍କରେ ତାଙ୍କ ବାପା ସୂଚନା ଦେଇଛନ୍ତି । କୋଭିଡ୍‌ ମହାମାରୀ ବେଳେ ହାର୍ଦ୍ଦିକ ନତାଶାଙ୍କୁ ବିବାହ କରିଥିବା ନେଇ ସୋସିଆଲ୍‌ ମିଡିଆରେ ପୋଷ୍ଟ ସେୟାର କରିଥିଲେ । ଏହି ସମୟରେ ନାତାଶା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଚାଲିଥିଲା
Read More...

୫୦୦ ଟେଷ୍ଟ ୱିକେଟ୍ କ୍ଲବରେ ଷ୍ଟୁଆର୍ଟ ବ୍ରଡ଼: ଇତିହାସ ରଚିବାରେ ବିଶ୍ବର ୭ମ ବୋଲର

ମାଞ୍ଚେଷ୍ଟରର ଓଲ୍ଡ଼ ଟ୍ରାଫର୍ଡ଼ ପଡ଼ିଆରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ତିନି ମ୍ୟାଚର ଶୃଙ୍ଖଳାର ଅନ୍ତିମ ତଥା ନିର୍ଣାୟକ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି ଷ୍ଟୁଆର୍ଟ ବ୍ରଡ଼ । ୱେଷ୍ଟଇଣ୍ଡିଜର ଓପନିଂ ବ୍ୟାଟ୍ସମ୍ୟାନ କ୍ରେଗ ବ୍ରେଥବେଟଙ୍କୁ ଲେଗ୍ ବିଫୋର ଆଉଟ କରି ନିଜ ଦଳ ପାଇଁ ତ ସଫଳତା
Read More...

ଆଇସିସି ସଭାପତି ହେବା ପାଇଁ ଗାଙ୍ଗୁଲି ଯୋଗ୍ୟ: ସାଙ୍ଗାକାରା

କଲମ୍ବୋ : ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଆନ୍ତର୍ଜାତିକ କ୍ରିକେଟ୍‍ ପରିଷଦ (ଆଇସିସି)ର ସଭାପତି ହେବା ପାଇଁ ଯୋଗ୍ୟ। ଏଥିପାଇଁ ଗାଙ୍ଗୁଲିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର
Read More...

ବିଦେଶୀ କ୍ଲବ ତରଫରୁ ଖେଳି ପାରନ୍ତି ସାଣ୍ଡେସ

ନୂଆଦିଲ୍ଲୀ: ବିଦେଶୀ କ୍ଲବ ତରଫରୁ ଭାରତୀୟ ଫୁଟବଲ ଦଳର ଡିଫେଣ୍ଡର ସାଣ୍ଡେସ ଝିଙ୍ଗହାନ ଖେଳିପାରନ୍ତି ବୋଲି ଭାରତୀୟ ଫୁଟବଲ ସହକାରୀ ପ୍ରଶିକ୍ଷକ ସାନୁମଗମ ଭେଙ୍କଟେଶ କହିଛନ୍ତି । ପୂର୍ବରୁ ସାଣ୍ଡେଶ ଆଇଏସଏଲରେ କେରଳା ବ୍ଲାଷ୍ଟର ପାଇଁ ଖେଳୁଥିବା ଚୁକ୍ତିକୁ କେରଳ ଏହି ବର୍ଷ ବାତିଲ କରିଦେଇଛି
Read More...

୨୦୨୧ରେ ଅଲିମ୍ପିକ୍ସ ନିଶ୍ଚିନ୍ତ: ଆଇଓଏ

ନୂଆଦିଲ୍ଲୀ: ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ ଅଲିମ୍ପିକ୍ସ । କିନ୍ତୁ ବିଶ୍ୱରେ କରୋନା ମହାମାରୀର ସଂକଟ ସମୟରେ ଆସନ୍ତା ବର୍ଷ କ୍ରୀଡା ହୋଇପାରିବକି ନାହିଁ , ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାର ଉତରରେ ଭାରତୀୟ ଅଲିମ୍ପିକ୍ସ ସଂଘ ନିଶ୍ଚିତ ଯେ ଆସନ୍ତାବର୍ଷ ଟୋକିଓରେ ଅଲିମ୍ପିକ୍ସ
Read More...

ସେପ୍ଟେମ୍ବର ୧୯ରୁ ଆଇପିଏଲ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ସବୁଜସଙ୍କେତ ଦେଇଛନ୍ତି। ୟୁନାଇଟେଡ୍‌ ଆରବ ଏମିରେଟ୍‌ସ(ୟୁଏଇ)ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ମଧ୍ୟରେ ସମସ୍ତ ମ୍ୟାଚ ଆୟୋଜନ କରାଯିବ। ନଭେମ୍ବର ୮ରେ
Read More...