ମହିଳା ଦିନିକିଆ: ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା
ଲକ୍ଷ୍ନୌ: କରୋନା ପରବର୍ତ୍ତୀ ସମୟରେ ପ୍ରଥମଥର ପାଇଁ ରବିବାର ପଡ଼ିଆକୁ ଓହ୍ଲାଇଛି ଭାରତୀୟ ମହିଳା କ୍ରିକେଟ୍ ଦଳ। ଏଠାରେ ରବିବାର ଖେଳା ଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଘରୋଇ ଭାରତୀୟ ମହିଳା ଦଳକୁ ସହଜରେ ୮ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଅଧିନାୟିକା ମିତାଲି ରାଜ୍ଙ୍କ!-->…
Read More...
Read More...