Browsing Category

ରାଜ୍ୟ

୧୯ ଜିଲାରୁ ୭୩ ନୂଆ ସଂକ୍ରମିିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଳିଥିବା ସୂଚନା ମୁତାବକ, ୧୯ଟି ଜିଲାରୁ ମୋଟ୍‍ ୭୩ ଜଣ ସଂକ୍ରମିିତ ଚିହ୍ନଟ
Read More...

ଏଣିକି ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠପଢ଼ା

ଭୁବନେଶ୍ବର : ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠପଢ଼ା ନେଇ ପଦକ୍ଷେପ ନିଆଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପିଲାଙ୍କ ମଧ୍ୟରେ ଇଂରାଜୀ କଥୋପକଥନ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି
Read More...

ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କୁ ପୁଣି ମିଳିଛି କାଳିଆ ଟଙ୍କା । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।
Read More...

ଲେଖକ ଅଭୟ ସିଂଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ସଚିତ୍ରବିଜୟାର ସମ୍ପାଦକ ଅଭୟ ସିଂହଙ୍କର ଆଜି ପରଲୋକ ହୋଇଯାଇଛି । ଗତ କିଛି ବର୍ଷ ଧରି ସେ ଭୁବନେଶ୍ୱରର ଏକ ଜରାଶ୍ରମରେ ରହୁଥିଲେ ଏବଂ ବିଭିନ୍ନ ରୋଗରେ ପୀଡିତ ଥିଲେ । ଜଣେ ସ୍ପଷ୍ଟବାଦୀ ତଥା ସ୍ୱାଧୀନ ଚେତା ବ୍ୟକ୍ତିତ୍ୱ ଭାବେ ପରିଚିତ
Read More...

ଜଳିଗଲା ବସ୍ : ଯାତ୍ରୀ ନିରାପଦ

ରାୟଗଡା: ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ଜଳି ଯାିଛି ଯାତ୍ରୀବାହୀ ବସ । ରାୟଗଡା-କୋରାପୁଟ ରାସ୍ତାର ସିରିକଣା ତାରିଣୀ ମନ୍ଦିର ନିକଟରେ ଘଟିଛି ଏହି ଘଟଣା । ନିଆଁ ଲାଗି ବସଟି ଜଳି ଯାଇଥିବା ବେଳେ ସୌଭାବଶତଃ ବର୍ତି ଯାଇଛନ୍ତି ୫୦ରୁ ଉଦ୍ଧ୍ୱର୍ ଯାତ୍ରୀ । ନବରଙ୍ଗପୁର
Read More...

ଆଇପିଏଲ ଖେଳିବେ ଓଡିଶାର ଦୁଇ କ୍ରିକ୍ରେଟିୟର

କଟକ: ଆସନ୍ତା ୧୮ ତାରିଖରୁ ଆଇପିଏଲ୍ ନିଲାମ ହେଉଥିବା ବେଳେ ଓଡିଶାରୁ ୨ କ୍ରିକେଟିୟର ଗୋବିନ୍ଦ ପୋଦାର ଓ ସୁଭ୍ରୋନ୍ସୁ ମନୋନିତ ହୋଇଛନ୍ତି । ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇଜ୍ ବର୍ଗରେ ଉଭୟ କ୍ରିକେଟିୟର ରହିଛନ୍ତି । ଆଇପିଏଲ୍ ପାଇଁ ଓଡିଶା କ୍ରିକେଟ୍ ଆସୋସିଏସନ (ଓସିଏ) ୬ଜଣ ଖେଳାଳୀଙ୍କ ନାମ
Read More...

ଓଡିଶାରେ କ୍ଷମତା ଦଖଲ କରିବ ବିଜେପି : ଅମିତ ଶାହ

କୋଲକାତା: ପଶ୍ଚିମବଙ୍ଗ ପରେ ଓଡିଶାରେ ବିଜେପି କ୍ଷମତା ଦଖଲ କରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଅମିତ୍ ଶାହା ଦୃଢକ୍ତି ପ୍ରକାଶ କରିଛନ୍ତି । ଗତକାଲି କୋଲକାତାରେ ଦଳିୟ କର୍ମୀଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଶାହା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଦୁଇ ଶହରୁ ଅଧିକ
Read More...

ଡକାୟତି ଯୋଜନା ପଣ୍ଡ, ୭ ଗିରଫ

ପୁରୀ: ପୁରୀ ସହରର ଦେବୀଘାଟ ନିକଟରେ ଥିବା ଏକ ପରିବା ଗୋଦାମ ଉପରେ ହେବାକୁ ଯାଉଥିବା ଏକ ବଡ଼ ଧରଣର ଅପରାଧ ଓ ଡକାୟତୀ ଯୋଜନା ଉଦ୍ୟମକୁ ଟାଉନ୍ ଥାନା ପୋଲିସ୍ ପଣ୍ଡ କରିଦେଇଛି । ଡକାୟତୀ ଯୋଜନା ଓ ପ୍ରସ୍ତୃତି ଅଭିଯୋଗରେ ପୋଲିସ୍ ୭ ଜଣ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Read More...

ଅମଠପୁର ଉପନିର୍ବାଚନରେ ୮୧% ମତଦାନ

ବରୀ : ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ ଅମଠପୁର ଗ୍ରାମପଂଚାୟତର ସରଂପଚ ପଦବୀ ପାଇଁ ଆଜି ଉପନିର୍ବାଚନ ଶେଷ ହୋଇଛି । ଏହି ଉପନିର୍ବାଚନ ପାଇଁ ଭୋଟ୍ ପ୍ରକି୍ରୟା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ନିର୍ବାଚନ ପାଇଁ ୧୫ଟି ବୁଥରେ ମତଦାନ କରାଯାଇଥିବାବେଳେ ୮୧
Read More...

ଏଥର ସମ୍ପୂର୍ଣ୍ଣ ଇ-ବିଧାନସଭା ହେବ: ବାଚସ୍ପତି

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ସମ୍ପୂର୍ଣ୍ଣ ରୂପେ ଇ-ବିଧାନସଭା ରୂପେ କାର୍ଯ୍ୟ କରିବ । ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଏହା ପ୍ରକାଶ କରିବା ସହ ଏ ସମ୍ପର୍କରେ ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ବିଧାନସଭାରେ
Read More...