ରାଜଧାନୀରେ ସିରିଜ ଦୁର୍ଘଟଣା, ୩ କାର୍ ଚୂନା
ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ଘଟିଛି ଏକ ସିରିଜ୍ ଦୁର୍ଘଟଣା। ଏକ ଇନୋଭା ଗାଡ଼ି ଧକ୍କାରେ ୩ଟି କାର୍ ଭାଙ୍ଗି ଚୂନା ହୋଇଯାଇଛି। ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ଇନୋଭା ଗାଡ଼ିଟି!-->…
Read More...
Read More...