Browsing Category

ରାଜ୍ୟ

ଟ୍ରକ ଧକ୍କାରେ ୩ ବାଇକ ଆରୋହି ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୁରାଢ଼ମଲ୍ଲ ଛକରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକ ବାଇକକୁ ପଛରୁ ଧକ୍କାଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ ମିଳି ପାରିାନାହିଁ । କିନ୍ତୁ
Read More...

ପୂରଣ ହେବ ୯୭୨ ଅଧ୍ୟାପକ ପଦ, ୮୦ଜଣଙ୍କୁ ନିଯୁକ୍ତିପତ୍ର ବଂଟନ

ଭୁବନେଶ୍ୱର: ଡିଗ୍ରି କଲେଜଗୁଡିକରେ ଖାଲି ଥିବା ଅଧ୍ୟାପକ ପଦ ପୂରଣ ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଦିଆଯାଇଛି । ୨୦୧୬ରୁ ସୁଦ୍ଧା ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ୨୪୦୩ ଜଣ ଅଧ୍ୟାପକଙ୍କୁ ରାଜ୍ୟ ସିଲେକ୍ସନ୍ ବୋର୍ଡ ମାଧ୍ୟମରେ ଚୟନ କରାଯାଇ ନିଯୁକ୍ତି ଦିଆଯାଇଛି ।
Read More...

ଘଟଣା ବିଷୟରେ ଜାଣିଥିଲେ ସରୋଜ ପରିବାର

ଭୁବନେଶ୍ଵର: ଯଦୁପୁର ନାବାଳିକା ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଆଇଟି ଗୁରୁବାର ବଡ଼ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେଇଛି। ସରୋଜ ନାବାଳିକାକୁ ହତ୍ୟା କରିଥିବା ଘଟଣା ବିଷୟରେ ତା’ର ପରିବାର ଲୋକେ ଜାଣିଥିଲେ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗଣମାଧ୍ୟମକୁ କହିଛନ୍ତି।
Read More...

୨୨ ଜିଲାରୁ ୨୬୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଦୀର୍ଘଦିନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହିଛି। କିଛି ସପ୍ତାହ ହେବ ୨୭ ଜିଲାରୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ୨୨ ଜିଲାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟ ୮ ଜିଲାରୁ ନୂଆ ପଜିଟିଭ
Read More...

୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ

ଭୁବନେଶ୍ବର: ଆଜି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ଏଥିମଧ୍ୟରୁ ଫୁଲବାଣୀରେ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଥିବା କୁହାଯାଉଛି। ଏଠାକାର ତାପମାତ୍ରା ରହିଛି ୪.୫ ଡିଗ୍ରି ଥିବାର ସୂଚନା ମିଳିଛି। ରାଜ୍ୟର ଅନ୍ୟ ଯେଉଁ ସ୍ଥାନରେ ପାରଦ ୧୦ ଡିଗ୍ରି ତଳେ
Read More...

୩ଖଣିକୁ ୯୬ଲକ୍ଷ ଜୋରିମାନା, ଖଣି ବନ୍ଦ ନିଦେ୍ର୍ଧଶ

କେନ୍ଦୁଝର: ଦିନେ ଅବୈଧ ଖଣିକାରବାର ନେଇ ସମଗ୍ର କେନ୍ଦୁଝର ଜିଲା ନିନ୍ଦିତ ହୋଇପଡିଥିବାବେଳେ ଏବେ ମଧ୍ୟ ଖଣିଗୁଡିକରେ ଅବୈଧ କାରବାର ପୂର୍ବପରି ଚାଲୁ ରହିଥିବା ଜଣାପଡଛି । ଖଣି ଲିଜଧାରୀମାନେ ଉଚ୍ଚମାନର ଲୁହାପଥରକୁ ନିମ୍ନ ମାନର ଦର୍ଶାଇ ବ୍ୟାପକ ପରିମାଣରେ ରାଜସ୍ୱ ଫାଙ୍କୁଥିବା ତଥ୍ୟ ପଦାକୁ
Read More...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲ୍

କେନ୍ଦ୍ରାପଡା: ଏକ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କେନ୍ଦ୍ରାପଡାର ସ୍ୱତନ୍ତ୍ର ଜଜ ତଥା ଅତିରିକ୍ତ ଜିଲ୍ଲା ଦୈାରାଜଜ ଏମ. ଆର. ଦୋରା ୧୦ବର୍ଷ ସଶ୍ରମକାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ୨୦୧୬ମସିହା
Read More...

ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପାଇଁ ଦାବୀ ଯୋର ଧରିଲା

ରାୟଗଡା: ରାୟଗଡାରେ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିÂା ଦାବୀ ଜୋର ଧରିଲା । ରାୟଗଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ଯୁବ ବିକାଶ ପରିଷଦ ତରଫରୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ରାୟଗଡା ଜିଲ୍ଲାରେ ଏକ ମେଡିକାଲ
Read More...

ଛାତ୍ରଙ୍କୁ ୩ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର ବିରୁଦ୍ଧରେ ଲଢେଇ କରି ସତ୍ୟ ଖବର ଜନସାଧାରଣ ନିକଟରେ ପହଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆଜି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀଣୀ ବୈଠକରେ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ
Read More...

ସ୍ୱାମୀକୁ ମାରି ପୋଡ଼ିଦେଲା ସ୍ତ୍ରୀ

ବାଲିପାଟଣା : ବାଲିପାଟଣା ଥାନା ବନମାଳୀପୁର ଗାଁରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଜଣେ ସ୍ତ୍ରୀ ତାର ସ୍ବାମୀକୁ ମାରିଦେଇ ବାଡ଼ି ପଟେ ପୋଡ଼ି ପୋତି ଦେଇଥିବା ଜଣାପଡିଛି। ସ୍ୱାମୀକୁ ମାରି ପୋଡ଼ି ଦେଇଥିବା ନେଇ ଗାଁ ଲୋକଙ୍କୁ ଡାକି ନିଜେ ସ୍ତ୍ରୀ ସ୍ୱୀକାର କରିଥିବା ସୂଚନା ମିଳିଛି। ପୁଲିସ
Read More...