୩ ମହଲା ଉପରୁ ତଳେ ପଡି ଓଏସଏପି ତୃତୀୟ ବାଟାଲିୟନ ଯବାନଙ୍କ ମୃତ୍ୟୁ
ରାୟଗଡ: ୩ମହଲା ଉପରୁ ତଳେ ପଡି ଜଣେ ଓଏସଏପି ତୃତୀୟ ବାଟାଲିୟନ ଯବାନଙ୍କ ମୃତ୍ୟୁ ଘଟିଛି । ମୃତକ ଯବାନ ଜଣଙ୍କ ହେଲେ ଯୋଗେଶ କୁୁମାର ଦାସ (୨୭) । ତାଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ!-->…
Read More...
Read More...