ମାଟି ଅତଡ଼ା ଧସି ଦୁଇ ଶ୍ରମିକ ମୃତ,ଜଣେ ଆହତ
ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାରେ ଫ୍ଲାଇଓଭର୍ କାର୍ଯ୍ୟ ପାଇଁ ଡ୍ରେନ କାର୍ଯ୍ୟରେ ମାଟି ଖୋଳି ପାଣି ପାଇପ କାର୍ଯ୍ୟ ଚାଲିଥିବା ସମୟରେ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ଶ୍ରମିକ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଜଣାପଡିଛି ଯେ,ମଙ୍ଗଳବାର ଅପରାହ୍ନ!-->…
Read More...
Read More...