Browsing Category

ରାଜ୍ୟ

ରାଜ୍ୟରୁ ୮୬ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଏଥିରେ ସାମାନ୍ୟ ହ୍ରାସ ହୋଇଥିବା ଦେଖାଯାଇଛି। ଦିନକରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୧ସ୍ଥାନୀୟ ୩୫। ମୋଟ ପଜିଟିଭ ୩,୩୭,୧୦୪କୁ ବୃଦ୍ଧି ପାଇଛି। ୩,୩୪,୪୬୩ ସୁସ୍ଥ ହୋଇ ଘରକୁ
Read More...

ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର : ଦିନକୁ ଦିନ ଗ୍ରୀଷ୍ମତାପ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଣିକି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ପହିଲାରୁ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ସ୍କୁଲ ହେବ। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ଏବଂ ଦଶମ ଓ ଦ୍ୱାଦଶ ପାଇଁ ସକାଳ
Read More...

ଧାନମଣ୍ଡିକୁ ନେଇ ବିଧାନସଭା ଅଚଳ

ଭୁବନେଶ୍ୱର: ବିଭିନ୍ନ ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଆଜି ବିଧାନସଭାରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନଙ୍କ ହଟଗୋଳ ଯୋଗୁଁ ଦିନ ତମାମ୍ ଗୃହ ଅଚଳ ହୋଇପଡିଛି । ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକଦଳ ନେତା ଶ୍ରୀ ନରସିଂହମିଶ୍ର ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ଏସମ୍ପର୍କରେ ମନ୍ତ୍ରୀଙ୍କ
Read More...

ସିସୋରର ସମସ୍ତ ସମ୍ପତି ବାଜ୍ୟାପ୍ତ

କଟକ: ବହୁ ଚର୍ଚ୍ଚିତ ସି ସୋର ଚିଟ୍ଫଣ୍ଡ ସଂସ୍ଥାର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି ବାଜ୍ୟାପ୍ତି ପାଇଁ ସ୍ୱତନ୍ତ୍ର ଓପିଆରପି କୋର୍ଟ ଆଜି ନିଦେ୍ର୍ଧଶ ଦେଇଛନ୍ତି । କଟକ ସ୍ଥିତ ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତ ସି-ସୋର ସଂସ୍ଥାର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨କ୍ୱିଂଟାଲ୍ ରୁପା,
Read More...

ଗ୍ୟାସ୍ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ବିଜେପି ସରକାରଙ୍କର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମହିଳା କଂଗ୍ରେସ ନେତ୍ରୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ଅଭିନବ ଉପାୟରେ
Read More...

ବୌଦ୍ଧରେ ଦୋକାନ ବଜାର ବନ୍ଦ

ବୋଦ୍ଧ: ବାଣିଜ୍ୟ ସଙ୍ଘ ତରଫରୁ ବାର ଘଣ୍ଟିଆ ଭାରତ ବନ୍ଧ କୁ ବୋଦ୍ଧ ଜିଲ୍ଲାର ବଣିକ ସଙ୍ଘ ସମର୍ଥନ କରିଛନ୍ତି । ଜିଲ୍ଲା ତିନୋଟି ବ୍ଲକ କଣ୍ଟାମାଲ,ବୋଦ୍ଧ ଓ ହରଭଙ୍ଗା ସଂପୂର୍ଣ୍ଣ ରୂପେ ବନ୍ଦ ରହିଛି । ବଣିକ ସଙ୍ଘ ର ଦାବି କୁ ସରକାର ଗ୍ରହଣ କରିବା ସହ ଆଲୋଚନା ମାଧ୍ୟମରେ ସମାଧାନ କରିବା
Read More...

ବିଡିଏ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ପେନସନ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କତୃପକ୍ଷ କର୍ମଚାରୀଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ ହେବା ପରିପ୍ରେକ୍ଷୀରେ ବିଡିଏ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଙ୍ଘର ସଭାପତି, ମାନ୍ରବର ପୁର୍ବତନ ବିଧାୟକ ତଥା ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପି୍ରୟଦର୍ଶୀ ମିଶ୍ରଙ୍କ
Read More...

ପୁଷ୍ଟି ବଜେଟରେ ଓଡ଼ିଶା ଦେଶରେ ପ୍ରଥମ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ସେହି ୫ ଗୋଟି ସେବା ଗୁଡ଼ିକ ହେଲା (୧) ଇ-କଳିକା (୨) ମୋ ଛତୁଆ ଆପ୍ (୩) ଇ-ମାନଦେୟ
Read More...

ଆଇପିଏଏଲ୍‌ ବେଟିଂର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବ୍ରହ୍ମପୁର ପୁଲିସକୁ ମିଳିଛି ସଫଳତା। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ବେଟିଂର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଦିନେଶ ରାଠୀଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିବାରେ ସଫଳ ହୋଇଛି। କଲକାତାରୁ ବେଟିଂ ଚଳାଇଥିବା ଦିନେଶ ରାଠୀଙ୍କୁ ଗିରଫ କରାଯାଇଛି। ଦିନେଶକୁ
Read More...

୨୪ ଘଣ୍ଟାରେ ୯୪ ନୂଆ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନରେ ପଜିଟିଭ ସଂଖ୍ୟା ୮୦ ମଧ୍ୟରେ ସୀମତି ରହୁଥିବା ବେଳେ ଏଥିରେ ଏବେ କିଛି ପରିମାଣରେ ବୃଦ୍ଧି ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୯୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୬, ସ୍ଥାନୀୟ ୩୮। ମୋଟ ପଜିଟିଭ ସଂଖ୍ୟା ୩,୩୭,୦୧୮ରେ ପହଞ୍ଚିଛି।
Read More...