Browsing Category

ରାଜ୍ୟ

ବରୀରେ କୋଭିଡ୍ ଟୀକାକରଣ

ଯାଜପୁର: ଆଜି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ଟୀକା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି । ଆନୁଷ୍ଠାନିକ ଭାବେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ ଏସ କେ ସବିର ହୋସେନ୍ ବରୀ ମଣ୍ଡଳ ଉନ୍ନୟନ୍ନ ଅଧିକାରୀ, ବରୀ ତହସିଲଦାର ଓ ମହିଳା ଶିଶୁ ବିକାଶ ଅଧିକାରିଣୀଙ୍କ
Read More...

୧୦୦ ଡେଇଁଲେ ପ୍ରବେଶ ମନା

ପୁରୀ : କାଲିଠାରୁ ନିର୍ବିଘ୍ନରେ କରିହେବ କାଳିଆ ଦର୍ଶନ। ବିନା କରୋନା ରିପୋର୍ଟରେ ଭକ୍ତମାନ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମେତ ପୁରୀ
Read More...

ନିୟମିତ ହେଲେ ୩ ହଜାର ୮୮୪ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟର ୩ ହଜାର ୮୮୪ ଶିକ୍ଷକଙ୍କୁ ନିୟମିତ କରାଯାଇଛି। ୩୦ ଜିଲାର ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲରେ କାର୍ୟ୍ୟରତ ୩୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବାକୁ ରାଜ୍ୟ ସରକାର ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ନିଯୁକ୍ତି ହେବାର ୬ବର୍ଷ ପୂରଣ
Read More...

ଭୁବନେଶ୍ୱରରେ ସେନା ବାହିନୀର ଉପମୁଖ୍ୟ

ଭୁବନେଶ୍ୱର: ଭାରତୀୟ ସେନା ବାହୀନିର ମନୋନୀତ ଉପମୁଖ୍ୟ ଲେପ୍ଟନାଂଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ୩ଦିନିଆ ଓଡିଶା ଗ୍ରସ୍ତରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଜି ବିମାନବନ୍ଦରରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ଉତ୍ସାସିତ ସ୍ୱାଗର୍ତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେ ଆଜି
Read More...

ସାଇବର ଠକେଇ ନେଇ ପୋଲିସର ସଚ୍ଚେତନତା

ପାରାଦ୍ୱୀପ: ବର୍ତ୍ତମାନ ଅନଲାଇନ୍ ଓ ସାଇବର ମାଧ୍ୟମରେ ଠକେଇ ବା ଅପରାଧ ଦୃତ ଗତିରେ ବଢିବାରେ ଲାଗିଛି । ସାଧାରଣରେ ସଚ୍ଚେତନତା ଅଭାବ ଯୋଗୁଁ ଲୋକମାନେ ଏହି ଠକାମୀର ଶିକାର ହୋଇ ପୋଲିସର ସହାୟତା ନେଇଥାନ୍ତି । ତେବେ ଜନସାଧାରଣ ସତର୍କ ରହିଲେ ଏହି ଅପରାଧ ବହୁ ମାତ୍ରାରେ ହ୍ରାସ ପାଇବ । ଏହି
Read More...

୧୫୦ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଗ୍ରହଣ

ଜଗତସିଂହପୁର: ଜଗତସିଂହପୁର ସଦର ମହକୁମା ହସ୍ପିଟାଲ ଠାରେ ଗତ ୧୬ ତାରିଖ ଦିନ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ସମେତ ୭୮ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ଆଜି ପ୍ରାୟ ୫୦ ଜଣରୁ ଉଦ୍ଧ୍ୱର୍ ସ୍ୱସ୍ଥ୍ୟକର୍ମୀ ନିଉଜ ଲେଖା ହେବା ପର୍ଯ୍ୟନ୍ତ ମଧ୍ୟରେ ଟିକା ନେଇଛନ୍ତି । ଜିଲ୍ଲାର
Read More...

ବିସ୍ତାପିତଙ୍କ ପାଇଁ ଲଢେଇ ଜାରୀ ରଖିବି : ନିରଞ୍ଜନ

ସୁନ୍ଦରଗଡ : ଦେଶ ତଥା ରାଜ୍ୟରେ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ଚାଲିଛି । ଲୋକେ ଟଙ୍କା ନେଇ ଭୋଟ ଦେଉଛନ୍ତି । ଫଳରେ କଂଗ୍ରେସ ସରକାର ରାଜ୍ୟରେ ୨୦ ବର୍ଷ ହେବ କ୍ଷମତାରେ ନାହିଁ । ରାଜ୍ୟରେ କି ଦେଶରେ ଯାହା କିଛି ବିକାଶ ଘଟିଛି ସେସବୁ କଂଗ୍ରେସ ଅମଳରେ । ଏବେ ଆମ ମୁଣ୍ଡରେ
Read More...

ପିଇବା ପାଣି ପାଇଁ ଡହଳବିକଳ ଚେଙ୍ଗଲି ଗ୍ରାମବାସୀ

ରାୟଗଡ: ଘରେ ଘରେ ପାନୀୟ ଜଳର ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ଉପକୃତ କରୁଛନ୍ତି ରାଜ୍ୟ ସରକାର । ତେବେ ରାୟଗଡ ଜିଲ୍ଳା କୋଲନରା ବ୍ଳକ ରେଖାପଦର ଗ୍ରାମ ପଂଚାୟତ ଅର୍ନ୍ତଗତ ଚେଙ୍ଗଲି ଗ୍ରାମ ରହିଯାଇଛି ବିଭାଗୀୟ ଅଧିକାରୀଙ୍କ
Read More...

ରାଜ୍ୟ ସଂଗ୍ରହାଳୟ ଖୋଲିବାରେ ବିଳମ୍ବ : ଏସ୍ଆରସିଙ୍କ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର: କରୋନା ସଂକ୍ରମଣ କମିଲା । ଏଥିନେଇ ଜାରି କରାଯାଇଥିବା ନିୟମକୁ କୋହଳ କରାଗଲା । ରାଜ୍ୟରେ ବିଦ୍ୟାଳୟ ଖୋଲିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଲା । ପ୍ରେକ୍ଷାଳୟରେ ବସି ଦର୍ଶକ ଚଳଚ୍ଚିତ୍ର ଦେଖିଲେ । ସର୍ବୋପରି ରାଜ୍ୟ ଜନଜାତି ସଂଗ୍ରହାଳୟ ଖୋଲିଥିବାବେଳେ
Read More...

ପୌରାଣିକ ଉପନ୍ୟାସ “କୃଷ୍ଣା” ଉନ୍ମୋଚିତ

ଯାଜପୁର:- ଯାଜପୁରର ପ୍ରସିଦ୍ଧ ବନ ବିହାରୀ ମଠ ପରସିରରେ ଔପନ୍ୟାସିକ ଜଗନ୍ନାଥ ଧଳଙ୍କ ରଚିତ ଉପନ୍ୟାସ “କୃଷ୍ଣା” ବରିଷ୍ଠ ପ୍ରାକ୍ତନ ପ୍ରଶାସକ ବନ ବିହାରୀ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସାରସ୍ୱତ ସଭାରେ ଶିକ୍ଷାବିତ୍ ପୁଷ୍ପକାନ୍ତ ମଲ୍ଲିକ
Read More...