Browsing Category

ରାଜ୍ୟ

ଘର ଭିତରେ ମଦ ବାର୍

କଟକ: କଟକ ସହରର ମାଛୁଆ ବଜାରରେ ଘର ଭିତରେ ଖୋଲିଥିଲା ମଦ ବାର୍। ଗାନ୍ଧୀ ଜୟନ୍ତୀରେ ମଦ କାରବାର କରିବାକୁ ଘରେ ବିପୁଳ ପରିମାଣରେ ମଦ ଗଚ୍ଛିତ କରି ରଖାଯାଇଥିଲା। ମଙ୍ଗଳାବାଗ ଥାନା ପୁଲିସ ଖବର ପାଇ ଏହି ବେଆଇନ ମଦ ବାର୍‌ ଉପରେ ଚଢ଼ାଉ କରିଛି। ପୁଲିସ ଉଭୟ ମଦ ଦୋକାନୀ ଓ ମ୍ୟାନେଜରକୁ
Read More...

ଅନ୍ତିମ ଯାତ୍ରାରେ ମହାରଥୀ

ପିପିଲି: ଅନ୍ତିମ ଯାତ୍ରାରେ ମହାରଥୀ। ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ଏହା ପରେ ପାର୍ଥିବ ଶରୀର ବିଜେଡି ପାର୍ଟି ଅଫିସକୁ
Read More...

ମାଓ ରଣନୀତି ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ମାଓ ରଣନୀତି ନେଇ ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଯାଇଛି । ଏଥିରେ ରାଜ୍ୟ ପୋଲିସ ଡିଜି ଅଭୟଙ୍କ ସମେତ ସିଆରପିଏଫ ଡିଜି ଓ ବିଏସଏଫ ଏଡିଜି, ଗୁଇନ୍ଦା
Read More...

ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ ମହାତ୍ମାଗାନ୍ଧୀ ଓ ଲାଲ ବାହଦୂର ଶାସ୍ତ୍ରୀଙ୍କର ଜୟନ୍ତୀ ପାଳନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ ଜାତିର ଜନକ ମାହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଅଛି । ଏହି ଜୟନ୍ତ୍ରୀ ପାଳନ ଉତ୍ସବରେ ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ମହାତ୍ମାଗାନ୍ଧୀ ଓ
Read More...

୩୦୫୩ ନୂଆ ପଜିଟିଭ୍ ଚିହ୍ନଟ : ମୃତ୍ୟୁ ସଂଖ୍ୟା ୧୭

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦୫୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୪୯ ଆକ୍ରାନ୍ତ ଅଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ
Read More...

କୃଷି କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ବାଲିକୁଦା: କୃଷି କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବାଲିକୁଦା ନବ ନିର୍ମାଣ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି । ସାର କଳାବଜାରୀ ପ୍ରସଂଗରେ ସଂଗଠନ ଏହି ପନ୍ଥା ଆପଣେଇଥିଲା । ପରେ ସହକାରୀ କୃଷି ଅଧିକାରୀ ବଳଦେବ ମହାପାତ୍ର, ସହକାରୀ କୃଷି ଅଧିକାରୀ ସ୍ମୃତିକାନ୍ତ ଜେନା, ମାଛଗାଁ
Read More...

କୋଭିଡ୍ ପାଇଁ କ୍ରିକେଟ୍ ଟୁର୍ଣ୍ଣାମେଂଟ ବନ୍ଦ କଲା ପ୍ରଶାସନ

ଚମ୍ପୁଆ: କୋଭିଡ୍-୧୯ ନିୟମକୁ ଖୋଲାଖୋଲି ଉଲଂଘନ କରି ଶତାଧିକ ଲୋକଙ୍କ ଉପସ୍ଥିତିରେ କ୍ରିକେଟ୍ ଟୁର୍ଣ୍ଣାମେଂଟ ଆୟୋଜନ କରିବା ମହଙ୍ଗା ପଡ଼ିଛି ଆୟୋଜକଙ୍କୁ । ପ୍ରଶାସନ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଂଟ ବନ୍ଦ କରାଯିବା ସହ ଆୟୋଜକଙ୍କଠାରୁ ୫ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି ।
Read More...

ଯାଜପୁର ଜିଲ୍ଲାରେ ମନେରଗା ମଜୁରୀ ୨୯୮ହେଲା

ଯାଜପୁର: ଭାରତ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏକ ଆଇନ ପ୍ରଣୟନ ମାଧ୍ୟମରେ ୨୦୨୦-୨୧ ବାର୍ଷିକ ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କ ପାରିଶ୍ରମିକ ବୃଦ୍ଧି କରିଚ୍ଥନ୍ତି । ଏହି ଆଇନ ଅନୁସାରେ ଯେଉଁମାନେ ଜାତୀୟ
Read More...

ଶବଦାହ ପାଇଁ କାଠ ଅଭାବ

ଯୋଡା: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାର ବିଭିନ୍ନ ସମସ୍ୟା ମଧ୍ୟରୁ ଶବଦାହ ନିମନ୍ତେ କାଠ ଯୋଗାଡ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ହେକ୍ଟର ହେକ୍ଟର ଜଙ୍ଗଲ ପରିସୀମା ମଧ୍ୟରେ ଯୋଡା ସହର ଅବସ୍ଥିତ ଥିଲେ ମଧ୍ୟ ଦୀପ ତଳ ଅନ୍ଧାର ସଦୃଶ୍ୟ ଦୈବାତ କାହାର ମୃତ୍ୟୁ
Read More...

‘ମୋ’ ସାଇକେଲ୍ ଗୋଟାକୁ ୨୫ ହଜାର!

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ବିଭିନ୍ନ ଛକ, ବସ୍ କୁ୍ୟ ସେଲ୍ଟର ନିକଟରେ ଯେଉଁ ‘ମୋ ସାଇକେଲ୍’ ରଖାଯାଇଛି ତାହାର ଦାମ୍ କେତେ ଜାଣିଛନ୍ତି? ଆଶ୍ଚର୍ଯ୍ୟର ବିଷୟ ଏହି ସାଇକେଲ୍ ଦାମ୍ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ୍) ର ମାତ୍ର କିଛି ହାତଗଣତି ଅଧିକାରୀଙ୍କୁ ଛାଡ଼ିଦେଲେ
Read More...