Browsing Category

ରାଜ୍ୟ

ବିରଳ ଶିଶୁକନ୍ୟା ଜନ୍ମ

କେନ୍ଦ୍ରାପଡା ଜିଲ୍ଲାର ଏକ ଘରୋଇ ନର୍ସିଙ୍ଗ ହୋମରେ ଏକ ବିରଳ ଶିଶୁକନ୍ୟା ଜନ୍ମ ଗ୍ରହଣ କରିଛି। ରାଜନଗର କଣି ଗ୍ରାମର ଜନୈକ ଦମ୍ପତ୍ତି ରଶ୍ମିତା ପରିଡା (ଛଦ୍ମନାମ) ଏହି ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁକନ୍ୟାଟି ଏବେ ସୁସ୍ଥ ଥିବା ଜଣାପଡିଛି।
Read More...

ଚୋର ଫେରାଇ ଦେଲା ମୂର୍ତ୍ତି!

ତମାଣ୍ଡୋ: ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ମନ୍ଦିର ନିକଟରୁ ୨ଟି ପିତ୍ତଳ ମୂର୍ତ୍ତି ତମାଣ୍ଡୋ ଥାନା ପୁଲିସ ଜବତ କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତମା​ଣ୍ଡୋ ପେଟ୍ରୋଲ ପମ୍ପ ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଜଗନ୍ନାଥ ମନ୍ଦିରରେ
Read More...

ହାଇଦର ସୁରକ୍ଷା ଦାୟିତ୍ବରେ ଥିବା ୬ ପୁଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର ଫେରାର ହେବା ଘଟଣାରେ ପୁଲିସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଏପରି ଘଟଣା ଘଟିଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭାଗୀୟ
Read More...

ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ନବମ ଶ୍ରେଣୀ ପରୀକ୍ଷା କେବେ ହେବ, ସେ ସମ୍ପର୍କରେ ଆସନ୍ତା ୩୦ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ଦାଶ କହିଛନ୍ତି, ଛାତ୍ରଛାତ୍ରୀମାନେ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦିଅନ୍ତୁ ବୋଲି ରାଜ୍ୟ
Read More...

ଓଡିଶା-ଛତିଶଗଡ ସୀମା ସିଲ୍

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଛତିଶଗଡରେ ଦିନକୁ ଦିନ ବଢିଚାଲିଥିବା ଯୋଗୁଁ ରାଜ୍ୟର ସୀମାନ୍ତ ଜିଳ୍ଲାଗୁଡିକର ସମସ୍ତ ପ୍ରବେଶ ପଥକୁ ରାଜ୍ୟ ସରକାର ସିଲ୍ କରିଦେଇଛନ୍ତି । ଛତିଶଗଡ ସୀମାନ୍ତ ସଲଗ୍ନ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର
Read More...

ପୁଣି ୩୯ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଗାଇଡଲାଇନ୍କୁ କଡାକଡି ଭାବେ ପାଳନ ଲାଗି ରାଜ୍ୟ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ଆଜି ୧୨, ୧୪୫ଜଣ ଅମାନିଆଙ୍କ ଠାରୁ ୩୮ଲକ୍ଷ ୯୮ହଜାର ୨୫୦ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଗତ ୩ଦିନ ମଧ୍ୟରେ ୩୩,୩୪୬ଙ୍କ
Read More...

ମାଗିଲେ ୨୫ଲକ୍ଷ : ମିଳିଲା ୨.୫ଲକ୍ଷ କୋଭାସିଲ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଆଜି ଅଢେଇ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଛି । ତେବେ ଟିକା ପହଞ୍ଚିବା ପରେ ସବୁ ଜିଲ୍ଲାକୁ ଟିକା ପଠାଇଦିଆଯାଇଛି ବୋଲି ସ୍ୱାସ୍ଥ୍ୟବିଭାଗର ଜଣେ ବରିÂ ଅଧିକାରୀ କହିଛନ୍ତି । ତେବେ ରାଜ୍ୟ ୨୫ ଲକ୍ଷ ଟିକା ପଠାଇବା ପାଇଁ ଦାବି କରିଥିଲା ବେଳେ ମିଳିଛି ମାତ୍ର ୨ଲକ୍ଷ
Read More...

କଟକ ନର୍ସିଂ କଲେଜ୍ ବନ୍ଦ

କଟକ: କଟକ ବଡ ମେଡିକାଲର ନସିଂ କଲେଜ୍କୁ ବନ୍ଦ ଘୋଷଣା କରାଯାଇଛି । କରୋନା ସଂକ୍ରମର ବଢିବା ପରେ ଏସିଏସ୍ (ସ୍ୱାସ୍ଥ୍ୟ ବିଭାଗ)ଙ୍କ ନିଦେ୍ର୍ଧଶ କ୍ରମେ ନର୍ସିଂ କଲେଜ୍କୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଆଜି ସନ୍ଧ୍ୟା
Read More...

ମାହାଙ୍ଗାରେ ଦୈିନିକ ଶହ ଶହ ଟ୍ରିପ ମାଟି ଚୋରାଚାଲଣ

ମାହାଙ୍ଗା : ମାହାଙ୍ଗା ତହସିଲ ଅଞ୍ଚଳରେ ଦୀର୍ଘ ୫ ମାସ ଧରି ବେଆଇନ ମାଟି ମାଫିଆମାନେ ତହସିଲ ପ୍ରଶାସନର ଜ୍ଞାତସାରରେ ବେଧଡକଭାବେ ସରକାରୀ ଗୋଚର ଦଣ୍ଡା ତାଡି ମାଟି ଲୁଟ କରୁଥିବାବେଳେ ପ୍ରଶାସନ ପକ୍ଷରୁ କୋ÷ଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହା ଫଳରେ ଏବେ
Read More...

ଅଦିନିଆ ବର୍ଷା ପବନ : ଶହଶହ ଏକର ଧାନଫସଲ ନଷ୍ଟ

କଣାସ : ପୁରୀ ଜିଲ୍ଲାର ଚିଲିକା ଉପକୂଳରେ ଅବସ୍ଥାପିତ କଣାସ ବ୍ଲକର ·ଷୀମାନେ କ୍ରମାଗତ ଭାବେ ବନ୍ୟା, ମରୁଡି, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧାନଫସଲ କ୍ଷତିଗ୍ରସ୍ତ ହେଉଥିବାରୁ ·ଷୀମାନଙ୍କର ଅଣ୍ଟା ଭାଙ୍ଗିପଡିଥିବା ବେଳେ ଚଳିତ ଖରାଟିଆ ଧାନ ·ଷ କରି ପରିବାର ପ୍ରତିପୋଷଣ କରିବା
Read More...