Browsing Category

ରାଜ୍ୟ

ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ୫୦ ଯାତ୍ରୀ

ଗଞ୍ଜାମ : ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖେଲରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରବିବାର ଜଣାପଡ଼ିଛି। ଖେମୁଣ୍ଡିଖେଲରେ ପୋଲକୁ ବସଟି ଧକ୍କା ଦେବା ସହ ଏକ ବଡ ଧରଣର ଦୁର୍ଘଟଣାରୁ ୫୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ ହେଲପର ସମେତ ୨ ଆହତ ହୋଇଛନ୍ତି ।
Read More...

ଅଙ୍ଗନୱାଡି କର୍ମୀଙ୍କ ଦରମା ବୃଦ୍ଧି କରିବାକୁ ଦାବି

ବ୍ରହ୍ମପୁର: ଅଲ୍ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମୁଖ୍ୟର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ଟାଉନ ହଲଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ
Read More...

ଆଜି ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଛି। ଶ୍ରୀମନ୍ଦିର ଭିତର ଓ ମନ୍ଦିରର ବାହାର ସାନିଟାଇଜ କରାଯାଉଛି । କରୋନା ପାଇଁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ରବିବାର ମନ୍ଦିର ଭିତର ଓ ବାହାର ସାନିଟାଇଜ
Read More...

ବ୍ରହ୍ମପୁରରେ ବିମାନବନ୍ଦର ସ୍ଥାପନ ନେଇ ଦସ୍ତଖତ ଅଭିଯାନ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁରରେ ବିମାନବନ୍ଦର ସ୍ଥାପନ ଆନ୍ଦୋଳନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗିରିଜା ଛକ -ରାମଲିଙ୍ଗମ ପାର୍କ ନିକଟରେ ତୃତୀୟ ପର୍ଯ୍ୟାୟ ପୋଷ୍ଟକାର୍ଡ -ବ୍ୟାନର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ
Read More...

ରାଜ୍ୟରେ ନୂଆ ପଜିଟିଭ ୧୫୦

ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ ରହୁଛି। ଚିହ୍ନଟ ନୂଆ ପଜିଟିଭ ୧୫୦। ସଙ୍ଗରୋଧ କେନ୍ଦ୍ରରୁ ୮୯,ସ୍ଥାନୀୟ ୬୧। ମୋଟ ପଜିଟିଭ ସଂଖ୍ୟା ୩,୩୪,୩୦୦କୁ ବୃଦ୍ଧି ପାଇଛି। ୩,୩୦,୯୬୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୩୮୦ ସକ୍ରିୟ
Read More...

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବାହିନୀ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଯୋଜନା

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୮ଲକ୍ଷ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବାହିନୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଆୟୁଷ୍ମାନ୍‍ ସିଏପିଏଫ୍‍ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଦେଶର ଯେଉଁସବୁ ରାଜ୍ୟ ଗୁଡ଼ିକରେ ଆୟୁଷ୍ମାନ୍‍ ଭାରତ – ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ
Read More...

ପୁଣି ଫେରିଲା ଶୀତ : ଫୁଲବାଣୀ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରୁ ପୁଣି ଶୀତ ଫେରିଛି । ଶୀତ ସହ ଘନ କୁହୁଡି ଯୋଗୁଁ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାର ବିପର୍ଯ୍ୟସ୍ଥ ହୋଇପଡିଛି । ବିଶେଷ କରି ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳବର୍ତୀ ଅଞ୍ଚଳରେ ପାରଦ ଆଖିଦୃଶିଆ ଭାବେ ହ୍ରାସ ପାଇଛି । ଦିନକରେ ତାପମାତ୍ରା ପାଖାପାଖି ୭ ଡିଗ୍ରି
Read More...

ଟିକାକରଣରେ ଓଡିଶା ତୃତୀୟ ସ୍ଥାନରେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଦେଶରେ ଏବେ ଟିକାକରଣ ଅଭିଯାନ ଆଜି ସପ୍ତମ ଦିନରେ ପହଞ୍ଚିଥିଲା ବେଳେ ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ସହ ଓଡିଶା ତୃତୀୟ ସ୍ଥାନରେ ଅଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ରାଜ୍ୟରେ
Read More...

ନନ୍ଦନକାନନରେ ନୀଳଗାଈ ମୃତ: ୨୧ ଜୀବଜନ୍ତୁ ଅସୁସ୍ଥ

ନନ୍ଦନକାନନ: ନନ୍ଦନକାନନ ପିଛା ଛାଡୁନି ଶନିଦଶା। ବାଜେଣୀ ପକ୍ଷୀ ପରେ ସମ୍ବର, ଧଳା ବାଲି ହରିଣ, ନାଲି ବାଘୁଣୀ ଆନିନ୍ ଓ ମାରମୋସେଟ୍‌ ମାଙ୍କଡ଼ ଶାବକର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନର ଆକର୍ଷଣ ସାଜିଥିବା ନୀଳଗାଈର ମୃତ୍ୟୁ ଘଟିଛି। ୨୧ରୁ ଊର୍ଦ୍ଧ୍ବ ପଶୁପକ୍ଷୀ ଅସୁସ୍ଥ ଅଛନ୍ତି। ଏହି ଘଟଣାକୁ
Read More...

ବସ୍ ଚକ ତଳେ ଚାଲିଗଲା ଯାତ୍ରୀଙ୍କ ଜୀବନ

ବୌଦ୍ଧ: ଆଜି ସକାଳେ କଣ୍ଟାମାଳ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ବସରେ ଚଢ଼ିବା ବେଳେ ଗୋଡ଼ ଖସି ତଳେ ପଡ଼ିଯିବାରୁ ଜଣେ ଯାତ୍ରୀଙ୍କ ମୁଣ୍ଡ ଉପରେ ବସ୍ ଚକ ଚାଲିଯିବାରୁ ଜଣେ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଠାରୁ ଫୁଲବାଣୀ
Read More...