Browsing Category

ରାଜ୍ୟ

ଥମୁନି ମୃତ୍ୟୁ : ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୭୮କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ
Read More...

ରାଜ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତ ୧୩୮୫

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୧ ହଜାର ୩୮୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୮୭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ
Read More...

ସିଫାରେ ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର: କୌଶଲ୍ୟାଗଙ୍ଗସ୍ଥିତକେନ୍ଦ୍ରୀୟ ମଧୁରଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥାନରେ ସତର୍କତା ସଚେତନତା ସପ୍ତାହ ୨୭ ଅକ୍ଟୋବରରୁ ୨ ନଭେମ୍ବରମଧ୍ୟରେ ପାଳିତ ହୋଇଯାଇଛି । ସତର୍କ ଭାରତ ସମୃଦ୍ଧ ଭାରତନ୍ତବିଷୟବସ୍ତୁଉପରେ ଆଧାରିତ ଏହିସତର୍କତାସପ୍ତାହର ପ୍ରାରମ୍ଭରେ ସିଫା ମୁଖ୍ୟାଳୟର
Read More...

ଓଡିଶାରେ କରୋନା କିଲର

ଭୁବନେଶ୍ୱର : ଭାରତୀୟ ଭେଷଜ ଗବେଷଣା ପରିଷଦ (ଅ।ଇସିଏମ୍ଅ।ର) ଏବଂ ନେସନାଲ ଇନ୍ଷ୍ଟିଟ୍ୟୁଟ ଅଫ୍ ଭାଇରୋଲୋଜି (ଏନ୍ଅ।ଇଭି) ଦ୍ୱାରା ଅନୁମୋଦିତ କରୋନା ଭୂତାଣୁକୁ ମାରି ପାରୁଥିବା ଯନ୍ତ୍ର 'କରୋନା କିଲର' ଅ।ଜି ଓଡିଶାରେ ପ୍ରବେଶ କରିଛି । ପୁଣେ ସ୍ଥିତ ଭାରତୀୟ କମ୍ପାନୀ ଇଣ୍ଡୋଟେକ ସଲ୍ୟୁସନ
Read More...

ରାଜ୍ୟ ସରକାରଙ୍କଠୁ ତଥ୍ୟ ନେଲା ସିବିଆଇ

ଭୁବନେଶ୍ୱର : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥ। ସିବିଆଇ ପୁଣିଥରେ ରାଜ୍ୟରେ ସକ୍ରିୟ ହୋଇଛି । ରାଜ୍ୟରୁ ପ୍ରକାଶିତ ହେଉଥିବା ୩ଟି ଦୈନିକ ସମ୍ବାଦପତ୍ର ସମ୍ପର୍କରେ ସିବିଆଇ ଖୋଳତାଡ ଆରମ୍ବ କରିଛି । ତେବେ କେଉଁ କାରଣ ପାଇଁ ସିବିଆଇ ଏଭଳି ଖୋଳତାଡ କରୁଛି, ତାହା ସ୍ପଷ୍ଟ ହୋଇନଥଲେ ବି, ସିବିଆଇ
Read More...

ବିପୁଳ ପରିମାଣର ବାଣ ଜବତ

ଅନୁଗୋଳ : ତାଳଚେର ପୌରାଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ସହର ସ୍ଥିତ ଜନଗହଳି  ପୂର୍ଣ୍ଣ  ୱାର୍ଡନମ୍ବର-୧୩ର  ହାଟତୋଟା, ବଡ଼ବଜାର  ଅଂଚଳରେ ଚଢ଼ାଉ କରାଯାଇ  ବିପୁଳ ପରିମାଣର ତଥା ବିଭିନ୍ନ ପ୍ରକାରର ଆତସବାଜି  ବିସ୍ଫୋରକ ବାଣ ସ୍ଥାନୀୟ ପ୍ରଶାସନ ଜବତ କରିଛି ।
Read More...

ଶତାଧିକ ଆହାର କେନ୍ଦ୍ର କର୍ମଚାରୀଙ୍କ ଛଟେଇକୁ ନେଇ ଅସନ୍ତୋଷ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ୧୯ ଟି ଆହର କେନ୍ଦ୍ରର ଶତାଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ବିନା କୋୖଣସି ସୂଚନା କିମ୍ବା ନୋଟିସରେ ସେମାନକୁ କଯ୍ୟରୁ ଅନ୍ତର କରାଯିବାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ଛଟେଇ ହୋଇଥିବା ବହୁ ସଂଖ୍ୟକ କର୍ମଚାରୀ ବ୍ରହ୍ମପୁର ଷ୍ଟେସନ
Read More...

ନେତାଙ୍କ କଳିରେ ବଳି ପଡ଼ିଛି ଦେଓଗାଁ ବ୍ଲକ ବିକାଶ

ବଲାଙ୍ଗିର:ବଲାଙ୍ଗିର ସଦର ନିର୍ବାଚନ ମଣ୍ଡଳୀର ଦେଓଗାଁ ବ୍ଲକ। ବ୍ଲକର ଉନ୍ନତିମୂଳକ କାମ ପାଇଁ ରାଜ୍ୟ ସରକାର ଦେଉଛନ୍ତି କୋଟି କୋଟି ଟଙ୍କା। ତେବେ ଗତ ନିର୍ବାଚନରେ ବର୍ତ୍ତମାନର କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଅନୁଗାମୀ ଥିବା ଦେଓଗାଁ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଡିସିସି
Read More...

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

କଟକ : ଭୁବନେଶ୍ୱର ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦେଇପାରିଲାନି କ୍ରାଇମବ୍ରାଞ୍ଚ। ଷ୍ଟାଟସ ରିପୋର୍ଟ ଦେଇନପାରିବାରୁ ଅସନ୍ତୋଷ ପ୍ରକାଶ କଲେ କୋର୍ଟ। ୧୧ ତାରିଖ ସୁଦ୍ଧା ଅପ୍‌ଡେଟ୍‌ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Read More...

ମାସ୍କ ଓ ପିପିଇ କିଟ୍‍ କିଣା ଦୁର୍ନୀତି

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍‍ ସମେତ କରୋନା ମୁକାବିଲା ପାଇଁ ଅନ୍ୟାନ୍ୟ ଯନ୍ତ୍ରପାତି କିଣାରେ ଓଡିଶା ମେଡିକାଲ କର୍ପୋରେସନର ଦୁର୍ନୀତି ସଂକ୍ରାନ୍ତରେ ଲୋକୟୁକ୍ତରେ ଦାଖଲ ହୋଇଥିବା ମାମଲାରେ ହାଜର ହୋଇଛନ୍ତି ଦୁଇ ଆଇଏଏସ୍ ଅଧିକାରୀ । ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଔଷଧ
Read More...