Browsing Category

ରାଜ୍ୟ

ଭୁବନେଶ୍ୱରରେ କୋଭାକ୍ସିନ, ଅନ୍ୟସ୍ଥାନରେ କୋଭାସିଲ୍ଡ

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଦୁଇ କରୋନା ଟିକା ରାଜ୍ୟରେ ପହଞ୍ଚିଥିଲା ବେଳେ ଆସନ୍ତା ୧୬ ତାରିଖରୁ ଟିକା କରଣ ଆରମ୍ଭ ହେଉଛି । ତେବେ ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ରାଜଧାନୀ ଭୁବନେଶ୍ୱରରେ କୋଭାକ୍ସିନ
Read More...

ରକ୍ତ ଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗ୍ରହ

ଯାଜପୁର : ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଯାଜପୁରର ବିରଜା ମନ୍ଦିର ନିକଟସ୍ଥ ବିରଜା କଲ୍ୟାଣ ମଣ୍ଡପଠାରେ ରାମକୃଷ୍ଣ ମିଶନ ଯାଜପୁର ଶାଖା ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ୱାମୀ ଦେବସା ନନ୍ଦଜୀ ମହାରାଜ
Read More...

କଳାହାଣ୍ଡିରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ତାରିଖ ଦିନ ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଇନ୍ଦ୍ରାବତୀର ଜଳକୁ ନେଇ ୯୮୬ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାର୍ବତୀଗିରୀ ବୃହତ ଉଠାଜଳସେଚନକୁ ଉଦ୍ଘାଟନ କରିବେ । ଭବାନୀପାଟଣା ଠାରେ ୩.୫ କୋଟି ଟଙ୍କା ବ୍ୟୟରେ ଅବଜାରବେସନ ହୋମ୍
Read More...

ମାରଣାସ୍ତ୍ର ଦେଖାଇ ଟ୍ରକରୁ ଲୁଟ୍: ୩ ଗିରଫ

କେଉଁଝର: ଅସାମାଜିକ ତତ୍ତ୍ୱଙ୍କ ନିମନ୍ତେ ଲୁଟ,ଡକାୟତି ଏବଂ ଅପରାଧିକ କାର୍ଯ୍ୟକଳାପ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ସବୁ ନିୟମ କାନୁନ ଓ ପୋଲିସକୁ ଫୁ କରି ଅପରାଧୀ ମାନେ ମାରଣାସ୍ତ୍ର ସହ ଦଳ ଦଳ ହୋଇ ବୁଲି ବିଭିନ୍ନ ଅପରାଧିକ କାର୍ଯ୍ୟ ଘଟାଉଥିବାଦେଖିବାକୁ ମିଳୁଛି ।
Read More...

ଆମପାଣି ଘାଟିରେ ଓଲଟିଲା ବସ ; ୨ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲାର ଆମପାଣି ଘାଟିରେ ଏକ ସଡକ ଦୁର୍ଘଟଣା ଘଟିଥିବା ବୁଧବାର ଜଣାପଡିଛି। ଆମପାଣି ଘାଟିରେ ଏକ ଘରୋଇ ବସ ଓଲଟି ପଡ଼ିଛି। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କର ମଧ୍ୟରେ ହେଲପର ଓ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱରରୁ
Read More...

ୱେବିନାରରେ ମତ୍ସ୍ୟଚାଷ ତାଲିମ-ସଚେତନତା

ବାଲେଶ୍ୱର: ସ୍ଥାନୀୟ ସିପେଟ୍ ସମ୍ମିଳନୀ କକ୍ଷ ଠାରେ ମତ୍ସ୍ୟ ଚାଷ ଓ ଆକ୍ୱାକଲଚର୍ ସମ୍ପର୍କରେ ତାଲିମ ଓ ସଚେତନତା ସୃଷ୍ଟି ପାଇଁ ଏକ ୱେବିନାର ଅନୁଷ୍ଠୀତ ହୋଇଯାଇଛି । ମାନ୍ୟବର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ
Read More...

ବୀରସିଂହ କ୍ରିକେଟ ଟୁର୍ଣ୍ଣାମେଂଟ, ଅଇରାକୁ ହରାଇ ଭୋଦା ଚମ୍ପିଆନ

ବାଲିକୁଦା: ବୀରସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦ୍ୟାପିତ ହୋଇଯାଇଛି । ଅିରାକୁ ହରାଇ ଭୋଦା ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ବୀରସିଂହ ଗାଦୀ ଯୁବକ ସଂଘ ଆମୁକୁଲ୍ୟରେ ଏହି ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଏଥିରେ ମୋଟ ୮ ଟି ଅଞ୍ଚଳିକ ଦଳ ଅଂଶଗ୍ରହଣ କରିଥିଲେ ।
Read More...

ଜନସେବା କେନ୍ଦ୍ରର କମମ୍ପ୍ୟୁଟର ସହ ୭୦ ହଜାର ଟଙ୍କାର ସାମଗ୍ରୀ ଚୋରୀ: ସନେ୍ଦହରେ ଜଣେ ଗିରଫ

ଜଗତସିଂହପୁର: ଗତ ୯ତାରିଖ ରାତ୍ରିରେ ଜନସେବାକେନ୍ଦ୍ର ଦୋକାନ ଗୃହ ଭାଙ୍ଗି ଅନନ୍ତପୁର ଫାଣ୍ଡି ଅଞ୍ଚଳରୁ ଜେରକ୍ସ ମେସିନ ସହ ପ୍ରାୟ ୭୦ ହଜାର ଟଙ୍କା ଚୋରୀ ହୋଇଥିବା କଥା ଅନନ୍ତପୁର ଫାଣ୍ଡି ଅଧିକାରୀ ନିତ୍ୟାନନ୍ଦ ସ୍ୱାଇଁଙ୍କ ଠାରୁ ଜଣା ପଡିଛି । ଏହି ସମ୍ପର୍କରେ ବ୍ରାହ୍ମଣ୍ଡୀ ଗ୍ରାମର
Read More...

ଧବଳେଶ୍ୱର ଓ ମଞ୍ଚେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି

ଆଠଗଡ: ଶ୍ରୀ ଶ୍ରୀ ଧବଳେଶ୍ୱର ଓ ମଞ୍ଚେଶ୍ୱର ପୀଠକୁ ମକର ସଂକ୍ରାନ୍ତି ଉପଲକ୍ଷେ କୋଭିଡ-୧୯ କଟକଣାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୪ ତାରିଖ ସକାଳ ୫ଟା ସମୟ ଠାରୁ ରାତ୍ର ୧୦ଟା ସମୟ ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିବ । ଉକ୍ତ ସମୟରେ ମନ୍ଦିର
Read More...

ଝାରସୁଗୁଡାରୁ ମୁମ୍ବାଇ, ବେଙ୍ଗଲୁରୁକୁ ଉଡିଲା ବିମାନ

ଭୁବନେଶ୍ୱର: ଆଜିଠାରୁ ଝାରସୁଗୁଡାରୁ ବେଙ୍ଗଲୁରୁ ଓ ମୁମ୍ବାଇକୁ ଉଡିଲା ବିମାନ । ଏହି ବହୁ ପ୍ରତିକ୍ଷିତ ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାରେ ଖୁସି ପ୍ରକାଶ ପାଇଛି । ଆଜି ପ୍ରଥମ ଫ୍ଲାଇଟ ମୁମ୍ବାଇରୁ ବାହାରି ଝାରସୁଗୁଡାରେ ଦିନ ସାଢେ ୧୨ଟାରେ ପହଞ୍ଚିଛି । ୭୩ ଯାତ୍ରୀଙ୍କୁ
Read More...