Browsing Category

ଖେଳ

ଫିଫା ବିଶ୍ୱକପର ମ୍ୟାଚ୍ ସୂଚି ଘୋଷଣା

ଦୋହା: କାତାରରେ ଆୟୋଜିତ ହେବ ୨୦୨୨ ଫିପା ବିଶ୍ୱକପ୍ । ଟୁର୍ଣ୍ଣମେଂଟ ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୧୮ ତାରିଖରେ ଶେଷ ହେବ । ୩୨ଟି ଦଳକୁ ନେଇ ୫ଟି ସହରର ୮ଟି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜିତ ହେବ । ଫିପା ପକ୍ଷରୁ ଆଜି ବିଶ୍ୱକପର ମ୍ୟାଚ୍ ସୂଚି ଘୋଷଣା କରାଯାଇଛି । ନଭେମ୍ବର ୨୧ରେ
Read More...

ଇସ୍ତଫା ଦେଲେ ହକି ଇଣ୍ଡିଆ ଅଧ୍ୟକ୍ଷ

ନୂଆଦିଲ୍ଲୀ- ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମୁସ୍ତାକ ଅହମ୍ମଦ । ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହିତ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମଣିପୁର ଜ୍ଞାନେନ୍ଦ୍ର ନିଙ୍ଗୋବମଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଜ୍ଞାନେନ୍ଦ୍ର ମଣିପୁରରେ ଥିବା ଏକ
Read More...

ସୁନୀଲ ଗାଭାସ୍କରଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ- ଶୁକ୍ରବାର ହେଉଛି ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ । ସେ ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୪୯ ମସିହା ଜୁଲାଇ ୧୦ ତାରିଖରେ ମୁମ୍ବାଇ ରେ ଜନ୍ମ ଗ୍ରହଣ କରିଥିଲେ । ସନ୍ନି ଓ ଲିଟିଲ୍ ମାଷ୍ଟର ନାଁରେ ଜଣାଶୁଣା ଏହି ମହାନ ଖେଳାଳିଙ୍କ ପୂରା ନାଁ- ସୁନୀଲ ମନୋହର ଗାଭାସ୍କର
Read More...

ଆଇପିଏଲ୍ ବାତିଲ୍ ହେଲେ ବିସିସିଆଇକୁ୪୦୦୦ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ: ମହାମାରୀ କୋରନା ଯୋଗୁ ଚଳିତ ବର୍ଷର ଆଇପିଏଲ୍ ବାତିଲ୍ ହେଲେ ଭାରିୀୟ କ୍ରିକେଟ୍ କଂଟ୍ରୋଲ ବୋଡର଼୍(ବିସିସିଆଇ) ୪୦୦୦ କୋଟି ଟଙ୍କା କ୍ଷତି ସହିବ । ବିସିସିଆଇ ସଭାପତି ସୈାରଭ ଗାଙ୍ଗୁଲି କହିଛନ୍ତି, ।“ଆମର ଆର୍ଥିକ ସ୍ଥିତିକୁ ପରୀକ୍ଷା କରିବାକୁ ପଡିବ, ଆମ ପାଖରେ କେତେ ଟଙ୍କା ଅଛି
Read More...

ହକି କିମ୍ବନ୍ଦନ୍ତୀ ବଲବୀର ସିଂହ ଗୁରୁତର

ଚଣ୍ଡୀଗଡ଼: ହକି କିମ୍ବନ୍ଦନ୍ତୀ ବଲବୀର ସିଂହ ହୃଦ୍‌ଘାତର ଶିକାର ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ମୋହାଲିସ୍ଥିତ ଫର୍ଟିସ ମେଡିକାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା ଚାଲିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ବଲବୀର ୩ଥର ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ବିଜୟୀ
Read More...

ବୁମ୍ରା ପାଇଲେ ବିସିସିଆଇର ଦୁଇ ବଡ଼ ପୁରସ୍କାର

ମୁମ୍ବାଇ: ଭାରତୀୟ ପେସ୍ ଆକ୍ରମଣର ମୁଖ୍ୟ ଅସ୍ତ୍ର ସାଜିଥିବା ଯଶପ୍ରୀତ ବୁମ୍ରାଙ୍କୁ ୨୦୧୮-୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରେ ଦମଦାର ପ୍ରଦର୍ଶନ ଯୋଗୁ ସମ୍ମାନଜନକ ପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ କରାଯାଇଛି। ରବିବାର ମୁମ୍ବାଇରେ ଆୟୋଜିତ ବିବିସିଆଇର ବାର୍ଷିକ ପୁରସ୍କାର ସମାରୋହରେ
Read More...

ସିଏଏକୁ ମିଳିଲା ଟିମ୍ ଇଣ୍ଡିଆ କୋଚ୍ ଶାସ୍ତ୍ରୀଙ୍କ ସମର୍ଥନ

ପୁଣେ: ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନାଗରିକତା ସଂଶୋଧନ ବିଧେୟକ (ସିଏଏ)କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଭାରତୀୟ ନାଗରିକଙ୍କୁ ଧୈର୍ଯ୍ୟର ସହ ଏ (ସିଏଏ) ସମ୍ବନ୍ଧରେ ବିଚାର କରିବାର ଆବଶ୍ୟକତା ରହିଛି। ମୁଁ ୧୮ ବର୍ଷର ଥିଲା ବେଳେ ଭାରତ ପକ୍ଷରୁ ଖେଳିଆସୁଛି।
Read More...

ଏହି ବଡ଼ ରେକର୍ଡ ଅପେକ୍ଷାରେ ବୁମ୍ରା

ପୁଣେ: ଦୀର୍ଘ ଚାରିମାସ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ବଡ଼ ରେକର୍ଡ କରିପାରନ୍ତି। ବୁମ୍ରା ଟି-୨୦ ଫର୍ମାଟରେ ଏପର୍ଯ୍ୟନ୍ତ ୫୨ ୱିକେଟ୍ ନେଇସାରିଛନ୍ତ।
Read More...

ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି: ଫାଇନାଲରେ ଇଣ୍ଡିଆ-ବି ଓ ଇଣ୍ଡିଆ-ସି

ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଇଣ୍ଡିଆ-ବି ଓ ଇଣ୍ଡିଆ-ସି। ତେବେ ଲଗାତର ତିନୋଟି ମ୍ୟାଚ୍ ହାରିବା ସହ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ଏ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଶୁକ୍ରବାର ସକାଳ ୧୧ଟା ବେଳେ
Read More...

ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ପାଇଁ ଚୟନ ଚିନ୍ତା

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଏହି ମ୍ୟାଚରେ ଭାରତ ତା’ର ବେଞ୍ଚଷ୍ଟ୍ରେନ୍ଥକୁ ସୁଯୋଗ ଦେଇପାରେ। ଏପର୍ଯ୍ୟନ୍ତ ସୁଯୋଗ ପାଇନଥିବା ସଞ୍ଜୁ ସାମସନ୍ ଓ ମନିଷ ପାଣ୍ଡେଙ୍କୁ ଆସନ୍ତାକାଲି ସୁଯୋଗ
Read More...