Browsing Category

ଖେଳ

ଆଇପିଏଲ : ୨ଜଣ ଖେଳାଳୀ କରୋନା ପଜିଟିଭ୍ ,ଆଜି ହେବାକୁ ଥିବା ମ୍ୟାଚ୍ ବାତିଲ

ଆଇପିଏଲ ଉପରେ କରୋନା ମାଡ । ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲାକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବାତିଲ୍ କରାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସର ଦୁଇଜଣ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି
Read More...

ଆଇପିଏଲ : ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ

ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଦଳ । ତେଣୁ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ଦଳ ପଏଣ୍ଟ ଟେବୁଲର ଉପରକୁ
Read More...

ଧୋନି ବନାମ ରାହୁଲ ଲଢ଼େଇ ଆଜି

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ର ଅଷ୍ଟମ ଲିଗ୍‌ ମ୍ୟାଚରେ ଶୁକ୍ରବାର ପୂର୍ବତନ ଚମ୍ପିଆନ ଚେନ୍ନଇ ସୁପରକିଙ୍ଗ୍‌ସ ସହିତ ପଞ୍ଜାବ କିଙ୍ଗ୍‌ସର ମୁକାବିଲା ହେବ। ଏଥିରେ ଉଭୟ ଦଳ ୨ୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେବେ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ୱିକେଟ ରକ୍ଷକ ମହେନ୍ଦ୍ର
Read More...

ଆଇପିଏଲ-୨୦୨୧ : ମୁମ୍ବଇ-କେକେଆର୍ ମୁକାବିଲା ଆଜି

ଚେନ୍ନଇ :  ଚଳିତ ଆଇପିଏଲ୍‌ରେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମଙ୍ଗଳବାର ୨ୟ ମୁକାବିଲା ହେବାକୁ ଯାଉଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ଠାରୁ ଗତ ୨ ଥର ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ପରାସ୍ତ
Read More...

ଆଜି ଚେନ୍ନଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ୩ଥର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ଚେନ୍ନଇ ସୁପରକିଙ୍ଗ୍‌ସ ଆଜି ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ସିଜିନର ଦ୍ବିତୀୟ ମ୍ୟାଚ ଦୁଇ ୱିକେଟକିପର ବ୍ୟାଟ୍‌ସମ୍ୟାନଙ୍କ ନେତୃତ୍ବରେ
Read More...

ଆଜିଠାରୁ ଆଇପିଏଲ୍‌-୧୪

ଚେନ୍ନଇ: ଦେଶରେ ମହାମାରୀ କରୋନାର ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବାତାବରଣର ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏସବୁକୁ ବଳିଯାଇଛି କ୍ରିକେଟ୍‌ ଫିଭର। ଶୁକ୍ରବାରଠାରୁ ବିଶ୍ବର ସବୁଠାରୁ ଧନଶାଳୀ ପେସାଦାର ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଆରମ୍ଭ
Read More...

ନିର୍ଦ୍ଧାରିତ ସମୟରେ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ଆଶାବାଦୀ

ନୂଆଦିଲ୍ଲୀ : ଭାରତର ଅଧିକାଂଶ ରାଜ୍ୟ; ବିଶେଷକରି ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ନିର୍ଦ୍ଧାରିତ ସ୍ଥାନ ଓ ତାରିଖରେ ଆଇପିଏଲ୍‌ ଆୟୋଜନ ପାଇଁ ଦୃଢ଼ ଆଶାବାଦୀ ରହିଛି ଆୟୋଜକ ବିସିସିଆଇ। ଶୁକ୍ରବାର ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ
Read More...

ସଚ୍ଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି

ମୁମ୍ବଇ : ଆଜି ପୂର୍ବତନ କ୍ରିକେଟର ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଗତ ୨୭ ତାରିଖରେ ସଚ୍ଚିନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ପରେ ଘରେ ରହିଥିଲେ। ମାତ୍ର ୬ଦିନ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ
Read More...

ସଚିନ ତେନ୍ଦୁଲକର କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଶନିବାର ସେ ନିଜେ ଟ୍ବିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ସେ ନିଜକୁ ଆଇସୋଲେଟ୍‌ କରିଥିବା ସଚିନ କହିଛନ୍ତି। ସେ ନିଜ ଘରେ କ୍ବାରେଣ୍ଟାଇନରେ
Read More...

ଦ୍ବିତୀୟ ଦିନିକିଆ: ୪ ୱିକେଟ୍‌ ହରାଇ ବିଜୟ ହାସଲ କଲା ଇଂଲଣ୍ଡ

ପୁଣେ: ଦ୍ବିତୀୟ ଦିନିକିଆରେ ୬ ୱିକେଟ୍‌ରେ ହାରିଲା ଭାରତ। ପ୍ରଥମେ ବ୍ୟାଟିଂ କରି ୩୩୭ରନ୍‌ ଟାର୍ଗେଟ୍‌ ଦେଲା ଭାରତ। ଭାରତ ଦ୍ବାରା ଧାର୍ଯ୍ୟ ୩୩୭ ରନର ବିଶାଳ ଲକ୍ଷ୍ୟକୁ ଇଂଲଣ୍ଡ ଦଳ ମାତ୍ର ୪୩.୩ ଓଭରରେ ପୂରଣ କରିଥିଲା ଓ ୪ ୱିକେଟ୍‌ ହରାଇ ବିଜୟ ହାସଲ କରିଥିଲା ଇଂଲଣ୍ଡ। ଏଥିରେ ।
Read More...