Browsing Category

ରାଜ୍ୟ

ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି କୋଭିଡ ଭ୍ୟାକସିନ

ଗଜପତି : ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ଗତକାଲି ରାତିରେ କୋଭିଡ ଭ୍ୟାକସିନ ପୁଲିସ ସୁରକ୍ଷା ମଧ୍ୟରେ ଅଣାଯାଇଛି । ଜିଲାରେ ଭ୍ୟାକସିନ ଦେବାପାଇଁ ୬୯୫୩ ଜଣ ଆଗଧାଡିର କରୋନା ଯୋଦ୍ଧାଙ୍କ ନାମ ପଞ୍ଜୀକୃତ କରାଯାଇଛି। ତେବେ ଗତକାଲି ମୋଟ  ୪୫୦୦ ଢୋଜ ଭ୍ୟାକସିନ
Read More...

ଟିକାକରଣ ପାଇଁ ଯିବ ଏସଏମଏମସ

ଭୁବନେଶ୍ୱର: ଆଉ ଦିନକ ପରେ ସାରା ଦେଶରେ ଆରମ୍ଭ ହେବ କରୋନା ଭାଇରସ ଟିକାକରଣ । ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଓଡ଼ିଶାରେ ମଧ୍ୟ ଟିକାକରଣକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ରାଜ୍ୟରେ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା
Read More...

ସାହାରା ଇଣ୍ଡିଆ ଜମାକାରୀଙ୍କ ଜମାଧନ ଫେରସ୍ତ ନେଇ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର: ସ୍ଥାନୀୟ ଟାଟା ବେଞ୍ଚ୍ ରୋଡ଼ ନିକଟସ୍ଥ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ସାହାରା ଇଣ୍ଡିଆ ଜମାକାରୀଙ୍କ ଜମାଧନ ଫେରସ୍ତ ନେଇ କର୍ମଚାରୀମାନେ ଧାରଣା ଦେଇଥିଲେ । କର୍ମଚାରୀ ସଂଘର ସଭାପତି ବିଜୟ କୁମାର ପାଢୀଙ୍କ କହିବା ଅନୁଯାୟୀ ବ୍ରହ୍ମପୁର ସେକ୍ଟର ବ୍ରାଞ୍ଚର ମାଚୁରିଟି
Read More...

ରାଜ୍ୟପାଳ ଓ ମୁଖ୍ୟ ବିଚାରପତିଙ୍କ ସହ ୨୫ଜଣଙ୍କୁ ସାମିଲ କରାଯାଉ : ନିରଞ୍ଜନ

ଭୁବନେଶ୍ୱର - ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୮୫ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ଓଡିଶାକୁ ଅଣଦେଖା କରାଯାଇଛି ବୋଲି
Read More...

ଭୁବନେଶ୍ୱରରେ କୋଭାକ୍ସିନ, ଅନ୍ୟସ୍ଥାନରେ କୋଭାସିଲ୍ଡ

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଦୁଇ କରୋନା ଟିକା ରାଜ୍ୟରେ ପହଞ୍ଚିଥିଲା ବେଳେ ଆସନ୍ତା ୧୬ ତାରିଖରୁ ଟିକା କରଣ ଆରମ୍ଭ ହେଉଛି । ତେବେ ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ରାଜଧାନୀ ଭୁବନେଶ୍ୱରରେ କୋଭାକ୍ସିନ
Read More...

ରକ୍ତ ଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗ୍ରହ

ଯାଜପୁର : ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଯାଜପୁରର ବିରଜା ମନ୍ଦିର ନିକଟସ୍ଥ ବିରଜା କଲ୍ୟାଣ ମଣ୍ଡପଠାରେ ରାମକୃଷ୍ଣ ମିଶନ ଯାଜପୁର ଶାଖା ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ୱାମୀ ଦେବସା ନନ୍ଦଜୀ ମହାରାଜ
Read More...

କଳାହାଣ୍ଡିରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ତାରିଖ ଦିନ ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଇନ୍ଦ୍ରାବତୀର ଜଳକୁ ନେଇ ୯୮୬ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାର୍ବତୀଗିରୀ ବୃହତ ଉଠାଜଳସେଚନକୁ ଉଦ୍ଘାଟନ କରିବେ । ଭବାନୀପାଟଣା ଠାରେ ୩.୫ କୋଟି ଟଙ୍କା ବ୍ୟୟରେ ଅବଜାରବେସନ ହୋମ୍
Read More...

ମାରଣାସ୍ତ୍ର ଦେଖାଇ ଟ୍ରକରୁ ଲୁଟ୍: ୩ ଗିରଫ

କେଉଁଝର: ଅସାମାଜିକ ତତ୍ତ୍ୱଙ୍କ ନିମନ୍ତେ ଲୁଟ,ଡକାୟତି ଏବଂ ଅପରାଧିକ କାର୍ଯ୍ୟକଳାପ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ସବୁ ନିୟମ କାନୁନ ଓ ପୋଲିସକୁ ଫୁ କରି ଅପରାଧୀ ମାନେ ମାରଣାସ୍ତ୍ର ସହ ଦଳ ଦଳ ହୋଇ ବୁଲି ବିଭିନ୍ନ ଅପରାଧିକ କାର୍ଯ୍ୟ ଘଟାଉଥିବାଦେଖିବାକୁ ମିଳୁଛି ।
Read More...

ଆମପାଣି ଘାଟିରେ ଓଲଟିଲା ବସ ; ୨ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲାର ଆମପାଣି ଘାଟିରେ ଏକ ସଡକ ଦୁର୍ଘଟଣା ଘଟିଥିବା ବୁଧବାର ଜଣାପଡିଛି। ଆମପାଣି ଘାଟିରେ ଏକ ଘରୋଇ ବସ ଓଲଟି ପଡ଼ିଛି। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କର ମଧ୍ୟରେ ହେଲପର ଓ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱରରୁ
Read More...

ୱେବିନାରରେ ମତ୍ସ୍ୟଚାଷ ତାଲିମ-ସଚେତନତା

ବାଲେଶ୍ୱର: ସ୍ଥାନୀୟ ସିପେଟ୍ ସମ୍ମିଳନୀ କକ୍ଷ ଠାରେ ମତ୍ସ୍ୟ ଚାଷ ଓ ଆକ୍ୱାକଲଚର୍ ସମ୍ପର୍କରେ ତାଲିମ ଓ ସଚେତନତା ସୃଷ୍ଟି ପାଇଁ ଏକ ୱେବିନାର ଅନୁଷ୍ଠୀତ ହୋଇଯାଇଛି । ମାନ୍ୟବର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ
Read More...