Browsing Category

ଖେଳ

ବୀରେନ୍ଦ୍ର ଓ ଅମିତଙ୍କୁ ଟୋକିଓ ଅଲିମ୍ପିକ ଟିକେଟ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ପୁରୁଷ ହକି ଟିମ୍‌ରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ମନୋନିତ ହୋଇଛନ୍ତି । ଫଳରେ ଉଭୟ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଗତକାଲି ଦୀପଗ୍ରେସ ଏକ୍କା ମହିଳା ହକି ଦଳରେ ସ୍ଥାନ ପାଇଥିଲେ । ବୀରେନ୍ଦ୍ର ଓ
Read More...

ୟୁଏଇରେ ସେପ୍ଟେମ୍ବର ୧୯ରୁ ଆଇପିଏଲ୍

ନୂଆଦିଲ୍ଲୀ: ଆସନ୍ତା ସେପ୍େଟମ୍ବର ମାସ ୧୯ ତାରିଖରୁ ୟୁଏଇରେ ଆଇପିଏଲ ସିଜିନ-୧୪ର ଅବଶିଷ୍ଟ ମ୍ୟାଚ୍ ଗୁଡିକ ଖେଳାଯିବ ବୋଲି ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ମ୍ୟାଚ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ
Read More...

ରାଉରକେଲାରେ ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମ ନିର୍ମାଣ ଆରମ୍ଭ

ରାଉରକେଲା : ଇସ୍ପାତ ସହରର ରାଉରକେଲାରେ ଆଜିଠାରୁ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ପ୍ରସ୍ତାବିତ ବିପିୟୁଟି ପରିସରସ୍ଥ ପ୍ରସ୍ତାବିତ ଅଂଚଳରେ ପୂଜାର୍ଚନା କରାଯାଇଛି । ବିଧାୟକ ସାରଦା ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଉପସ୍ଥିତ
Read More...

କରୋନାରେ ଫୁଟବଲ୍ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର କରୋନାରେ ପରଲୋକ ହୋଇଛି । ତାଙ୍କ ପରିବାର ସଦସ୍ୟ ପକ୍ଷରୁ ଏହି ସୂଚନା ମିଳିଛି । ଦୀର୍ଘ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହେବା ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ
Read More...

ୟୁଏଇରେ ହେବ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍

ନୂଆଦିଲ୍ଲୀ: ୟୁଏଇରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆଜି ବିସିସିିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଷ୍ଠିତ ବିସିସିଆଇର ଏସ୍‌ଜିଏମ୍ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ୟୁଏଓରେ ଆଇପିଏଲ୍ ହୋଇପାରେ । ତେବେ କୌଣସି
Read More...

ବାପାଙ୍କ ଏକାଦଶାହରେ ଆଖିବୁଜିଲେ ଜ୍ୟେଷ୍ଠ ପୁଅ

ଭୁବନେଶ୍ୱର: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଏକାଦଶାହ ଯାଇନଥିବା ବେଳେ ଆଜି ତାଙ୍କର ବଡ ପୁଅ ରଣଜୀ କ୍ରିିକେଟର ପ୍ରଶାନ୍ତ ମହାପାତ୍ରଙ୍କର କରୋନାରେ ମୃତ୍ୟୁ ଘଟିଛି । ଭୁବନେଶ୍ୱର ଏମ୍ସରେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ପ୍ରଶାନ୍ତଙ୍କ ଭାଇ ତଥା ସ୍ୱର୍ଗତ
Read More...

କରୋନା ରିଲିଫ୍‌ ଫଣ୍ଡକୁ 30 କୋଟି ଦେଲେ ଆଇପିଏଲ୍‌ ସନରାଇଜର୍ସ ହାଇଦ୍ରାବାଦର ମାଲିକ

ନୂଆଦିଲ୍ଲୀ: କରୋନାର ଏହି ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ରିଲିଫ୍‌ ଫଣ୍ଡକୁ ଆଇପିଏଲ୍‌ର ଫ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦ ମାଲିକ ସନ୍‌ ଟିଭି ପକ୍ଷରୁ ସୋମବାର 30 କୋଟି ଟଙ୍କା ପ୍ରଦାନ କରାଯାଇଛି । କରୋନା ସଂକ୍ରମଣର ଏହି ଦ୍ବତୀୟ ଲହରରେ
Read More...

କରୋନାରେ ଆଖି ବୁଜିଲେ ପୁଣି ଜଣେ କ୍ରିକେଟରଙ୍କ ବାପା

ନୂଆଦିଲ୍ଲୀ: କରୋନାରେ ସଂକ୍ରମଣ ହୋଇ ଶେଷରେ ଆଖି ବୁଜିଲେ କ୍ରିକେଟର ପିୟୁଷ ଚାଓ୍ବଲାଙ୍କ ବାପା । ଚଳିତ ବର୍ଷ ଆଇପିଏଲ୍‌ରେ ମୁମ୍ବାଇ ଟିମ୍‌ରେ ସାମିଲ୍‌ ହୋଇଥିଲେ ଯୁବ କ୍ରିକେଟର ପିୟୁଷ ଚାଓ୍ବଲା । ତାଙ୍କର ଏପରି ଦୁଃଖଦ ସମୟରେ ଆଇପିଏଲ୍‌ ଟିମ୍‌ ପରିବାର ଓ ପିୟୁଷଙ୍କ ସହିତ ରହିଛି ବୋଲି
Read More...

ପ୍ରଥମେ ଭାଇ, ପରେ ବାପାଙ୍କୁ କରୋନାରେ ହରାଇଲେ ରାଜସ୍ଥାନ ରୟାଲ୍ସର ଏହି କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ୍‌ 2021 ସିଜିନରେ ରାଜସ୍ଥାନ ରୟାଲ୍ସରେ ଏଣ୍ଟ୍ରି କରିଥିବା ନୂଆ ଯୁବ ପ୍ରତିଭା ବା ଦ୍ରୁତ ବୋଲର ଚେତନ ସାକାରିୟାଙ୍କ ବାପା କରୋନାରେ ପ୍ରଣ ହରାଇଛନ୍ତି । ଗତ କିଛି ଦିନ ହେବ ଚେତନଙ୍କ ବାପା କାଞ୍ଚିବାଇ ସାକାରିୟା କରୋନାରେ ସଂକ୍ରମିତ ହୋଇଥିଲେ । ତେବେ ଗତ ସପ୍ତାହରେ
Read More...

ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଆଇପିଏଲ୍‌

ନୁଆଦିଲ୍ଲୀ: ଗତ କିଛି ଦିନ ହେବ ଅଧିକାଂଶ ଟିମ୍‌ର ଖେଳାଳିମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାକୁ ନଜରରେ ରଖି ବିସିସିଆଇ ଅନିରଦ୍ଧିଷ୍ଟ କାଳ ପାଇଁ ଆଇପିଏଲ୍‌କୁ ସ୍ଥଗିତ ରଖିଛି । ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନ୍‌ସିଲ୍‌ ଓ ବିସିସିଆଇର ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି
Read More...