Browsing Category

ଖେଳ

ଟୋକିଓ ଅଲିମ୍ପିକ୍‌ସ -୨୦୨୧, ଅବଗଣନା ଆରମ୍ଭ

ଟୋକିଓ : କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଥିବା ଟୋକିଓ ଅଲିମ୍ପିକ୍‌ସ ଅବଗଣନା ଆରମ୍ଭ ହୋଇଛି। ଆଉ ବର୍ଷେ ପରେ ଟୋକିଓ ଅଲିମ୍ପିକ୍‌ସ ଆରମ୍ଭ ହେବ। ଠିକ୍‌ ଏକବର୍ଷ ପୂର୍ବରୁ ଟୋକିଓ ଅଲିମ୍ପିକ୍‌ସ କାଉନଡାଉନ୍ ଆରମ୍ଭ ହୋଇଥିଲା। ସେତେବେଳେ ଅବଗଣନା ବେଶ ଧୁମ୍‌ଧାମରେ ଆରମ୍ଭ ହୋଇଥିଲା। କରୋନା
Read More...

ସେପ୍ଟେମ୍ବର ୧୯ରୁ ଆଇପିଏଲ୍‍: ରିପୋର୍ଟ

ନୂଆଦିଲ୍ଲୀ : ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ସ୍ଥଗିତ ରହିବା ପରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ ଯେପରି ନୂଆ ଜୀବନ ପାଇଯାଇଛି। ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଆଇପିଏଲ୍‍ ଖେଳାଯିବ; ଯଦି ଭାରତ ସରକାର ଏଥିପାଇଁ ଅନୁମତି ଦିଅନ୍ତି। ୟୁଏଇରେ ଆଇପିଏଲ୍‍ ଆୟୋଜନ ପାଇଁ ଅନୁମତି ଦେବାକୁ
Read More...

ୟୁଏଇରେ IPL ନିମନ୍ତେ ସରକାରଙ୍କ ଅନୁମତି ଲୋଡ଼ିବ BCCI

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସରକାରୀ ଅନୁମତି ମାଗିବ । ଆଇପିଏଲ୍ ମୁଖ୍ୟ  ବ୍ରିଜେଶ ପଟେଲ ମଙ୍ଗଳବାର ଏ ସଂପର୍କରେ ସୂଚନା ଦେଇଛନ୍ତି । ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ
Read More...

ମାଞ୍ଚେଷ୍ଟର୍ ଟେଷ୍ଟ: ଫଲୋଅନ୍ ଏଡ଼ାଇଲା ଇଣ୍ଡିଜ୍

ମାଞ୍ଚେଷ୍ଟର୍‌: ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ୍‌ ନାଟକୀୟ ମୋଡ଼ ନେଇଛି। ଇଂଲଣ୍ଡର ପ୍ରଥମ ପାଳି ୪୬୯/୯ ଜବାବରେ ଚତୁର୍ଥ ଦିନ ଖେଳରେ ଶେଷ ଖବର ମିଳିବା ବେଳକୁ ୱେଷ୍ଟଇଣ୍ଡିଜ୍‌ ୮ ୱିକେଟରେ ୨୮୩ ରନ୍ ସଂଗ୍ରହ କରି ଫଲୋଅନ ଏଡ଼ାଇ ନେଇଛି। ତଥାପି ଭ୍ରମଣକାରୀ ଜାସନ୍‌ ହୋଲଡରଙ୍କ ଦଳ ଏବେ
Read More...

ଆଇପିଏଲ୍ ୨୦୨୦ : ଧୋନି-ବିରାଟ-ରୋହିତଙ୍କ ଭଳି ଅଧିନାୟକଙ୍କ ଗୋଟିଏ ସିଜନର ଦରମା କେତେ ?

ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି। ଶୁକ୍ରବାର ଅନୁଷ୍ଠିତ ବିସିସିଆଇ ବୈଠକରେ ଆଇପିଏଲ୍ ଆୟୋଜନ ଉପରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ, ବିଶ୍ୱର ସର୍ବବୃହତ କ୍ରିକେଟ୍ ଲିଗ୍ ଦେଶ ବାହାରେ ଆୟୋଜିତ ହେବ। ଆଇପିଏଲ
Read More...

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ବେରୀ ଜର୍ମନଙ୍କ ପରଲୋକ

ଆଡିଲେଡ: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ତଥା ଆଇସିସି ମ୍ୟାଚ ରେଫରୀ ବେରୀ ଜର୍ମନଙ୍କ ୮୪ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି। ଏଥି ନେଇ ଦକ୍ଷିଣ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ଖେଳାଳି ଭାବେ ପରିଚିତ ଜର୍ମନ
Read More...

ଆଇପିଏଲ୍‌ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଛି ୟୁଏଇ

ଦୁବାଇ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଆୟୋଜନ ନେଇ ନାନା ମତ ପ୍ରକାଶ ପାଉଛି। ଯଦି ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ସ୍ଥଗିତ ରହେ ତେବେ ସେହି ସମୟରେ ଆଇପିଏଲ୍‌ ଆୟୋଜନ ପାଇଁ ବିସିସିଆଇ
Read More...

ଅର୍ଜୁନ ପୁରସ୍କାର ବିଜେତା ରମେଶ ଟୀକାରମଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ଅର୍ଜୁନ ପୁରସ୍କାର ବିଜେତା ପୂର୍ବତନ ପାରା ବ୍ୟାଡମିଂଟନ ଖେଳାଳି ତଥା ପୂର୍ବତନ ବ୍ୟାଡମିଂଟନ କୋଚ ରମେଶ ଟୀକାରମ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ବେଙ୍ଗାଲୁରୁର ଏକ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା । ପିସିଆଇର ଜେନେରାଲ
Read More...

ସୈାରଭ ଗାଙ୍ଗୁଲିଙ୍କ ଭାଇଙ୍କୁ କରୋନା

ମୁମ୍ବାଇ: ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟର ସୈାରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନା ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଏଥିପାଇଁ ସୈାରଭ ଗାଙ୍ଗୁଲି ଏବେ ହୋମ୍ କ୍ୱାରେଂଟାଇନ୍ ରେ ଅଛନ୍ତି । ସ୍ନେହାଶିଷ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗାଲର ସହସମ୍ପାଦକ
Read More...

ଫୁଟବଲ୍ ଖେଳାଳି ସୟଦ ସାହିଦଙ୍କୁ କରୋନା

ନୂଆଦିଲ୍ଲୀ: ପୂର୍ବତନ ଅଲିମ୍ପିଆନ ଫୁଟବଲ୍ ଖେଳାଳି ସୟଦ ସାହିଦ ହାକିମ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହାକିମ୍ଙ୍କୁ ଏବେ ୮୧ ବର୍ଷ ହୋଇଛି । ସେ ହାଇଦ୍ରାବାଦର ଏକ କ୍ୱାରେଂଟାଇନ୍ କେନ୍ଦ୍ରରେ ଚିକିତ୍ସିତ ହୋଇଥିବା ସୂଚନା ଦେଇଛନ୍ତି । ଭାରତୀୟ କ୍ରୀଡା ପ୍ରାଧିକରଣର ମୁଖ୍ୟ ଯୋଜନା ନିର୍ଦେଶକ
Read More...