Browsing Category

ରାଜ୍ୟ

କିଲାଦୁଆ ଗ୍ରାମରେ ପାନୀୟ ଜଳର ସମସ୍ୟା, ଲୋକେ ପିଉଛନ୍ତି ଦୂଷିତ ପାଣି

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତର କିଲାଦୁଆ ଗ୍ରାମ। ଏଠାରେ ୭ଟି ଆଦିବାସୀ ପରିବାରର ପ୍ରାୟ ୩୫ ଜଣ ମହିଳା ଓ ପୁରୁଷ ବାସ କରନ୍ତି। ଏମାନଙ୍କ ପାଇଁ ପାନୀୟ ଜଳ ପାଲଟିଛି ସାତସପନ। ଗ୍ରାମରେ ଆଦୌ ନଳକୂପ ନାହିଁ। ବର୍ଷସାରା ଏମାନେ ନିର୍ଭର କରନ୍ତି
Read More...

ଏକ ନମ୍ବର ହାଟ : ୨୬୧ ଦୋକାନ ମାଲିକାନାକୁ ନେଇ ବିବାଦ

ଭୁବନେଶ୍ବର : ରାଜଧାନୀରୁ ପ୍ରମୁଖ ୟୁନିଟ୍‌-୧ ହାଟରେ ଦୋକାନ ମାଲିକାନାକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଛି। ଦୋକାନ/ପିଣ୍ଡିର ପ୍ରକୃତ ମାଲିକ କିଏ, ବର୍ତ୍ତମାନ ପରିସ୍ଥିତିରେ କିଏ ବ୍ୟବସାୟ କରୁଛି, କେଉଁ କେଉଁ ଦୋକାନର ମାଲିକାନା ପରିବର୍ତ୍ତନ ହୋଇଛି ଏହାକୁ ନେଇ ବ୍ୟବସାୟୀ ଏବଂ
Read More...

ଆସୁଛି ‘ଅତିଥି’ ଆପ୍‌

ଭୁବନେଶ୍ବର: ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ ଆପଣାଇଛି କମିଶନରେଟ୍‌ ପୁଲିସ। ଏଣିକି ଅପରାଧ ଘଟାଇ ଆଉ ହୋଟେଲରେ ଲୁଚି ରହିପାରିବେନି ଅପରାଧୀ। ରାଜ୍ୟ ବାହାରୁ ଆସି ହୋଟେଲରେ ରହି ଅପରାଧ ଘଟାଇ ଫେରାର ହେବାର ଯୋଜନା ଫେଲ୍‌ ମାରିବ। କାରଣ ସେମାନଙ୍କୁ ଧରିବ ‘ଅତିଥି’। ‘ଅତିଥି’ ହେଉଛି ଏକ
Read More...

ଏଣିକି ରବିବାର ସ୍କୁଲରେ ପାଠପଢା ବନ୍ଦ

ଭୁବନେଶ୍ୱର: ଏଣିକି ରବିବାର ଆଉ ପାଠ ପଢିବେନି ପିଲା । ଆସନ୍ତା ଏପ୍ରିଲ ମାସରୁ ଆଉ ହେବନି ରବିବାରରେ ପାଠପଢା ବୋଲି ଆଜିି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତିି, ଏପ୍ରିଲରୁ କେବଳ ରିଭିଜନ କ୍ଲାସ୍ ଚାଲିବ । କୋର୍ସ ଶେଷ ହୋଇ ଆସିଲାଣି ତେଣୁ ରେଗୁଲାହର
Read More...

ଶ୍ରୀମନ୍ଦିର ପାଇଁ ୨୦୨ କୋଟି ବଜେଟ୍

ପୁରୀ: ୨୦୨୧-୨୨ ଆର୍ଥôକ ବର୍ଷରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ଅର୍ଥ ସବକମିଟି କରିଛି । ଆଗାମୀ ରଥଯାତ୍ରା ପାଇଁ ୧୧୍େକାଟି, ସେବାୟତ କଲ୍ୟାଣ ପାଇଁ ୫ କୋଟି ଓ ସେବାୟତଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।
Read More...

ଜାଗର ପାଇଁ ଶୈବ ପୀଠ ଚଳଚଂଚଳ

ଯାଜପୁର: : ଆସୁଛି ମହାଶିବରାତି୍ର ବା ଜାଗର । ଏହି ମହାଶିବରାତ୍ରିରେ ଦେବ ଦେବ ମହାଦେବଙ୍କ ପୂଜା ଆରାଧନା କରିବା ପାଇଁ ଭକ୍ତମାନେ ବର୍ଷର ଏହି ଦିନଟିକୁ ବହୁ ଆଡମ୍ବର ସହକାରେ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିଥାନ୍ତି । ସେଥିପାଇଁ ଯାଜପୁର ଅଂଚଳର ବିଭିନ୍ନ ଶୈବପୀଠ ମାନଙ୍କରେ
Read More...

ଡ୍ରେନରୁ ମହିଳାଙ୍କ ମୃତଦେହ ଊଦ୍ଧାର

ଗୁଣପୁର: ଆନ୍ତର୍ଜାତିୟ ମହିଳା ଦିବସରେ ମହିଳାଂକ ସୁରକ୍ଷା ଓ ମର୍ଯ୍ୟଦାକୁ ନେଇ ସବୁଆଡେ ଚର୍ଚ୍ଚା ଓ ଚାକଚକ୍ୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଣପୁରଠାରେ ଘଟିଚ୍ଥି ଏକ ଅଭାବନିୟ ଘଟଣା । ଗୁଣପୁର ମୋତିଲାଲନଗରରୁ ଚିନା ଆମୁଡୁ ନାମକ ଜଣେ ବିବାହିତ ମହିଳାଂକ ପୋଡା ମୃତଦେହ ତାଂକ ଶାଶôଘର
Read More...

ବନାଗ୍ନିର ନିୟନ୍ତ୍ରଣ ପାଇଁ ୨୪ ଘଂଟିଆ କାର୍ଯ୍ୟକ୍ରମ ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଗତ ୪ରୁ ୫ ମାସ ମଧ୍ୟରେ ବର୍ଷା ହୋଇନଥିବାରୁ ଚଳିତ ବର୍ଷ ରାଜ୍ୟର କେତେକ ସ୍ଥାନରେ ବନାଗ୍ନି ଦେଖାଦେଇଛି । ଏହାର ନିୟନ୍ତ୍ରଣ ଏବଂ ନିର୍ବାପନ ପାଇଁ ତତ୍କ୍ଷଣାତ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରୀୟ
Read More...

ଟିଟିଲାଗଡରେ ଗ୍ରୀଷ୍ମ ମୁକାବିଲା ପାଇଁ ପ୍ରସ୍ତୁତି

ଟିଟିଲାଗଡ: ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ସହରରେ ଚଳିତବର୍ଷ ଭୟାବହ ଅଗଃିବର୍ଷା ହେବ । ଭିଷଣ ତାତି ସହରରେ ଅନୁଭୁତ ହେବ । ଏନେଇ କେନ୍ଦ୍ର ପାଣିପାଗ ବିଭାଗ ପୁର୍ବରୁ ପୁର୍ବାନୁମାନ କରି ଏମିତି ସଙ୍କେତ ଦେଇ ସାରିଛି । ତେବେ ଟିଟିଲାଗଡ ସହରରେ ଗତ
Read More...

୪ କିଲୋ ଆଳୁ ୨୦ ଟଙ୍କା

ସୁଆଣ୍ଡୋ : କୋଡିଏ ଟଙ୍କାରେ ଚାରି କିଲୋ ଆଳୁ । ଏହାକୁ ନେଇ ଚିନ୍ତାରେ ଚାଷୀ। । ଏଭଳି ଘଟଣା ପୁରୀଜିଲାର ବିଭିନ୍ନ ଅଞ୍ଚଳରେ ଦେଖାଯାଉଛି। ଶୀତଳ ଭଣ୍ଡାର ଅଚଳ ପାଇଁ ଆଳୁ ସାଇତି ରଖିବାକୁ ସୁବିଧା ନାହିଁ । ଅନ୍ୟ ଉପାୟ ନପାଇ କୋଡ଼ିଏ ଟଙ୍କାରେ ଚାରି କିଲୋ ଆଳୁ ବିକ୍ରି କରୁଛି ଚାଷୀ । ଗାଁ
Read More...