ଆଇପିଏଲ୍ ଖେଳାଳି ନିଲାମରେ ଶ୍ରୀଶାନ୍ତଙ୍କ ସହ ୧୦୯୭ କ୍ରିକେଟର୍ଙ୍କ ନାମ ପଞ୍ଜୀକରଣ
ମୁମ୍ବଇ: ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଖେଳାଳି ନିଲାମ ଆସନ୍ତା ୧୮ରେ ଅନୁଷ୍ଠିତ ହେବ। ୨୦୨୧ ସଂସ୍କରଣ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ଏହି ଖେଳାଳି ନିଲାମ ନିମନ୍ତେ ମୋଟ୍ ୧୦୯୭ଜଣ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ!-->…
Read More...
Read More...